ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ହାତରେ ହଳ ଲଙ୍ଗଳ ଓ କାଦୁଅ ଜମିରେ ଚାଷୀ ପୁଅ ଅବତାରରେ ଦେଖିବାକୁ ମିଳିଲେ ବିଧାୟକ।…