Below header
Browsing Tag

elephant dead

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ, ଦାନ୍ତ ଲୁଟ ପାଇଁ ଶିକାରୀ ବିଛାଇ ଥିଲେ ଏଭଳି ଜାଲ

ସମ୍ବଲପୁର: ସଙ୍କଟରେ ଗଜରାଜ। ବିଦ୍ୟୁତ୍‌ ତାର ଲାଗି ଦନ୍ତା ମୃତ । ସମ୍ବଲପୁରରେ ସଦର ରେଞ୍ଜ ଯୁଜୁମରା ଥାନା ଇଚ୍ଛାପାଲ୍ଲୀ ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଟିର ମତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ହାତୀ ଦାନ୍ତ ଚୋରୀ କରୁଥିବା ଲୁଟେରାମାନେ…

ଢେଙ୍କାନାଳ: ପୁଣି ସଙ୍କଟରେ ଗଜରାଜ, ଟ୍ରକ୍‌ ଧକ୍କାରେ ଚାଲିଗଲା ହାତୀର ଜୀବନ

କେନ୍ୟୁଜ୍(ବ୍ୟୁରୋ): ପୁଣି ସଙ୍କଟରେ ଗଜରାଜ । ଟ୍ରକ୍‌ ଧକ୍କାରେ ହାତୀର ଗଲା ଜୀବନ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଜୀବନଖୋଲ ନିକଟରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ହାତୀ ପଲ ରାସ୍ତା ପାର ହେଉଥିବା ସମୟରେ ଟ୍ରକଟି ଧକ୍କା ଦେଇଥିବା ସନ୍ଦେହ କରାଯାଉଛି । ଆଜି ଭୋର ସମୟରେ ଦୁର୍ଘଟଣା…

ଢେଙ୍କାନାଳ: ମହାବିରୋଡ ରେଞ୍ଜ ଡିହୋଡଳ ଫରେଷ୍ଟ ଅନ୍ତର୍ଗତ ଅଁଳାକଟା ଗାଁ ଜଙ୍ଗଲ ନିକଟରୁ ମାଈ ହାତୀର ମୃତଦେହ ଠାବ

ଢେଙ୍କାନାଳ: ମାଈ ହାତୀର ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଡିହୋଡଳ ଫରେଷ୍ଟ ଅନ୍ତର୍ଗତ ଅଁଳାକଟା ଗାଁ ଜଙ୍ଗଲ ନିକଟରୁ ଏକ ମାଇହାତୀର ମୃତଦେହ ଠାବ ହୋଇଛି । ସକାଳୁ ଗାଁର କିଛି ଚାଷୀ ଧାନ ଫସଲ ଦେଖିବାକୁ ଯାଇଥିବା ବେଳେ ଜଙ୍ଗଲ ନିକଟରେ ଏକ ଧାନ ବିଲରେ ହାତୀ ମରିପଡିଥିବାର…

ବାଙ୍କୀ: ବାଆଁରାରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ, ହର୍ପିସ୍‌ ଭୂତାଣୁ ଦ୍ୱାରା ହୋଇଥିଲା ଆକ୍ରାନ୍ତ

ବାଙ୍କୀ(କେନ୍ୟୁଜ୍): ବାଆଁରାରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ । ୱାଇଲ୍‌ଡ ଲାଇଫ୍‌ ପିସିଏଫ୍‌ ଓ ପଶୁ ବିଶେଷଜ୍ଞ ଚିକିତ୍ସା ସତ୍ତ୍ୱେ ହାତୀଟିର ମୃତ୍ୟୁ ହୋଇଛି । ହାତୀଟି ହର୍ପିସ୍‌ ଭୂତାଣୁ ଦ୍ୱାରା ଆକ୍ରାନ୍ତ ଥିଲା । ଗତ ୨୫ ତାରିଖ ରାତିରେ ଚନ୍ଦକା ଅଭୟାରଣ୍ୟରୁ ଖାଦ୍ୟ ଅନେ୍ଵଷଣରେ ଆସିଥିବା…

ମୟୂରଭଞ୍ଜ: ପୁଙ୍ଗିଚୁଆ ଜଙ୍ଗଲରୁ ମାଈହାତୀର ମୃତଦେହ ଠାବ

ମୟୂରଭଞ୍ଜ(କେନ୍ୟୁଜ୍): ମୟୂରଭଞ୍ଜ କପ୍ତିପଦା ରେଞ୍ଜ ପୁଙ୍ଗିଚୁଆ ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଠାବ ହୋଇଛି । ଗତକାଲି କିଛି ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ମୃତ ଅବସ୍ଥା ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ କପ୍ତିପଦା ବନବିଭାଗ ଖବର ପାଇ ହାତୀ ମୃତଦେହ ଠାବ କରିବା ସହ…

ଘଟଗାଁ ଅନସବାହାଳି ଜଙ୍ଗଲରେ ମାଈ ହାତୀର ସନ୍ଦେହ ଜନକ ମୃତ୍ୟୁ

ଘଟଗାଁ(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ଡା ପଞ୍ଚାୟତ ଅସନବାହାଳି ଗ୍ରାମ ଜଙ୍ଗଲର ଏକ ନାଳ ନିକଟରେ ୧୫ ରୁ ୧୬ ବର୍ଷ ବୟସରେ ଏକ ମାଈ ହାତୀର ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ତେବେ ଖବର ପାଇବା ପରେ ଘଟଗାଁ ରେଞ୍ଜର ଅଶୋକ କୁମାର ନାୟକ ବନ କର୍ମଚାରୀ…

ମୟୂରଭଞ୍ଜ : ପୁଣି ବିଜୁଳି ନେଲା ହାତୀର ଜୀବନ

ମୟୁରଭଞ୍ଜ(କେନ୍ଯୁଜ୍) : ପୁଣି ବିଜୁଳି ନେଲା ହାତୀର ଜୀବନ । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୟୂରଭଞ୍ଜର ଦେଉଳି ପେଞ୍ଚ ପନପୋଷିରେ ଏକ ହାତୀର ମୃତ୍ୟୁ ଘଟିଛି । ମୃତ ହାତୀର ୧୫ରୁ ୧୬ ବର୍ଷ ବୟସ ହେବ । ପାନପୋଷି ଗାଁ ନିକଟକୁ ଫସଲ ଖାଇବାକୁ ହାତୀ ଆସିଥିବା ବେଳେ ଏହି ଅଘଟଣ ଘଟିଛି ।…