ସୁବର୍ଣ୍ଣପୁର ବିନିକା ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବାପପୁଅ ଗିରଫ, ବାରହା ଶିକାର କରିବାକୁ ବିଦ୍ୟୁତ ତାର ବିଛାଇଥିଲେ
ସୁବର୍ଣ୍ଣପୁର(କେନ୍ୟୁଜ୍): ହାତୀ ମୃତ୍ୟୁ ଘଟଣାରେ ବାପପୁଅ ଗିରଫ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ବାପପୁଅ ଗିରଫ। ଉଭୟଙ୍କୁ ଗିରଫ କରିଛି ବିନିକା ବନ ବିଭାଗ। ଗତକାଲି ବିନିକା ରେଞ୍ଜ କୌଡ଼ିଆ ମୁଣ୍ଡା ସଂରକ୍ଷିତ ଜଙ୍ଗଲ ମହଦା ଠାରେ ବାରହା ଶିକାର କରିବାକୁ ବିଦ୍ୟୁତ…