Below header

ମୟୂରଭଞ୍ଜ: ପୁଙ୍ଗିଚୁଆ ଜଙ୍ଗଲରୁ ମାଈହାତୀର ମୃତଦେହ ଠାବ

ମୟୂରଭଞ୍ଜ(କେନ୍ୟୁଜ୍): ମୟୂରଭଞ୍ଜ କପ୍ତିପଦା ରେଞ୍ଜ ପୁଙ୍ଗିଚୁଆ ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଠାବ ହୋଇଛି । ଗତକାଲି କିଛି ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ମୃତ ଅବସ୍ଥା ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ କପ୍ତିପଦା ବନବିଭାଗ ଖବର ପାଇ ହାତୀ ମୃତଦେହ ଠାବ କରିବା ସହ ବ୍ୟବଚ୍ଛେଦ କରାଯାଇଛି । ତେବେ କେଉଁ କାରଣରୁ ହାତୀର ମୃତ୍ୟୁ ହେଲା ତାହା ଜଣାପଡ଼ି ନଥିବା ବେଳେ ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.