NTPC ରେ ଚାକିରି ସୁଯୋଗ, ମାସକୁ ଦରମା ୧ ଲକ୍ଷ ଟଙ୍କା
ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ (NTPC) ନୋଟିଫିକେସନ ଜାରି କରିଛି । ଏଠାରେ ଏଗଜିକ୍ୟୁଟିଭି ପଦବୀରେ ଭର୍ତ୍ତି ପାଇଁ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଭର୍ତ୍ତି ପାଇଁ ntpc.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୧୦, ୨୦୨୪ ରହିଛି ।

ଭଲ ଦରମା ମିଳୁଥିବା ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ (NTPC) ନୋଟିଫିକେସନ ଜାରି କରିଛି । ଏଠାରେ ଏଗଜିକ୍ୟୁଟିଭି ପଦବୀରେ ଭର୍ତ୍ତି ପାଇଁ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଭର୍ତ୍ତି ପାଇଁ ntpc.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୧୦, ୨୦୨୪ ରହିଛି ।
ପଦବୀ ବିବରଣୀ: ୩
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁନ୍ ୧୦, ୨୦୨୪ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଖାଲିପଡିଥିବା ପଦବୀରେ ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ବିଇ/ବିଟେକ ଡିଗ୍ରୀ ସହିତ କୌଣସି ବିଷୟରେ ଅତିକମରେ ୬୫ ପ୍ରତିଶତ ମାର୍କ ରଖିଥିବା ଜରୁରୀ । ଆବେଦକଙ୍କ ପାଖରେ ଅତିକମରେ ୨ରୁ ୪ ବର୍ଷର ଅଭିଜ୍ଞତା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇନଥିବା ଜରୁରୀ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୯୦ହଜାର ପ୍ରତିମାସକୁ ଦରମା ମିଳିବ ।
ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ସାମାନ୍ୟ, ଓବିସି, EWS ପ୍ରାର୍ଥୀ ୩୦୦ ଟଙ୍କା ଦେବାକୁ ହେବ । ସେହିତପରି ଅନ୍ୟମାନଙ୍କୁ ଆବେଦନ ଶୁଳ୍କରେ ଛାଡ ମିଳିବ ।
କେମିତି କରିବେ ଆବେଦନ :
ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ ntpc.co.in କୁ ଯାଆନ୍ତୁ ।
ଏହାପରେ ପ୍ରାର୍ଥୀ ହୋମପେଜରେ ଥିବା ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହାପରେ ରେଜିଷ୍ଟ୍ରେସନ କରନ୍ତୁ ।
ଆବେଦନ ଫର୍ମ ଭରନ୍ତୁ ।
ଏହାପରେ ପ୍ରାର୍ଥୀ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।
ଆବେଦନ ଶୁଳ୍କ ଭରିବା ପରେ ଫର୍ମ ସବମିଟ୍ କରନ୍ତୁ ।
ଏହାପରେ ଆବେଦନ ଫର୍ମ ଡାଉନଲୋଡ କରନ୍ତୁ ।
ଶେଷରେ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।