ଜୟପୁର ବୋରିଗୁମ୍ମାରେ ଦୁଇଟି ଗାଡି ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଜଳିଗଲା ଟ୍ରକ ଓ ବାଇକ୍

ଜୟପୁର : ଦୁର୍ଘଟଣାରେ ଜଳିଗଲା ଟ୍ରକ ଓ ବାଇକ । ଜୟପୁର ବୋରିଗୁମ୍ମାରେ ଦୁଇ ଗାଡି ମୁହାଁମୁହିଁ ଧକ୍କା । କୋରାପୁଟ ଦୁର୍ଘଟଣାରେ ଟ୍ରକଟି ସମ୍ପୁର୍ଣ୍ଣ ଜଳି ଯାଇଛି । ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଦମକଳ ବିଭାଗ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.