fire break out

ଭୁବନେଶ୍ବରର ଗଙ୍ଗନଗରରେ ଅଘଟଣ: ଚୁଲାରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ, ୨ ଗୁରୁତର

ଭୁବନେଶ୍ବର: ଗଙ୍ଗନଗରରେ ଅଗ୍ନିକାଣ୍ଡ। ଚୁଲାରୁ ଗ୍ୟାସ୍ ଲିକ୍ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା ଶୁଣିବାକୁ ମିଳିଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ…

3 years ago

OTPCL କ୍ୟାମ୍ପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ଜେସିବି ମେସିନ୍

କାମାକ୍ଷାନଗର: ଜଳିଗଲା ୬ ଜେସିବି। OTPCL କ୍ୟାମ୍ପରେ ଭୟାବହ  ଅଗ୍ନିକାଣ୍ଡ। ଜଳିଗଲା ୬ ଜେସିବି ମେସିନ୍। ତୁମୁସିଂଗା ଥାନା ଅଁଳାବେରେଣି ସ୍ଥିତ OTPCL କ୍ୟାମ୍ପରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର…

3 years ago

କେନ୍ଦୁଝର ନୂଆଗାଁ ଚତୁରୀ ସାହିରେ ଧାନ ଖଳାରେ ଅଗ୍ନିକାଣ୍ଡ, ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ଧାନ ବିଡା ସହ ଅନେକ ମେସିନ ଜଳି ନଷ୍ଟ

କେନ୍ଦୁଝର : କେନ୍ଦୁଝର ପାଟଣା ବ୍ଲକ ନୂଆଗାଁ ଚତୁରୀ ସାହିରେ ଧାନ ଖଳାରେ ଅଗ୍ନିକାଣ୍ଡ । ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ଧାନ ବିଡା ସହ ଅନେକ…

4 years ago

ରାଇରଙ୍ଗପୁର ମୁଖ୍ୟ ବଜାରରେ ଥିବା ପ୍ରେଣ୍ଟସ୍‌ କର୍ଣ୍ଣର ମାର୍କେଟ କମ୍ଲେକସରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡି ଛାରଖାର ହୋଇଗଲା ୫ ଦୋକାନ

 ରାଇରଙ୍ଗପୁର: ଭୟାବହ ଅଗ୍ନିକାଣ୍ଡ। ଜଳିପୋଡି ଛାରଖାର ହୋଇଗଲା ୫ ଦୋକାନ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୁଖ୍ୟ ବଜାରରେ ଥିବା ପ୍ରେଣ୍ଟସ୍‌ କର୍ଣ୍ଣର ମାର୍କେଟ କମ୍ଲେକସରେ ନିଆଁ ଲାଗିଛି।…

4 years ago

ତେଲେଙ୍ଗାନା ପାୱାର ଷ୍ଟେସନରେ ଲାଗିଲା ଭୟଙ୍କର ନିଆଁ , ୯ କର୍ମଚାରୀ ମୃତ

ତେଲେଙ୍ଗାନା: ତେଲେଙ୍ଗାନାର ଶ୍ରୀଶୈଳ ସ୍ଥିତ ଟିଏସ ଜେଙ୍କ ପାୱାର ଷ୍ଟେସନ ପ୍ଲାଣ୍ଟରେ ନିଆଁ ଲାଗିବା କାରଣରୁ ସେଠାରେ ଫସି ରହିଥିବା ୯ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି…

4 years ago

ଚାନ୍ଦବାଲି: ଫ୍ଯାସନ ଗାରମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କପଡା ନଷ୍ଟ

ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ-ଚାନ୍ଦବାଲି ରାଜ୍ଯ ରାଜପଥର ମତୋ ଅଲଇଣ୍ଡିଆ ଛକରେ ଥିବା ଭାଗ୍ଯଲକ୍ଷ୍ମୀ ଫ୍ଯାସନ ଗାରମେଣ୍ଟ ସୋରୁମ୍ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପଡା ନଷ୍ଟ। ସୂଚନା…

4 years ago

ଅଗ୍ନିକାଣ୍ଡ ଘଟି ୪ ରୁ ଊର୍ଦ୍ଧ୍ବ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ, କାରଣ ଅସ୍ପଷ୍ଟ

ନରସିଂହପୁର(କେନ୍ଯୁଜ୍): ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଲରା ଗ୍ରାମପଞ୍ଚାୟତ ଜେନାସାହି ଗ୍ରାମରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୪ ରୁ ଊର୍ଦ୍ଧ୍ବ ବଖରା…

4 years ago

ସର୍ଟ ସର୍କିଟରୁ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର କତା ସହ ଆସବାବପତ୍ର ନଷ୍ଟ

ପୁରୀ(କେନ୍ଯୁଜ୍): ପୁରୀ ଜିଲ୍ଲା ପିପିଲି ବ୍ଲକ ସାତଶଙ୍ଖ ଠାରେ ଥିବା କଳିଙ୍ଗ କତା କମ୍ପାନୀରେ ବିଳମ୍ବିତ ରାତ୍ରୀରେ ଭୟାବୟ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କତା ସହ ଆସବାବ…

4 years ago

ଚାନ୍ଦବାଲି ସିନେମା ବଜାର ନିକଟରେ ଗ୍ୟାସ୍ ଲିକ୍ ହୋଇ ଭୟାବହ ଅଗ୍ନିକାଣ୍ଡ, ୮ଟି ପରିବାରର ୧୦ବଖରା ଘର ପୋଡି ପାଉଁଶ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ସିନେମା ବଜାର ନିକଟରେ ଅଗ୍ନିକାଣ୍ଡରେ ୮ଟି ପରିବାରର ୧୦ବଖରା ଘର ପୋଡିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ।…

4 years ago

ଭଦ୍ରକ ନୂଆଶାସନ ଗାଁ ଓ ଜାନୁଗଞ୍ଜଠାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ଟି ପରିବାରର ୨୦ ବଖରା ଘର

ଭଦ୍ରକ: କରୋନା ଭଳି ମହାମାରୀ ପରିସ୍ଥିତି ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି । ଏହା ଭିତରେ ପେଟକୁ ଦୁଇ ମୁଠା ଦାନା ପାଇଁ ସଂଘର୍ଷ କରୁଛି ମଣିଷ ।…

4 years ago

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ରୋଗୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ୪୦ ରୋଗୀ । ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା…

4 years ago

କଟକ ନିଆଳିରେ ଥିବା ହାଟଚାଳିରେ ଭୟାବହ ଅଗ୍ନିକାଣ୍ଡ, କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବା ଫଳରେ ୬୦ରୁ ଅଧିକ ଚାଳ ଛପର ଘର ପୋଡି ପାଉଁଶ

ନିଆଳି: ଦୁର୍ବୃତ୍ତ ପୋଡିଦେଲେ ହାଟଚାଳି। କଟକ ଜିଲ୍ଲା ନିଆଳିରେ ଥିବା ହାଟଚାଳିରେ ଶତଧିକ ବ୍ୟବସାୟୀ ତାଙ୍କର ବେପାର ବଣିଜ କରିଥାନ୍ତି। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ…

4 years ago