dead

ଏମିତି ବି ଆସେ ମୃତ୍ୟୁ ! କାମ କରିବାକୁ ପୁରୀ ଯାଉଥିବା ବେଳେ ବାଲୁଗାଁ ଷ୍ଟେସନ ନିକଟରେ ଟ୍ରେନରୁ ଖସିପଡି ଆଖି ବୁଜିଲେ ଯୁବକ

ବ୍ରହ୍ମପୁର(କେନ୍ୟୁଜ୍):  କାମ କରିବାକୁ ପୁରୀ ଯାଉଥିଲେ । ହେଲେ ବାଲୁଗାଁ ଷ୍ଟେସନ ନିକଟରେ ଟ୍ରେନରୁ ଖସିପଡିଲେ । ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ଗଞ୍ଜାମ ଜ଼ିଲ୍ଲା…

2 years ago

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଉଭୟ ଭାଇ ଭଉଣୀଙ୍କ ଜୀବନ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଭାଇ ଓ ଭଉଣୀ ଦୁହିଁଙ୍କର ମୃତ୍ୟୁ…

2 years ago

ଟାଇଟାନିକ୍‌ ପୋଜ୍‌ ଦେବା ଚକ୍କରରେ ଇତିହାସର ହେଲା ପୁନରାବୃତ୍ତି: ସମୁଦ୍ରରେ ବୁଡ଼ିଗଲେ ପ୍ରେମୀ ଯୁଗଳ, ବଞ୍ଚିଗଲେ ପ୍ରେମିକା

୧୯୯୭ ମସିହାରେ ରିଲିଜ୍‌ ହୋଇଥିବା ହଲିଉଡ୍‌ ଫିଲ୍ମ ଟାଇଟାନିକ୍‌ କଥା ସମସ୍ତଙ୍କର ମନେ ଥିବ। ଏହି ଫିଲ୍ମ ସେତେବେଳେ ସାରା ଦୁନିଆରେ ସୁପରଡୁପର ହିଟ୍‌ ହୋଇଥିଲା। ଖାସ୍‌…

2 years ago

ଲମତାପୁଟ: ବଜ୍ରାଘାତରେ ପରିବାରର ଜଣେ ମୃତ, ୭ ଆହତ

ଲମତାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ଲମତାପୁଟରେ ଘଟିଛି ଦୁଃଖଦ ଘଟଣା । ବଜ୍ରପାତରେ ଗୋଟାଏ ପରିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ…

2 years ago

ଜନ୍ମ ଦିନରେ ମିଳିଲା ଅଭିନେତ୍ରୀ ସହାନାଙ୍କ ମୃତଦେହ, ଜ୍ୱାଇଁ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ବାପା-ମା’

ଜନ୍ମ ଦିନରେ ଚାଲିଗଲା ମଡେଲ୍‌ ତଥା ଅଭିନେତ୍ରୀ ସହାନାଙ୍କ ଜୀବନ। ଗୁରୁବାର ଜନ୍ମ ଦିନରେ ତାଙ୍କ ମୃତ ଦେହ ସନ୍ଦେହଜନକ ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲା।…

2 years ago

ପଶ୍ଚିମବଙ୍ଗ ବୀରଭୂମରେ ରାଜନୈତିକ ବିବାଦରୁ ହିଂସାକାଣ୍ଡ: ଜିଅନ୍ତା ଜଳିଗଲେ ୮ ଜଣ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ରାଜନୈତିକ ବିବାଦରୁ ହିଂସାକାଣ୍ଡ । ହିଂସାରେ ୮ ଜଣ ଜୀବନ୍ତ ଦଗ୍‌ଧ। ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ରାମପୁରହାଟରେ ଘଟିଛି ଲୋମହର୍ଷଣକାରୀ ଘଟଣା। ଗତକାଲି…

2 years ago

ହଠାତ ଆକାଶରୁ ହେଲା ମଲା ପାରା ବର୍ଷା, ଲୋକ ଦେଖି ହେଲେ ଆଶ୍ଚର୍ଯ୍ୟ

ବିଶ୍ୱରେ କରୋନା ଭାଇରସ୍ ଏହି ସମୟରେ ହଇଚଇ ସୃଷ୍ଟି କରୁଛି । ବର୍ତ୍ତମାନ ଟିକା ଆସିବା ପରେ ମଧ୍ୟ ଏହି ଜୀବାଣୁଙ୍କ ସଂଖ୍ୟା ଉପରେ ରୋକ ଲାଗୁନାହିଁ…

3 years ago

ତେଲେଙ୍ଗାନାରେ ଚାଞ୍ଚଲ୍ୟ, କାର ଭିତରେ ବିଜେପି ନେତାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ : ତେଲେଙ୍ଗାନାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏଠାରେ କାର୍ ମଧ୍ୟରେ ଜଣେ ବିଜେପି ନେତାଙ୍କୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ ମାନେ…

3 years ago

ବସ୍‌କୁ ପିଟିଲା ବସ୍‌, ୭ ମୃତ ଅନେକ ଆହତ

ଲକ୍ଷ୍ନୌ: ଦୁଇ ବସ ମୁହାଁମୁହିଁ ଧକ୍କା । ଆଖୁ ପିଛୁଳାକେ ଚାଲିଗଲା ୭ ଜୀବନ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର ସମ୍ଭଳ ଅଞ୍ଚଳରେ।…

3 years ago

ଜୀବନ ନେଲା ବିଷାକ୍ତ ମଦ, ନାଲିପାଣି ପାଇଁ ପରିବାରକୁ ଭସାଇ ଦେଇ ଚାଲିଗଲେ ତିନି ଯୁବକ

ଅନୁଗୁଳ (କେନ୍ୟୁଜ) : ଜୀବନ ନେଉଛି ବିଷାକ୍ତ ମଦ। ଗତ ଦୁଇ ଦିନରେ ତିନି ଜଣଙ୍କ ଜୀବନ ନେଇଛି ମଦ। ନାଲିପାଣି ପାଇଁ ପରିବାରକୁ ଭସାଇ ଦେଇ…

4 years ago

ଆରପାରିରେ କମେଡିଆନ ସୌମ୍ୟନାରାୟଣ, କିଛି ମାସ ହେବ କର୍କଟ ରୋଗରେ ଥିଲେ ପୀଡିତ

ଭୁବନେଶ୍ୱର (କେ ନ୍ୟୁଜ) : ଓଡ଼ିଶାର ହାସ୍ୟ ଅଭିନେତା ଟିଭି ପରଦାରେ ଅନେକଙ୍କ ମୁହଁରେ ହସ ଫୁଟେଇ ପାରିଥିବା ସାନ ଭାଇ ସୌମ୍ୟନାରାୟଣ ପଣ୍ଡା ପରଲୋକ ହୋଇଛି।…

4 years ago

ସମ୍ବଲପୁର: ଦେବଝରଣ ଓ୍ଵାଟରଫଲ୍‌ରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ଇଞ୍ଜିନିୟରିଂ ଛାତ୍ର, ଉଭୟ ମୃତ

କେନ୍ୟୁଜ୍(ବ୍ୟୁରୋ):ସମ୍ବଲପୁରରେ ପାଣିରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର ମୃତ । ଦେବଝରଣ ଓ୍ଵାଟରଫଲରେ ପିକ୍‌ନିକ୍‌ ପାଇଁ ଯାଇ ଜଳପ୍ରପାତରେ ଗାଧୋଇବାବେଳେ ଏହି ଅଘଟଣ ଘଟିଛି। ମୃତ ଦୁଇ…

4 years ago