electric airplane

ସାମ୍ନାକୁ ଆସିଲା ନାସାର ପ୍ରଥମ ଇଲେକ୍ଟ୍ରିକ୍‌ ବିମାନ

ନାସାର ପ୍ରଥମ ଅଲ୍‌ ଇଲେକ୍ଟ୍ରିକ୍‌ ବିମାନ ଏକ୍ସ-୫୭ ମ୍ୟାକ୍ସେଓ୍ଵଲ ଗତ ଶୁକ୍ରବାର ଦିନ ସାମ୍ନାକୁ ଆସିଛି। ଏହା କାଲିଫର୍ଣ୍ଣିୟାର ଏରୋନୋଟିକ୍ସ ଲ୍ୟାବରେ ତିଆରି କରାଯାଇଥିଲା। ଏଥିରେ ଇଟାଲୀରେ…

5 years ago