ଓଡ଼ିଶାରେ ରାଷ୍ଟ୍ରପତି: ଆଜି କଟକ ଚଣ୍ଡୀ ମନ୍ଦିରର ପୂଜାର୍ଚ୍ଚନା ସହ ମାଙ୍କ ଆଶୀର୍ବାଦ ନେବେ ମହାମହିମ
କଟକ / ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ । ଆଜି କଟକରେ ଦିନବ୍ୟାପୀ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ସକାଳ ୮ଟାରେ ରାଜଭବନ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ପ୍ରଥମେ କଟକ ଚଣ୍ଡୀ ମନ୍ଦିର ଯିବେ । ସାଢ଼େ ୯ଟାରୁ…