Below header
Browsing Tag

fire break out

ରାଇରଙ୍ଗପୁର ମୁଖ୍ୟ ବଜାରରେ ଥିବା ପ୍ରେଣ୍ଟସ୍‌ କର୍ଣ୍ଣର ମାର୍କେଟ କମ୍ଲେକସରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡି ଛାରଖାର…

 ରାଇରଙ୍ଗପୁର: ଭୟାବହ ଅଗ୍ନିକାଣ୍ଡ। ଜଳିପୋଡି ଛାରଖାର ହୋଇଗଲା ୫ ଦୋକାନ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୁଖ୍ୟ ବଜାରରେ ଥିବା ପ୍ରେଣ୍ଟସ୍‌ କର୍ଣ୍ଣର ମାର୍କେଟ କମ୍ଲେକସରେ ନିଆଁ ଲାଗିଛି। କମ୍ଲେକ୍ସରେ ଥିବା ୫ଟି ଯାକ ବଡ ଦୋକାନରେ ନିଆଁ ଲାଗିଛି। ଫଳରେ ଦୋକାନରେ ଥିବା ଜିନିଷପତ୍ର ସବୁ…

ତେଲେଙ୍ଗାନା ପାୱାର ଷ୍ଟେସନରେ ଲାଗିଲା ଭୟଙ୍କର ନିଆଁ , ୯ କର୍ମଚାରୀ ମୃତ

ତେଲେଙ୍ଗାନା: ତେଲେଙ୍ଗାନାର ଶ୍ରୀଶୈଳ ସ୍ଥିତ ଟିଏସ ଜେଙ୍କ ପାୱାର ଷ୍ଟେସନ ପ୍ଲାଣ୍ଟରେ ନିଆଁ ଲାଗିବା କାରଣରୁ ସେଠାରେ ଫସି ରହିଥିବା ୯ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଉଦ୍ଧାରକାରୀ ଦଳଙ୍କୁ ମୃତ କର୍ମଚାରୀ ମାନଙ୍କ ଶବ ମିଳିଛି । ଯେବେକି ଏହି ଦଳ ୧୦ ଜଣ କର୍ମଚାରୀଙ୍କ ଜୀବନ ବଞ୍ଚାଇବାରେ…

ଚାନ୍ଦବାଲି: ଫ୍ଯାସନ ଗାରମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କପଡା ନଷ୍ଟ

ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ-ଚାନ୍ଦବାଲି ରାଜ୍ଯ ରାଜପଥର ମତୋ ଅଲଇଣ୍ଡିଆ ଛକରେ ଥିବା ଭାଗ୍ଯଲକ୍ଷ୍ମୀ ଫ୍ଯାସନ ଗାରମେଣ୍ଟ ସୋରୁମ୍ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପଡା ନଷ୍ଟ। ସୂଚନା ମୁତାବକ ବିଦ୍ଯୁତ୍ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏନେଇ ଘଟଣାସ୍ଥଳରେ ନିଆଁ…

ଅଗ୍ନିକାଣ୍ଡ ଘଟି ୪ ରୁ ଊର୍ଦ୍ଧ୍ବ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ, କାରଣ ଅସ୍ପଷ୍ଟ

ନରସିଂହପୁର(କେନ୍ଯୁଜ୍): ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଲରା ଗ୍ରାମପଞ୍ଚାୟତ ଜେନାସାହି ଗ୍ରାମରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୪ ରୁ ଊର୍ଦ୍ଧ୍ବ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହେବା ସହ ପୋଡି ପାଉଁଶ ହୋଇଯାଇଛି | ସୂଚନା ମୁତାବକ…

ସର୍ଟ ସର୍କିଟରୁ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର କତା ସହ ଆସବାବପତ୍ର ନଷ୍ଟ

ପୁରୀ(କେନ୍ଯୁଜ୍): ପୁରୀ ଜିଲ୍ଲା ପିପିଲି ବ୍ଲକ ସାତଶଙ୍ଖ ଠାରେ ଥିବା କଳିଙ୍ଗ କତା କମ୍ପାନୀରେ ବିଳମ୍ବିତ ରାତ୍ରୀରେ ଭୟାବୟ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କତା ସହ ଆସବାବ ପତ୍ର ନଷ୍ଟ ହୋଇଥିବା ଜଣା ପଡିଛି। ଅଗ୍ନିକାଣ୍ଡର ଖବର ପାଇ ପିପିଲି ସତ୍ଯବାଦୀ ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ…

ଚାନ୍ଦବାଲି ସିନେମା ବଜାର ନିକଟରେ ଗ୍ୟାସ୍ ଲିକ୍ ହୋଇ ଭୟାବହ ଅଗ୍ନିକାଣ୍ଡ, ୮ଟି ପରିବାରର ୧୦ବଖରା ଘର ପୋଡି ପାଉଁଶ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ସିନେମା ବଜାର ନିକଟରେ ଅଗ୍ନିକାଣ୍ଡରେ ୮ଟି ପରିବାରର ୧୦ବଖରା ଘର ପୋଡିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ। ସୂଚନା ଅନୁସାରେ, ଗୀତରାଣୀ ନାମକ ଜଣେ ମହିଳା ମଧ୍ୟାନ୍ନରେ ଗ୍ୟାସରେ ରୋଷେଇ କରୁଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ହଠାତ ନିଆଁ…

ଭଦ୍ରକ ନୂଆଶାସନ ଗାଁ ଓ ଜାନୁଗଞ୍ଜଠାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ଟି ପରିବାରର ୨୦ ବଖରା ଘର

ଭଦ୍ରକ: କରୋନା ଭଳି ମହାମାରୀ ପରିସ୍ଥିତି ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି । ଏହା ଭିତରେ ପେଟକୁ ଦୁଇ ମୁଠା ଦାନା ପାଇଁ ସଂଘର୍ଷ କରୁଛି ମଣିଷ । ହୁ ହୁ ଖରାରେ ବି ଦି ପଇସା ରୋଜଗାର ପାଇଁ ଘରୁ ପାଦ କାଢିବାକୁ ବାଧ୍ୟ ହେବାକୁ ପଡୁଛି । ଏହା ଭିତରେ ଯଦି କୌଣସି ଅଘଟଣ ଘଟିବ ତେବେ ଭାଗ୍ଯକୁ…

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ରୋଗୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ୪୦ ରୋଗୀ । ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା । ଚିକିତ୍ସାଳୟର ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ସମୟରେ ଭୟବିତ ହୋଇ ମାଆମାନେ ଜନ୍ମିତ…

କଟକ ନିଆଳିରେ ଥିବା ହାଟଚାଳିରେ ଭୟାବହ ଅଗ୍ନିକାଣ୍ଡ, କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବା ଫଳରେ ୬୦ରୁ ଅଧିକ ଚାଳ ଛପର ଘର…

ନିଆଳି: ଦୁର୍ବୃତ୍ତ ପୋଡିଦେଲେ ହାଟଚାଳି। କଟକ ଜିଲ୍ଲା ନିଆଳିରେ ଥିବା ହାଟଚାଳିରେ ଶତଧିକ ବ୍ୟବସାୟୀ ତାଙ୍କର ବେପାର ବଣିଜ କରିଥାନ୍ତି। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବା ଫଳରେ ୬୦ରୁ ଅଧିକ ଚାଳ ଛପର ଘର ପୋଡି ପାଉଁଶ ହୋଇଯାଇଛି। ଫଳରେ ବହୁ ବ୍ୟବସାୟୀ ନିଜର ଜୀବିକା…

ଜୟପୁର ବୋରିଗୁମ୍ମାରେ ଦୁଇଟି ଗାଡି ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଜଳିଗଲା ଟ୍ରକ ଓ ବାଇକ୍

ଜୟପୁର : ଦୁର୍ଘଟଣାରେ ଜଳିଗଲା ଟ୍ରକ ଓ ବାଇକ । ଜୟପୁର ବୋରିଗୁମ୍ମାରେ ଦୁଇ ଗାଡି ମୁହାଁମୁହିଁ ଧକ୍କା । କୋରାପୁଟ ଦୁର୍ଘଟଣାରେ ଟ୍ରକଟି ସମ୍ପୁର୍ଣ୍ଣ ଜଳି ଯାଇଛି । ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଦମକଳ ବିଭାଗ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ…

ପିପିଲି ମଙ୍ଗଳପୁର ଠାରେ ଥିବା କେଏସଏସ କମ୍ପାନୀରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ପିପିଲି: କେଏସଏସ କମ୍ପାନୀରେ ଅଗ୍ନିକାଣ୍ଡ। ପିପିଲି ମଙ୍ଗଳପୁର ଠାରେ ଥିବା ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏଥିରେ ଶହ ଶହ ସଂଖ୍ୟାରେ ଗାଡି ଏବଂ ଯନ୍ତ୍ରାଂଶ ଥିଲା। ତେବେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ…

ମୁମ୍ବାଇର ଯୋଗେଶ୍ୱରୀ ଅଞ୍ଚଳର ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଆୟତ୍ତ କରିବା ପାଇଁ ୭ଟି ଅଗ୍ନିଶମ ଗାଡି ନିୟୋଜିତ

ମୁମ୍ବାଇ: ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ। ଯୋଗେଶ୍ୱରୀ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏକ ଗୋଦାମରେ ବିଳମ୍ବିତ ରାତିରୁ ଲାଗିଛି ନିଆଁ। ନିଆଁକୁ ଆୟତ୍ତ କରିବା ପାଇଁ ୭ଟି ଅଗ୍ନିଶମ ବିଭାଗର ଗାଡି ନିୟୋଜିତ ଅଛନ୍ତି। ତେବେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ନିଆଁ ଲାଗିବାର କାରଣ…