Below header

ସଙ୍କଟରେ ଗଜରାଜ, ବିଦ୍ୟୁତ ସଂସ୍ପର୍ଶ ଆସି ଦନ୍ତା ହାତୀ ମୃତ !

ଆଠଗଡ଼ (କେନ୍ୟୁଜ): ଖୁଣ୍ଟୁଣୀ ରେଞ୍ଜ୍ ଗୁରୁଡି ଝାଟିଆ ବିଟ୍ ସାଉରିଆ ଜଡ଼ାବାରି ଗହିରରେ ଏକ କୋଡ଼ିଏ ବର୍ଷର ଦନ୍ତା ହାତୀ ମୃତଦେହ ଉଦ୍ଧାର ହୋଇଛି । ପାଖରେ ଥିବା ଆଖୁ କିଆରିକୁ ଆଖୁ ଖାଇବା ପାଇଁ ଆସିଥିବା ବେଳେ ଆଗରୁ ଆଖୁ କିଆରିରେ ବିଦ୍ୟୁତ ସଂଯୋଗ ରହିଥିବା ଯୋଗୁ ହାତୀର ମୃତ ହେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଖୁଣ୍ଟୁଣୀ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.