Below header
Browsing Tag

elephant attack

ସୁନ୍ଦରଗଡ: ମହିଳାଙ୍କୁ ଦଳିଦେଲା ଦନ୍ତା, ଜଣେ ଆହତ

ସୁନ୍ଦରଗଡ(କେନ୍ୟୁଜ୍): ସୁନ୍ଦରଗଡ ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ କୁଲବା ଗ୍ରାମରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ମହିଳା ମୃତ, ଜଣେ ଆହତ। ସପ୍ତାହକ ମଧ୍ୟରେ ହାତୀ ଆକ୍ରମଣରେ ୨ଜଣଙ୍କର ମୃତ୍ଯୁ ହୋଇସାରିଥିବାବେଳେ, ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ମୃତ ମହିଳାଙ୍କ ନାମ…

କୁଲଡିହା ଅଭୟାରଣ୍ୟର ଖୁମକୁଟ ଅଞ୍ଚଳରେ ଦନ୍ତା ହାତୀର ଉପଦ୍ରବ: ଭାଙ୍ଗିଲା ପଟ୍ରୋଲିଂ ଗାଡ଼ି, ୬ ବନ କର୍ମଚାରୀ ଆହତ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟର ଖୁମକୁଟ ଅଞ୍ଚଳରେ ଦନ୍ତା ହାତୀର ଉପଦ୍ରବ।  ଘଉଡ଼ାଇବାକୁ ଯାଇଥିବା ୬ଜଣ ବନକର୍ମଚାରୀ ଆହତ। ଖାଲି ସେତିକି ନୁହେଁ ହାତୀଟି ହିଂସ୍ରମୁଖ ହୋଇ ପଟ୍ରୋଲିଂ କରୁଥିବା ବୋଲେରୋ ଗାଡ଼ିକୁ ଭାଙ୍ଗି ଦେଇଥିବା ଦେଖିବାକୁ…

କଟକ ଜଗତପୁର ଅଞ୍ଚଳରେ ଅଭାବନୀୟ ଘଟଣା:ହାତୀ ଆକ୍ରମଣରେ ୨ମୃତ, ଘରୁ ନବାହାରିବା ପାଇଁ ସତର୍କ କରାଉଛି ପ୍ରଶାସନ

କଟକ (କେନ୍ୟୁଜ୍): କଟକ ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ୨ମୃତ । ଜଣେ ମହିଳାଙ୍କ ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ନଜରପୁର ଅଞ୍ଚଳରେ ହାତୀ ବୁଲୁଛି । ସେହିପରି ଆଉ ଗୋଟିଏ ହାତୀ ମହାନଦୀର ଯୋବ୍ରା ବ୍ୟାରେଜରେ ଫସି ରହିଥିଲା । ଗତକାଲି ରାତିରୁ ଫସି ରହିଥିଲା ହାତୀ ।…

ଜଙ୍ଗଲ ଭିତରେ ଦମ୍ପତିଙ୍କୁ ଦଳିଦେଲା ଦନ୍ତା, ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ

ଢେଙ୍କାନାଳ (କେନ୍ୟୁଜ୍): ଜଙ୍ଗଲ ଭିତରେ ସ୍ୱାମୀ ସ୍ତ୍ରୀଙ୍କୁ ଦଳିଦେଲା ଦନ୍ତା । ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ । ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗ୍ରାମରେ…

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ, ଆକ୍ରମଣରେ ମହିଳା ଗୁରୁତର

କରଞ୍ଜିଆ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । କରଞ୍ଜିଆ ରେଞ୍ଜର ମାଜୁରା ସାହିରେ ହାତୀ ଆକ୍ରମଣରେ ମହିଳା ଗୁରୁତର। ମହିଳା ଜଣଙ୍କ ଘର ନିକଟରେ ଥିବା ବେଳେ ଗୋଟିଏ ଦନ୍ତା ନିକଟସ୍ଥ କାଜୁ ଜଙ୍ଗଲରୁ ଆସି ଆକ୍ରମଣ କରିଥିଲା । ଆକ୍ରମଣରେ କାଜଲ ସିଂ ହାଁସଦା…

ହାଟ ଭିତରେ ପଶିଲା ହାତୀ, ଯୁବକଙ୍କୁ ଦଳି ମାରି ଦେଲା

ବାରିପଦା(କେନ୍ୟୁଜ୍): ହାଟ ଭିତରେ ହାତୀ । ଯୁବକଙ୍କୁ ଦଳି ମାରିଲା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବୈଶଙ୍ଗା ଥାନା ଆମ୍ବଗଡ଼ିଆ ଗାଁରେ ସାପ୍ତାହିକ ହାଟ ବସିଥିବା ବେଳେ ହାଟ ଭିତରକୁ ପଶି ଆସିଥିଲା ହାତୀ । ହାତୀକୁ ଦେଖି ଲୋକ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ । ତେବେ ନିଜ…

ଆଠଗଡ଼: ପରିବା ତୋଳିବାକୁ ଯାଉଥିବାବେଳେ ଦଳିଦେଲା ଦନ୍ତା, ମହିଳା ମୃତ

ଆଠଗଡ଼(କେନ୍ୟୁଜ୍): ଦଳିଦେଲା ଦନ୍ତା। ଆଠଗଡ଼ ତିଗିରିଆ ବନାଞ୍ଚଳ ଅଚଳକୋଟ ଅରାତଇଲା ନିକଟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ନୀଆସା ରାଉତ। ଆଜି ସକାଳେ ପରିବା ତୋଳିବାକୁ ଯାଉଥିବାବେଳେ ହାତୀ ହାବୁଡରେ ପଡିଥିଲେ। ତିଗିରିଆ ବନାଞ୍ଚଳରେ ଏକ ୮ ଟିକିିଆ ହାତୀ ପଲ…

ବଣାଇ ରେଞ୍ଜରେପୁଣି ୧୬ ଟିକିଆ ହାତୀପଲଙ୍କ ଉତ୍ପାତ, ଆତଙ୍କିତ ଅଞ୍ଚଳବାସୀ

ବଣାଇ(କେନ୍ୟୁଜ୍):ବଣାଇର କୁଳିପୋଷ ରେଞ୍ଜର ମହୁଲଡିହା ସେକ୍ସନ ର ମହୁଲଡିହା, ସିହିଡିହା, ରୁଗୁଡା ଅଂଚଳରେ ୧୬ ରୁ ଉର୍ଦ୍ଧ୍ବ ହାତୀପଲଙ୍କ ଉତ୍ପାତ ଦେଖାଦେଇଛି।  ଏହି ହାତୀ ପଲଙ୍କ ମଧ୍ୟରୁ ଦୁଇଟି ଶାବକ ଅଛନ୍ତି । ଏପରିକି ଜଙ୍ଗଲରୁ ବାହାରି ରାସ୍ତା ଉପରକୁ ଆସି ଯାଉଥିବାରୁ ଲୋକମାନଙ୍କ ମନରେ…

ବାହୁଡା ଯାତ୍ରା ଦେଖି ଫେରୁଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା

ସୋର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ ବାଉଁଶଗଡିଆ ଗ୍ରାମର ସମା ହୋଙ୍କ ସ୍ତ୍ରୀ ଦ୍ରୌପଦୀଙ୍କୁ ହାତୀ ମାରିଦେଇଥିବାର ଜଣାପଡ଼ିଛି। ମୃତ ମହିଳା ଓସ୍ତପାଳରୁ ବାହୁଡା ରଥଯାତ୍ରା ଦେଖି ରାତିରେ ଘରକୁ ଫେରୁଥିଲେ । ଅନ୍ଧାର ଯୋଗୁଁ ହାତୀପଲରେ ପଶି ଯାଇଥିଲେ । ଯାହାଫଳରେ କି ଏକ ହାତୀ…

ଢେଙ୍କାନାଳ: ଜଙ୍ଗଲୀ ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ଏପଟେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଖି ବୁଜିଲା ଦନ୍ତା

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ହିନ୍ଦୋଳ ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟରେ ଜଙ୍ଗଲୀ ହାତୀ ଆକ୍ରମଣରେ କର୍ଣ୍ଣପୁର ଠାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟପଟରେ ଅସରଡା ଜଙ୍ଗଲରେ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛା…

ଥମିବାର ନାମ ନେଉନି ହାତୀ ଆତଙ୍କ : ମୋରଡାରେ ନାବାଳିକାଙ୍କୁ କଚାଡି ମାରିଲା ଦନ୍ତା, କାନ୍ଥ ତଳେ ଚାପି ହୋଇ ବୃଦ୍ଧଙ୍କ…

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନାମ ନେଉନି ହାତୀ ଆତଙ୍କ । ହାତୀ ଆକ୍ରମଣରେ ଗୋଟିଏ ଦିନରେ ପୁଣି ଜଣେ ନାବାଳିକା ସମେତ ୩ ମୃତ । ଜିଲ୍ଲାରେ ସବୁଠି ହାତୀପଲ ଉପଦ୍ରବ ଜ।।ରି ରଖି ବ୍ୟପକ ଧାନଫସଲ ନଷ୍ଟ କରିବା ସହ ମଣିଷ ଜୀବନ ନେଉଛି । ଗତକାଲି ମୋରୋଡା ବ୍ଳକ…

ଅନୁଗୁଳ ଖଇରବେରେଣୀ ଗାଁରେ ହାତୀ ଦଳିଦେଲା ମହିଳାଙ୍କୁ

ଅନୁଗୁଳ (କେନ୍ୟୁଜ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ପଞ୍ଚାୟତ ଖଇରବେରେଣୀ ଗ୍ରାମରେ ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ଯୁ । ମୃତକ ଜଣକ ଖଇରବେରେଣି ଗ୍ରାମର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ (୫୫) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ , ପାତ୍ରପଡା…