credit card

Apple ଆଣୁଛି କ୍ରେଡିଟ କାର୍ଡ଼, PhonePay ଏବଂ GooglePay ଭଳି ମିଳିବ Apple Pay

Apple ଭାରତରେ କ୍ରେଡିଟ କାର୍ଟ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଏଥିପାଇଁ ଭାରତୀୟ ବ୍ୟାଙ୍କ ଏବଂ ରେଗୁଲେଟର୍ସଙ୍କ ସହ ଏହା ଆଲୋଚନା କରୁଛି ।…

12 months ago

କ୍ରେଡିଟ୍ କାର୍ଡରୁ ଖର୍ଚ୍ଚ କରୁଥିଲେ ମନେରଖନ୍ତୁ ଏହି କଥା, ଟ୍ୟାକ୍ସକୁ ନେଇ ବହୁତ ଜଲଦି ଆସିବ ଅପଡେଟ୍

କ୍ରେଡିଟ୍ କାର୍ଡର ବ୍ୟବହାର ବର୍ତ୍ତମାନ ପୂର୍ବ ଅପେକ୍ଷା ବହୁତ ବଢ଼ିଯାଇଛି । ଲୋକମାନେ କ୍ରେଡିଟ କାର୍ଡ ଜରିଆରେ ପେମେଣ୍ଟ କରିବାକୁ ବହୁତ ଆଗ୍ରହ ପ୍ରକାଶ କରନ୍ତି ।…

1 year ago

କ୍ରେଡିଟ କାର୍ଡ ବ୍ୟବହାରକାରୀ ରୁହନ୍ତୁ ସାବଧାନ, ହୋଇପାରନ୍ତି ଠକେଇର ଶିକାର

କ୍ରେଡିଟ୍ କାର୍ଡ ଏକ ପ୍ଲାଷ୍ଟିକ ଭୁଗତାନ କାର୍ଡ । ଏହା ୟୁଜର୍ସଙ୍କୁ କ୍ରେଡିଟ ରେ ଜିନିଷ କିଣିବା ସହ ଆର୍ଥିକ ଅନୁଷ୍ଠାନରୁ ଟଙ୍କା ଉଧାର ନେବାରେ ସାହାଯ୍ୟ…

1 year ago

ଆକାଉଣ୍ଟ ଖାଲି କରିଦେବ କ୍ରେଡ଼ିଟ କାର୍ଡ

ଏବେ କ୍ରେଡିଟ କାର୍ଡ ଧାରୀ ହୋଇଯାନ୍ତୁ ଆଲର୍ଟ। ଯଦି ଆପଣଙ୍କ ଦରମାର ଅଧା ରୁ ଅଧିକ କ୍ରେଡିଟ୍ କାର୍ଡର ବିଲ୍ ପେମେଣ୍ଟ କରିବାରେ ଚାଲି ଯାଉଛି ତେବେ…

1 year ago

ବଦଳିଲା Credit-Debit କାର୍ଡ ପେମେଣ୍ଟ ନିୟମ

ଯଦି ଆପଣମାନେ ବିଦେଶକୁ ଯାତ୍ରା କରୁଛନ୍ତି ଆଉ ଅନ୍ୟ ଦେଶରେ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏନେଇ ଆସିଛି ଏକ ବଡ଼ ଖବର । ଏବେ…

1 year ago

କ୍ରେଡିଟ୍ କାର୍ଡରେ ଦେବାକୁ ପଡେ ଏହି ଚାର୍ଜ

କ୍ରେଡିଟ୍ କାର୍ଡ ବ୍ୟବହାରୀଙ୍କ ସଂଖ୍ୟା ଦିନକୁ ଦିନ ବହୁତ ବଢ଼ିବାରେ ଲାଗିଛି । ବର୍ତ୍ତମାନ ବଜାରରେ ଥିବା ବ୍ୟାଙ୍କର ଅନେକ ପ୍ରକାରର କ୍ରେଡିଟ୍ କାର୍ଡ ଉପଲବ୍ଧ ହେଉଛି…

1 year ago

ବଦଳିଲା SBI Credit Card ନିୟମ

ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଯାଇଛି ଯାହାକୁ ଏବେ ଏକ ମାସ ବିତିଯାଇଛି । ମେ' ମାସ ରୁ ଅନେକ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି ।…

1 year ago

ଏମିତି ଲୋନରେ ମିଳେ ଅଧିକ ଫାଇଦା

ଯେକୌଣସି ବ୍ୟକ୍ତି ଋଣ ଆଣନ୍ତି ଇଚ୍ଛା କରନ୍ତି ଯେ ଏହାର ସୁଧ କମ୍ ରହୁ ବୋଲି। କିନ୍ତୁ ବ୍ୟାଙ୍କରେ ଫିକ୍ସ ଡିପୋଜିଟ ରଖିଲେ ସମସ୍ତେ ଚାହାନ୍ତି ଏହାର…

1 year ago

କ୍ରେଡିଟ କାର୍ଡରୁ ଇଏମଆଇ କରୁଛନ୍ତି କି, ତେବେ ଏହି ସବୁ କଥାକୁ ଗଣ୍ଠି ପକାଇ ରଖନ୍ତୁ

ଆଜିର ଡିଜିଟାଲ ଜମାନାରେ ବର୍ତ୍ତମାନ ସମୟରେ ସହର ତଥା ଗ୍ରାମାଞ୍ଚଳର ଅନେକ ଲୋକଙ୍କ ପାଖରେ ଡେବିଟ୍ କାର୍ଡ ସହିତ କ୍ରେଡିଟ୍ କାର୍ଡ ରହିଛି। ଯଦି ଆପଣ ଏହାର…

1 year ago

SBI Qucik Missed Call Banking ସେବାର ଉଠାନ୍ତୁ ଫାଇଦା

ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଦର୍ଶକବନ୍ଧୁ ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆକାଉଣ୍ଟ ଅଛି ତାହେଲେ ଆପଣଙ୍କ ପାଇଁ ଜରୁରୀ ଖବର। ଦେଶର ବୃହତ୍ତମ…

1 year ago

କ୍ରେଡିଟ କାର୍ଡ ଦେଉଛି Railwayର ସବୁ ସୁବିଧା

ଅଧିକ ଲୋକ ଟ୍ରେନ୍‌ରେ ଯିବାଆସିବା କରନ୍ତି । କିଛି ଜଣ ଟ୍ରେନ ଆସିବା ଆଗରୁ ଷ୍ଟେସନ୍ ରେ ଆସିକି ଅପେକ୍ଷା କରି ରହିଥାନ୍ତି` ଯେମିତିକି ଟ୍ରେନ ମିସ…

1 year ago

ମାର୍ଚ୍ଚରୁ Credit Card ୟୁଜର୍ସ ଦେବେ ଡବଲ୍‌ ପ୍ରୋସେସିଂ ଫିସ୍‌

ଏବେ କ୍ରେଡିଟ କାର୍ଡ ଧାରୀ ହୋଇଯାନ୍ତୁ ଆଲର୍ଟ। ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇ ଆସିଲା ବଡ଼ ଖବର। ନିଜ ଗ୍ରାହକଙ୍କୁ ଇମେଲ ମାଧ୍ୟମରେ ବ୍ୟାଙ୍କ ଏକ…

1 year ago