elephant dead

ସୁବର୍ଣ୍ଣପୁର ବିନିକା ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବାପପୁଅ ଗିରଫ, ବାରହା ଶିକାର କରିବାକୁ ବିଦ୍ୟୁତ ତାର ବିଛାଇଥିଲେ

ସୁବର୍ଣ୍ଣପୁର(କେନ୍ୟୁଜ୍): ହାତୀ ମୃତ୍ୟୁ ଘଟଣାରେ ବାପପୁଅ ଗିରଫ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବାପପୁଅ ଗିରଫ। ଉଭୟଙ୍କୁ ଗିରଫ କରିଛି ବିନିକା ବନ…

1 year ago

ଆଖି ବୁଜିଲା ଚିକିତ୍ସାଧୀନ ହାତୀ: କିଛିଦିନ ଧରି ଥିଲା ଅସୁସ୍ଥ

ଭଞ୍ଜନଗର (କେନ୍ୟୁଜ): ଚିକିତ୍ସାଧୀନ ଅବସ୍ଥାରେ ମାଈହାତୀ ମୃତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ଲେଙ୍ଗେଡା ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି।…

1 year ago

ସଙ୍କଟରେ ଗଜରାଜ, ବିଦ୍ୟୁତ ସଂସ୍ପର୍ଶ ଆସି ଦନ୍ତା ହାତୀ ମୃତ !

ଆଠଗଡ଼ (କେନ୍ୟୁଜ): ଖୁଣ୍ଟୁଣୀ ରେଞ୍ଜ୍ ଗୁରୁଡି ଝାଟିଆ ବିଟ୍ ସାଉରିଆ ଜଡ଼ାବାରି ଗହିରରେ ଏକ କୋଡ଼ିଏ ବର୍ଷର ଦନ୍ତା ହାତୀ ମୃତଦେହ ଉଦ୍ଧାର ହୋଇଛି । ପାଖରେ…

1 year ago

ପରିବାର ସହ ବୁଲି ଆସି କୂଅରେ ପଡିଲା ମାଈହାତୀ, ସକାଳକୁ ହେଲା ମୃତ୍ୟୁ

ରାଇରଙ୍ଗପୁର(କେନ୍ୟୁଜ୍): କୂଅରେ ପଡ଼ି ମାଇ ହାତୀର ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ସାରଣ୍ଡା ଜଙ୍ଗଲ ନିକଟ ଦଳେଇଡ଼ିହି ଗ୍ରାମରେ।…

2 years ago

ପୋଲିସର ମହାନତା: ହାତୀ ମାରି ଦେଇଥିବା ଯୁବକକୁ ୩ କିମି କାନ୍ଧରେ ବୋହି ଆଣିଲେ ମହୁଲପଦା IIC

ବଣାଇ(କେନ୍ୟୁଜ୍): ଅନେକଙ୍କ ମନରେ ପୋଲିସକୁ ନେଇ ବିଭିନ୍ନ ନକାରାତ୍ମକ ଭାବନା ଅଛି। କେଉଁଠି ପୋଲିସ ଠିକରେ ଅଭିଯୋଗ ଶୁଣିନୁ ତ କେଉଁଠି ପୋଲିସ ମିଛ କେସରେ କାହାକୁ…

2 years ago

ମୁଣ୍ଡୁଳିରେ କିଭଳି ମଲା ଦନ୍ତା, ତଦନ୍ତ ହେବ ବୋଲି କହିଲେ ପିସିସିଏଫ

କେନ୍ୟୁଜ୍(ବ୍ୟୁରୋ): ମୁଣ୍ଡୁଳିରେ ହାତୀ ମୃତ୍ୟୁର ତଦନ୍ତ ହେବ । କେଉଁ ପରିସ୍ଥିତିରେ ହାତୀଟିର ଜୀବନ ଗଲା ତାର ତଦନ୍ତ ହେବ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌…

3 years ago

ଆଠଗଡ଼ ଖୁଣ୍ଟୁଣି ରେଞ୍ଜ ରାଣୀ ବଣିଆ ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ

ଆଠଗଡ଼: ପୁଣି ହାତୀର ମୃତଦେହ ଠାବ । ଆଠଗଡ଼ ଖୁଣ୍ଟୁଣି ରେଞ୍ଜ ରାଣୀ ବଣିଆ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି ।…

3 years ago

କଳାହାଣ୍ଡି:କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡକ, ଆଜି ପୁଣି ଏକ ଛୁଆ ହାତୀର ଗଳିତ ମୃତଦେହ ହେଲା ଉଦ୍ଧାର

କଳାହାଣ୍ଡି(କେନ୍ୟୁଜ୍):  କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡକ । ପୁଣି ଏକ ଛୁଆ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ହାତୀ ମୃତ୍ୟୁ…

3 years ago

ହାତୀ ମଡ଼କ ପାଲଟିଛି କର୍ଲାପାଟ ଅଭୟାରଣ୍ୟ: ଆଜି ପୁଣି ଗୋଟିଏ ମାଈ ହାତୀ ମୃତ, ୧୪ ଦିନରେ ଗଲାଣି ୬ ହାତୀଙ୍କ ଜୀବନ

କଳାହାଣ୍ଡି(କେନ୍ୟୁଜ୍): ବଢ଼ିଲା ଗଜରାଜ ଚିନ୍ତା। କଳାହାଣ୍ଡିରେ ୧୪ ଦିନରେ ଗଲାଣି ୬ ହାତୀଙ୍କ ଜୀବନ। ସେଫ୍ଟି ‌ ସେମିଆରୁ ଯାଉଛି ହାତୀଙ୍କ ପ୍ରାଣ। ଭୁବନେଶ୍ୱର ଲ୍ୟାବକୁ ପଠାଯାଇଥିବା…

3 years ago

କଳାହାଣ୍ଡିରେ ସାଂଘାତିକ ହେଲାଣି ହାତୀ ମୃତ୍ୟୁ: ଗତକାଲି ଘୁଷୁରୀଗୁଡ଼ିରେ ପୁଣି ଏକ ୪୫ ବର୍ଷୀୟ ହାତୀ ମୃତ, ସଂଖ୍ୟା ପହଞ୍ଚିଲା ୧୨ରେ

କଳାହାଣ୍ଡି(କେନ୍ୟୁଜ୍):  କଳାହାଣ୍ଡି ଜିଲ୍ଲାରେ ବଢୁଛି ହାତୀ ମୃତ୍ୟୁ । କର୍ଲାପାଟ ରିଜର୍ଭ ଫରେଷ୍ଟରେ ୧୨ଦିନରେ ପାଞ୍ଚଟି ହାତୀ ମୃତ୍ୟୁବରଣ କଲେଣି । ଗତକାଲି ଘୁଷୁରୀଗୁଡ଼ି ନିକଟରେ ଗୋଟିଏ…

3 years ago

କଣିହା ରେଞ୍ଜ ବାଲିପସି ଜଙ୍ଗଲରେ ୫ ବର୍ଷୀୟ ଅଣ୍ଡିରା ହାତୀର ମୃତ୍ୟୁ, ବ୍ୟବଚ୍ଛେଦ ପରେ ହାତୀକୁ ପୋତିଦେଲା ବନବିଭାଗ

ତାଳଚେର(କେନ୍ୟୁଜ): ତାଳଚେରରେ ଅଣ୍ଡିରା ହାତୀର ମୃତ୍ୟୁ। କଣିହା ରେଞ୍ଜ ବାଲିପସି ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି। ହାତୀର ବୟସ ପ୍ରାୟ ୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି।…

4 years ago

ଯାଜପୁରରୁ ଚନ୍ଦକା ଡମପଡା ଅଭୟାରଣ୍ୟକୁ ଅଣାଯାଇଥିବା ଦନ୍ତାହାତୀର ମୃତ୍ୟୁ, ଲୁହା କଡା ଦ୍ବାରା ଗୋଡ ଖଣ୍ଡିଆ ହୋଇ ସଂକ୍ରମଣ ହୋଇଥିଲା

କେନ୍ୟୁଜ୍(ବ୍ୟୁରୋ): ଚନ୍ଦକା ଡମପଡା ଅଭୟାରଣ୍ୟକୁ ଯାଜପୁରରୁ ଅଣାଯାଇଥିବା ଦନ୍ତାହାତୀର ମୃତ୍ୟୁ ହୋଇଛି। ଗତ ଜାନୁଆରୀ ୨୯ ତାରିଖରେ ହାତୀଟିକୁ ଅଭ୍ୟାରଣ୍ୟକୁ ଅଣାଯାଇଥିଲା। ହାତୀଟିର ହ୍ରିଂସ ଆଚରଣ ପାଇଁ…

4 years ago