Below header
Browsing Tag

current

ସଙ୍କଟରେ ଗଜରାଜ, ବିଦ୍ୟୁତ ସଂସ୍ପର୍ଶ ଆସି ଦନ୍ତା ହାତୀ ମୃତ !

ଆଠଗଡ଼ (କେନ୍ୟୁଜ): ଖୁଣ୍ଟୁଣୀ ରେଞ୍ଜ୍ ଗୁରୁଡି ଝାଟିଆ ବିଟ୍ ସାଉରିଆ ଜଡ଼ାବାରି ଗହିରରେ ଏକ କୋଡ଼ିଏ ବର୍ଷର ଦନ୍ତା ହାତୀ ମୃତଦେହ ଉଦ୍ଧାର ହୋଇଛି । ପାଖରେ ଥିବା ଆଖୁ କିଆରିକୁ ଆଖୁ ଖାଇବା ପାଇଁ ଆସିଥିବା ବେଳେ ଆଗରୁ ଆଖୁ କିଆରିରେ ବିଦ୍ୟୁତ ସଂଯୋଗ ରହିଥିବା ଯୋଗୁ ହାତୀର ମୃତ ହେଇଥିବା…

ପୋଖରୀ ଭିତରେ କରେଣ୍ଟ : ୧୦ ଆହତ

ଗଞ୍ଜାମ (କେନ୍ୟୁଜ୍) : ପୋଖରୀ ଭିତରେ କରେଣ୍ଟ। ଗାଧୋଉଥିବାବେଳେ ବିଦ୍ୟୁତ ଆଘାତରେ ୧୦ଜଣ ଆହତ। ପୋଖରୀ ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ପାଣି ଭିତରେ ଛିଣ୍ଡିପଡିବାରୁ ଏହି ଅଘଟଣ ଘଟିଛି। ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଗୁଡିଆଳି ଗାଁର କିଛି ଲୋକ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ…