ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହେଡ ମାଷ୍ଟର

୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହେଡ ମାଷ୍ଟର।

ଭୁବନେଶ୍ୱର : ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହେଡ ମାଷ୍ଟର । ବରଗଡ଼ ଜିଲ୍ଲା କୁସନିପୂର୍ ହାଇସ୍କୁଲର ହେଡ ମାଷ୍ଟର ବାଳ ମୁକୁନ୍ଦ ପ୍ରଧାନ । ଜଣେ SHG କର୍ମୀଙ୍କ ଠାରୁ ବିଲପାସ ପାଇଁ ନେଉଥିଲେ ଲାଞ୍ଚ । ଟ୍ରାପ୍ ପରେ ଦୁଇଟି ସ୍ଥାନରେ ଭିଜିଲାନ୍ସ କରୁଛି ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ରେଡ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.