୧ ଏପ୍ରିଲରୁ ମହଙ୍ଗା ହେବ କାର୍, ସମସ୍ତ କାର୍ କମ୍ପାନୀ କଲେ ବଡ଼ ଘୋଷଣା
ଦେଶରେ କାର କିଣିବା ଏବେ ଆହୁରି ମହଙ୍ଗା ହେବାକୁ ଯାଉଛି । ଭାରତରେ କାର ବିକ୍ରି କରୁଥିବା ଅନେକ କାର ବ୍ରାଣ୍ଡ ସେମାନଙ୍କ କାରର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ୧ ଏପ୍ରିଲ୍ ୨୦୨୫ରୁ ମାରୁତି ସୁଜୁକି, ଟାଟା, କିଆ, ହୁଣ୍ଡାଇ ଏବଂ ହୋଣ୍ଡା ସମେତ ଅନେକ କାର୍ କମ୍ପାନୀ ସେମାନଙ୍କ…