Browsing Tag

elephant attack

ଅନୁଗୁଳ ଖଇରବେରେଣୀ ଗାଁରେ ହାତୀ ଦଳିଦେଲା ମହିଳାଙ୍କୁ

ଅନୁଗୁଳ (କେନ୍ୟୁଜ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ପଞ୍ଚାୟତ ଖଇରବେରେଣୀ ଗ୍ରାମରେ ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ଯୁ । ମୃତକ ଜଣକ ଖଇରବେରେଣି ଗ୍ରାମର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ (୫୫) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ , ପାତ୍ରପଡା…

ଗୁଣୁପୁର ଗ୍ରାମାଞ୍ଚଳରେ ପୁଣି ମାତିଲେ ୬ ଟିକିଆ ହାତୀପଲ: ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ

ଗୁଣୁପୁର(କେନ୍ୟୁଜ): କିଛି ମାସର ବ୍ୟବଧାନ ପରେ ପୁଣି ଆଜି ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଳକ୍ ଗ୍ରାମାଞ୍ଚଳରେ ପୁଣି ମାତିଲେ ୬ ଟିକିଆ ହାତୀପଲ । ଆଜି ହାତୀ ଆକ୍ରମଣରେ ଟଲନା ପଞ୍ଚାୟତ ବଡମସିଂ ଗ୍ରାମର ଇରିଣ୍ଡି ଶବର ନାମକ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ସବୁଦିନ ପରି ନିଜ କାମ ସାରି…

ଶିମିଳିପାଳ ଅଭୟାରଣ୍ୟରେ ପୁଣି ଅଘଟଣ: ବାଘ ଗଣନା ସମୟରେ ଆକ୍ରମଣ କଲା ହାତୀ, ଜଣେ ଗୁରୁତର

କରଞ୍ଜିଆ(କେନ୍ୟୁଜ): ବାଘ ଗଣନା ସମୟରେ ହାତୀ ଆକ୍ରମଣ। ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ୬ତାରିଖରୁ ଶିମିଳିପାଳ ଅଭୟାରଣ୍ୟରେ ଥିବା ୧୬ଟି ରେଞ୍ଜର ୧୭୩ଟି ସ୍ଥାନରେ ଚାଲିଛି ବାଘଗଣନା । ବାଘ ଗଣନା ସମୟରେ ଏହି ଅଘଟଣ ଘଟିଛି। ହାତୀ ଆକ୍ରମଣରେ ଗଣନା କାର୍ଯ୍ୟରେ ନିୟୋଜିତ ଥିବା…

ଶୋଇଥିବା ଅବସ୍ଥାରେ କଚାଡି ଦେଲା ହାତୀ, ଚାଲିଗଲା ଯୁବକଙ୍କ ଜୀବନ

ମୟୂରଭଞ୍ଜ (କେନ୍ୟୁଜ): ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ବାରିପଦା ସହର ନିକଟ ମଞ୍ଚାବନ୍ଧା ଠାରେ ୭ରୁ ୮ ହାତୀ ପଲର ଶିକାର ହୋଇଛନ୍ତି ଏହି ଯୁବକ । ଯୁବକ ଜଣକ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧିରଜ କୁମାର ସିଂ । ସେ ଏଠାରେ ରହି ଏକ ମଦ ଦୋକାନ ରେ କାର୍ଯ୍ୟ…

ଛେଳି ଚରାଇବାକୁ ଯାଇଥିବାବେଳେ ମହିଳାଙ୍କୁ ଦଳିଦେଲା ହାତୀ

ସୋର(କେନ୍ୟୁଜ୍‌): ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ । ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧୀନ କଇଥଗଡ଼ିଆ ଗ୍ରାମର କୁନି ସିଂ (୫୨) ଶନିବାର ସ୍ଥାନୀୟ କରଞ୍ଜନାଳ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ସମୟରେ ତାଙ୍କର ଛେଳି ହଜିଯାଇଥିଲା । ସେ ଛେଳି ଖୋଜିବାକୁ ଜଙ୍ଗଲ ଭିତରକୁ ଯାଇଥିଲା ବେଳେ…

ଦନ୍ତାହାତୀ ଆକ୍ରମଣରେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ, ବନବିଭାଗର ତଦନ୍ତ ଆରମ୍ଭ

ରେଢ଼ାଖୋଲ (କେନ୍ୟୁଜ): କେନ୍ଦୁପତ୍ର ତୋଳିବାକୁ ଯାଇ ହାତୀ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ ହୋଇଛି । ରେଢ଼ାଖୋଲ ରେଞ୍ଜ ଡଇ଼଼ଚା ସେକ୍ସନ ଗୋପାଳପୁର ଗାଁ ର ନନୀ ସାମାରଦା ହାତୀଧରା ସଂରକ୍ଷିତ ଜଙ୍ଗଲ ପାଖକୁ ଆଜି ସକାଳୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିବା ବେଳେ ହଠାତ୍ ଏକ…

ଶୋଇଥିବାବେଳେ ଦଳିଦେଲା ଦନ୍ତା, ଆକ୍ରମଣରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ତାଳେଚର(କେନ୍ୟୁଜ୍): ଶୋଇଥିବାବେଳେ ଦଳିଦେଲା ଦନ୍ତା। ତାଳେଚର ସନ୍ଥପଡ଼ା ଗାଁରେ ବିଳମ୍ବିତ ରାତିରେ ଦନ୍ତା ଆକ୍ରମଣରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର। ସୂଚନା ଅନୁଯାୟୀ ଗତକାଲି ରାତିରେ ସ୍ୱାମୀ ମୁକୁନ୍ଦ ମୁଣ୍ଡା ଓ ସ୍ତ୍ରୀ କାଞ୍ଚନ ମୁଣ୍ଡା ଘରେ ଶୋଇଥିବାବେଳେ ଘର ଭାଙ୍ଗି ଦମ୍ପତ୍ତିଙ୍କୁ…

ହାତୀ ଆକ୍ରମଣରେ ପୁଣି ଜଣେ ବନ ବିଭାଗ କର୍ମଚାରୀଙ୍କ ମୃତ୍ଯୁ

ବାରିପଦା(କେନ୍ଯୁଜ୍): ହାତୀ ଆକ୍ରମଣରେ ପୁଣି ବନ ବିଭାଗ କର୍ମଚାରୀଙ୍କ ମୃତ୍ଯୁ। ସୂଚନା ମୁତାବକ, ରାସଗୋବିନ୍ଦପୁର ରେଞ୍ଜର ବନ ବିଭାଗର କର୍ମଚାରୀମାନେ ଗତକାଲି ରାତିରେ ହାତୀପଲକୁ ଘଉଡାଉଥିବାକୁ ଯାଇଥିଲେ । ସେହି ସମୟରେ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତ।…

ହାତୀ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ବନ କର୍ମଚାରୀଙ୍କ ମୃତ୍ୟୁ

ଢେଙ୍କାନାଳ(କେନ୍ଯୁଜ୍):ହାତୀ ଆକ୍ରମଣରେ ଚିକିତ୍ସିତ ହେଉଥିବା ବନ କର୍ମଚାରୀଙ୍କ ମୃତ୍ୟୁ । ଢେଙ୍କାନାଳରେ ଆହତ ଦନ୍ତା ଆକ୍ରମଣରେ ଏଲିଫ୍ୟାଣ୍ଟ ସ୍କ୍ଵାର୍ଡ ସଦସ୍ୟ ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଛି। ଗତକାଲି ହାତୀକୁ ଦୂରରୁ ବନ୍ଧୁକ ଦ୍ୱାରା ଆଣ୍ଟିବାୟୋଟିକ୍‌ ଇଞ୍ଜେକ୍ସନ…

ହାତୀ ଭୟରେ ଏହି ଗାଁରେ ଝିଅ ବାହା ଦେବାକୁ ଚାହୁଁ ନାହାନ୍ତି ଲୋକେ! ବର୍ଷ ବର୍ଷ ଧରି ପୁଅଙ୍କୁ ରହିବାକୁ ପଡ଼ୁଛି କୁଆଁରା

ଛତିଶଗଡ଼ର ଏକ ଗାଁରେ ହାତୀ ଆତଙ୍କ ଦେଖା ଦେଇଛି। ଏଠାରେ ହାତୀମାନଙ୍କ ଦୌରାତ୍ମ୍ୟ ଏତେ ମାତ୍ରାରେ ବଢ଼ି ଯାଇଛି ଯେ ଲୋକମାନେ ସେଠି ଝିଅ ଦେବାକୁ ଚାହୁଁ ନାହାନ୍ତି। ମାମଲା ଛତିଶଗଡର ପ୍ରତାପପୁର ଅଞ୍ଚଳର। ପ୍ରତାପପୁର ନଗର ପଞ୍ଚାୟତ ସୂରଜପୁର ଜିଲ୍ଲାରେ ଆସୁଛି। ଏହି ଅଞ୍ଚଳର ଗ୍ରାମବାସୀ ଦାବି…

କାମାକ୍ଷାନଗର ମହୁଲଡଗର ଗାଁରେ ଅଘଟଣ: ଦନ୍ତା ଆକ୍ରମଣରେ ୫ ବର୍ଷର ପୁଅ ମୃତ, ବାପା ଗୁରୁତର

କାମାକ୍ଷାନଗର(କେନ୍ଯୁଜ୍): ବାପ-ପୁଅଙ୍କୁ ଦଳିଦେଲା ଦନ୍ତା। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ମହୁଲଡଗର ଗାଁରେ ରାତିରେ ଶୋଇଥିବାବେଳେ ଦଳିଦେଲା ହାତୀ। ମୃତ ଶିଶୁପୁତ୍ର ତୁମୁସିଙ୍ଗା ଥାନା ମହୁଲଡଗର ଗାଁର ରସାନନ୍ଦ ଜେରେଇଙ୍କ ୫ ବର୍ଷର ପୁଅ ରିଶି ଜେରେଇ। ବାପା ରସାନନ୍ଦ ଗୁରୁତର ହୋଇ…

କରଞ୍ଜିଆ : ହାତୀ ଆକ୍ରମଣରେ ବୃଦ୍ଧ ମୃତ

କରଞ୍ଜିଆ (କେନ୍ୟୁଜ): ହାତୀ ଆକ୍ରମଣରେ ବୃଦ୍ଧମୃତ୍ୟୁ । ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜର ଦରୀ ଗ୍ରାମ ନିକଟରୁ । ଗତକାଲି ବିଳମ୍ବିତ ରାତିରେ ବନବିଭାଗ ହାତୀ ଘଉଡେଇବା ବେଳେ ଅଘଟଣ। ହାତୀ ଘଉଡେଇ ବାସମୟରେ ଦରୀ ଗ୍ରାମ ନିକଟରେ ହାତୀ ମାନେ ଗାଁ ମୁହାଁ…