ଦୀର୍ଘ ୪ମାସରୁ ଉର୍ଦ୍ଧ୍ୱ ପରେ ହଠାତ ଏତେ ବଢିଗଲା ଗ୍ୟାସ ଦର

ବଢିଲା ଏଲପିଜି ମୂଲ୍ୟ । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ଟଙ୍କାକୁ ବୃଦ୍ଧି ପାଇଛି । କହିରଖୁଛୁ ଅକ୍ଟୋବର ୬, ୨୦୨୧ପରଠାରୁ ଏହା ପ୍ରଥମ ବୃଦ୍ଧି । ବର୍ତ୍ତମାନ ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୭୬ଟଙ୍କା ରହିଛି ଯେବେ କି ଏହାର ମୂଲ୍ୟ ୯୨୬ ରହିଥିଲା । ସେହିପରି ଦିଲ୍ଲୀ ଓ ମୁମ୍ବାଇରେ ୯୪୯.୫୦ ଟଙ୍କା ଥିବାବେଳେ କୋଲକତାରେ ୯୭୬ ଟଙ୍କା, ଓ ଚେନ୍ନାଇରେ ମୂଲ୍ୟ ରହିଛି ୯୬୫ଟଙ୍କା ୫୦ପଇସା ଏବଂ ଲକ୍ଷ୍ନୌରେ ଏହା ୯୮୭ଟଙ୍କା ୫୦ପଇସାକୁ ବୃଦ୍ଧି ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.