draupadi murmu

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କଲେ କୋବିନ୍ଦ କମିଟି

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ…

3 months ago

ତିନି ଦିନିଆ ଗସ୍ତ ସାରି ଆଜି ଓଡ଼ିଶାରୁ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କେନ୍ୟୁଜ୍: ତିନି ଦିନିଆ ଗସ୍ତ ସାରି ଆଜି ଓଡ଼ିଶାରୁ ଫେରିଯିବେ ମହାମହିମ । ତୃତୀୟ ଦିନରେ ସମ୍ବଲପୁରରେ ପ୍ରଜାପିତା ବ୍ରହ୍ମାକୁମାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

7 months ago

ବୟସର ଅପରାହ୍ନରେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଇଚ୍ଛା , ଅପେକ୍ଷାରେ ବାଲ୍ୟବନ୍ଧୁ ଗୌରୀ

ବୟସ ହୋଇଗଲାଣି ଆଖିକୁ ଆଉ ଭଲରେ ଦିଶୁନି । କିନ୍ତୁ ମନରେ ଏବେବି ତାଙ୍କର ଆଶା ବିଶ୍ୱାସ ରହିଛି ରାଷ୍ଟ୍ରପତିଙ୍କୁ ଭେଟିବେ । କାରଣ ରାଷ୍ଟ୍ରପତି ମୁର୍ମୁ…

7 months ago

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜନ୍ମମାଟିରେ ରହିବେ ୨ ଦିନ

ଭୁବନେଶ୍ୱର (କେନ୍ୟୁଜ): ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମଙ୍କୁ ଭବ୍ୟ ସ୍ବାଗତ ପାଇଁ ମୟୂରଭଞ୍ଜ ପ୍ରସ୍ତୁତ ହୋଇ ରହିଛି । ଜନ୍ମମାଟିରେ ଦୁଇ ଦିନ ରହିବେ…

7 months ago

ଓଡ଼ିଶାରେ ରାଷ୍ଟ୍ରପତି: ଆଜି କଟକ ଚଣ୍ଡୀ ମନ୍ଦିରର ପୂଜାର୍ଚ୍ଚନା ସହ ମାଙ୍କ ଆଶୀର୍ବାଦ ନେବେ ମହାମହିମ

କଟକ / ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ । ଆଜି କଟକରେ ଦିନବ୍ୟାପୀ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ…

11 months ago

ଓଡ଼ିଶାର ଗର୍ବ ଏବଂ ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ପୂରିଲା ବର୍ଷେ

ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ବର୍ଷ। ୨୦୨୨ ଜୁଲାଇ ୨୫ରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଦ୍ରୌପଦୀ ମୁର୍ମୁ । ଏହାରି ମଧ୍ୟରେ…

11 months ago

ଲଢୁଆ ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ, ୩୦ ମିନିଟ ଧରି ଆକାଶରେ ଉଡ଼ିଲେ

କେନ୍ୟୁଜ୍‌(ବ୍ୟୁରୋ): ବାୟୁସେନାର ଲଢୁଆ ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଆଜି ଆସାମ ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ-30ରେ ଉଡିଛନ୍ତି ରାଷ୍ଟ୍ରପତି । ବାୟୁସେନା…

1 year ago

ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ସୁଖୋଇ 30ରେ ଉଡିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାୟୁସେନାର ଲଢୁଆ ଯୁଦ୍ଧ ବିମାନରେ ଉଡ଼ିବେ ରାଷ୍ଟ୍ରପତି । ଆସନ୍ତା ଶନିବାର ସୁଖୋଇରେ ଉଡିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁଖୋଇ 30 MKI ରେ ଲଢୁଆ…

1 year ago

ଦେଶବାସୀଙ୍କୁ ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ଆଜି ସମଗ୍ର ଦେଶରେ ରଙ୍ଗର ପର୍ବ ହୋଲି ପାଳନ ଚାଲିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ସମସ୍ତଙ୍କୁ…

1 year ago

ବଦଳଯିବ ଲକ୍ଷ୍ନୌର ନାମ ! ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଚର୍ଚ୍ଚା ଜୋର ଧରିଲା

ଖୁବଶୀଘ୍ର ବଦଳିବ ଲକ୍ଷ୍ନୌର ନାମ । ଲକ୍ଷ୍ନୌ ନାମ ବଦଳି ଲକ୍ଷ୍ମଣପୁରୀ କିମ୍ବା ଲକ୍ଷ୍ମଣନଗରୀ ହେବ ବୋଲି ଆକଳନ ଚାଲିଥିଲା। ଆଉ ଚର୍ଚ୍ଚା ଉପରେ ମୋହର ମାରିଛନ୍ତି…

1 year ago

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରହ୍ମା କୁମାରୀଙ୍କ ଅନୁଗାମୀ; ରାତି ୯ଟାରେ ବନ୍ଦ କରାଇ ଦିଅନ୍ତି ରୋଷେଇ; ପିଆଜ, ରସୁଣ ମନା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନର କର୍ମଚାରୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଏହାର ଅନେକ କାରଣ ରହିଛି। ପ୍ରଥମତଃ, ସେ ନିଜ କର୍ମଚାରୀମାନଙ୍କ ସହିତ ବ୍ୟକ୍ତିଗତ ରୂପରେ…

1 year ago

୧୨ଟି ରାଜ୍ୟର ବଦଳିଲେ ରାଜ୍ୟପାଳ, ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଛତିଶଗଡ ରାଜ୍ୟପାଳ

ଭାରତର ମାନ୍ୟବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୨ଟି ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । କିଛି ରାଜ୍ୟପାଳଙ୍କ ଇସ୍ତଫା ମଞ୍ଜୁର କରାଯାଇଥିବା ବେଳେ ଆଉ କିଛିଙ୍କୁ ପରିବର୍ତ୍ତନ…

1 year ago