elephant attack

ଝାରସୁଗୁଡା ଭଅଁରା ଗାଁରେ ଅଘଟଣ: ହାତୀ ଆକ୍ରମଣରେ ୨ ଶିଶୁ ମୃତ, ବର୍ତ୍ତିଗଲେ ବାପା ଓ ମାଆ

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡା କିରମୀରା ବ୍ଳକର ଭଅଁରା ଗାଁରେ ଅଘଟଣ। ରାତିରେ ଶୋଇଥିବା ସମୟରେ ଘରେ ପଶିଗଲା ହାତୀ। ହାତୀ ଆକ୍ରମଣରେ ଉଭୟ ସ୍ବାମୀ, ସ୍ତ୍ରୀ ଗୁରୁତର ଆହତ…

2 years ago

ସୁନ୍ଦରଗଡ: ମହିଳାଙ୍କୁ ଦଳିଦେଲା ଦନ୍ତା, ଜଣେ ଆହତ

ସୁନ୍ଦରଗଡ(କେନ୍ୟୁଜ୍): ସୁନ୍ଦରଗଡ ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ କୁଲବା ଗ୍ରାମରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ମହିଳା ମୃତ, ଜଣେ ଆହତ। ସପ୍ତାହକ ମଧ୍ୟରେ ହାତୀ ଆକ୍ରମଣରେ ୨ଜଣଙ୍କର…

2 years ago

କୁଲଡିହା ଅଭୟାରଣ୍ୟର ଖୁମକୁଟ ଅଞ୍ଚଳରେ ଦନ୍ତା ହାତୀର ଉପଦ୍ରବ: ଭାଙ୍ଗିଲା ପଟ୍ରୋଲିଂ ଗାଡ଼ି, ୬ ବନ କର୍ମଚାରୀ ଆହତ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟର ଖୁମକୁଟ ଅଞ୍ଚଳରେ ଦନ୍ତା ହାତୀର ଉପଦ୍ରବ।  ଘଉଡ଼ାଇବାକୁ ଯାଇଥିବା ୬ଜଣ ବନକର୍ମଚାରୀ ଆହତ। ଖାଲି ସେତିକି ନୁହେଁ ହାତୀଟି…

2 years ago

କଟକ ଜଗତପୁର ଅଞ୍ଚଳରେ ଅଭାବନୀୟ ଘଟଣା:ହାତୀ ଆକ୍ରମଣରେ ୨ମୃତ, ଘରୁ ନବାହାରିବା ପାଇଁ ସତର୍କ କରାଉଛି ପ୍ରଶାସନ

କଟକ (କେନ୍ୟୁଜ୍): କଟକ ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ୨ମୃତ । ଜଣେ ମହିଳାଙ୍କ ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ…

2 years ago

ଜଙ୍ଗଲ ଭିତରେ ଦମ୍ପତିଙ୍କୁ ଦଳିଦେଲା ଦନ୍ତା, ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ

ଢେଙ୍କାନାଳ (କେନ୍ୟୁଜ୍): ଜଙ୍ଗଲ ଭିତରେ ସ୍ୱାମୀ ସ୍ତ୍ରୀଙ୍କୁ ଦଳିଦେଲା ଦନ୍ତା । ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ । ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି…

2 years ago

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ, ଆକ୍ରମଣରେ ମହିଳା ଗୁରୁତର

କରଞ୍ଜିଆ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । କରଞ୍ଜିଆ ରେଞ୍ଜର ମାଜୁରା ସାହିରେ ହାତୀ ଆକ୍ରମଣରେ ମହିଳା ଗୁରୁତର। ମହିଳା ଜଣଙ୍କ…

2 years ago

ହାଟ ଭିତରେ ପଶିଲା ହାତୀ, ଯୁବକଙ୍କୁ ଦଳି ମାରି ଦେଲା

ବାରିପଦା(କେନ୍ୟୁଜ୍): ହାଟ ଭିତରେ ହାତୀ । ଯୁବକଙ୍କୁ ଦଳି ମାରିଲା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବୈଶଙ୍ଗା ଥାନା ଆମ୍ବଗଡ଼ିଆ ଗାଁରେ ସାପ୍ତାହିକ ହାଟ…

2 years ago

ଆଠଗଡ଼: ପରିବା ତୋଳିବାକୁ ଯାଉଥିବାବେଳେ ଦଳିଦେଲା ଦନ୍ତା, ମହିଳା ମୃତ

ଆଠଗଡ଼(କେନ୍ୟୁଜ୍): ଦଳିଦେଲା ଦନ୍ତା। ଆଠଗଡ଼ ତିଗିରିଆ ବନାଞ୍ଚଳ ଅଚଳକୋଟ ଅରାତଇଲା ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ନୀଆସା ରାଉତ। ଆଜି ସକାଳେ…

2 years ago

ବଣାଇ ରେଞ୍ଜରେପୁଣି ୧୬ ଟିକିଆ ହାତୀପଲଙ୍କ ଉତ୍ପାତ, ଆତଙ୍କିତ ଅଞ୍ଚଳବାସୀ

ବଣାଇ(କେନ୍ୟୁଜ୍):ବଣାଇର କୁଳିପୋଷ ରେଞ୍ଜର ମହୁଲଡିହା ସେକ୍ସନ ର ମହୁଲଡିହା, ସିହିଡିହା, ରୁଗୁଡା ଅଂଚଳରେ ୧୬ ରୁ ଉର୍ଦ୍ଧ୍ବ ହାତୀପଲଙ୍କ ଉତ୍ପାତ ଦେଖାଦେଇଛି।  ଏହି ହାତୀ ପଲଙ୍କ ମଧ୍ୟରୁ…

2 years ago

ବାହୁଡା ଯାତ୍ରା ଦେଖି ଫେରୁଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା

ସୋର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ ବାଉଁଶଗଡିଆ ଗ୍ରାମର ସମା ହୋଙ୍କ ସ୍ତ୍ରୀ ଦ୍ରୌପଦୀଙ୍କୁ ହାତୀ ମାରିଦେଇଥିବାର ଜଣାପଡ଼ିଛି। ମୃତ ମହିଳା ଓସ୍ତପାଳରୁ ବାହୁଡା ରଥଯାତ୍ରା ଦେଖି…

2 years ago

ଢେଙ୍କାନାଳ: ଜଙ୍ଗଲୀ ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ଏପଟେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଖି ବୁଜିଲା ଦନ୍ତା

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ହିନ୍ଦୋଳ ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟରେ ଜଙ୍ଗଲୀ ହାତୀ ଆକ୍ରମଣରେ କର୍ଣ୍ଣପୁର ଠାରେ…

2 years ago

ଥମିବାର ନାମ ନେଉନି ହାତୀ ଆତଙ୍କ : ମୋରଡାରେ ନାବାଳିକାଙ୍କୁ କଚାଡି ମାରିଲା ଦନ୍ତା, କାନ୍ଥ ତଳେ ଚାପି ହୋଇ ବୃଦ୍ଧଙ୍କ ମୃତ୍ୟୁ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନାମ ନେଉନି ହାତୀ ଆତଙ୍କ । ହାତୀ ଆକ୍ରମଣରେ ଗୋଟିଏ ଦିନରେ ପୁଣି ଜଣେ ନାବାଳିକା ସମେତ ୩ ମୃତ…

2 years ago