Below header

ହାତୀ ଆକ୍ରମଣରେ ପୁଣି ଜଣେ ବନ ବିଭାଗ କର୍ମଚାରୀଙ୍କ ମୃତ୍ଯୁ

ବାରିପଦା(କେନ୍ଯୁଜ୍): ହାତୀ ଆକ୍ରମଣରେ ପୁଣି ବନ ବିଭାଗ କର୍ମଚାରୀଙ୍କ ମୃତ୍ଯୁ। ସୂଚନା ମୁତାବକ, ରାସଗୋବିନ୍ଦପୁର ରେଞ୍ଜର ବନ ବିଭାଗର କର୍ମଚାରୀମାନେ ଗତକାଲି ରାତିରେ ହାତୀପଲକୁ ଘଉଡାଉଥିବାକୁ ଯାଇଥିଲେ । ସେହି ସମୟରେ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତ।

ତାଙ୍କୁ ତୁରନ୍ତ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ଆଣୁଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ରାସଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.