ପୁଣି ଓଡିଶା ଆସୁଛନ୍ତି ମୋଦି ଓ ଶାହ, ୨୮ରେ ଶାହ ଓ ୨୯ରେ ମୋଦି

ରାଜ୍ୟରେ ୩ଟି ନିର୍ବାଚନୀ ସଭା କରିବେ ଶାହା। ଚାନ୍ଦବାଲି, କୋରେଇ ଓ ନିମାପଡାରେ ସଭା କରିବେ। ସେହିପରି ପ୍ରଧାନମନ୍ତ୍ରୀ ୩ଟି ସ୍ଥାନରେ ପ୍ରଚାର କରିବେ। ପ୍ର

ପୁଣି ଓଡିଶା ଆସୁଛନ୍ତି ମୋଦି, ଶାହ। ୨୮ରେ ଅମିତ ଶାହ ଆସୁଛନ୍ତି। ୨୯ରେ ଆସୁଛନ୍ତି ମୋଦି। ରାଜ୍ୟରେ ୩ଟି ନିର୍ବାଚନୀ ସଭା କରିବେ ଶାହା। ଚାନ୍ଦବାଲି, କୋରେଇ ଓ ନିମାପଡାରେ ସଭା କରିବେ। ସେହିପରି ପ୍ରଧାନମନ୍ତ୍ରୀ ୩ଟି ସ୍ଥାନରେ ପ୍ରଚାର କରିବେ। ପ୍ରଥମେ ବାରିପଦା ପରେ ବାଲେଶ୍ବର ଏବଂ କେନ୍ଦ୍ରାପଡ଼ାରେ ମୋଦିଙ୍କ ନିର୍ବାଚନୀ ସଭା। ଅନ୍ୟପଟେ ଆଜି ଓ ୨୮ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏକାଧିକ ସ୍ଥାନରେ କ୍ୟାମ୍ପେନ କରିବେ। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଆଜି ଓ କାଲି ମାରାଥନ ପ୍ରଚାର କରିବେ।

Leave A Reply

Your email address will not be published.