Browsing Tag

truck catches fire

ମୋଟର ସାଇକେଲକୁ ଧକ୍କା ଦେଇ ଜଳିଲା ଟ୍ରକ, ବାଇକ

ଭଦ୍ରକ : ମୋଟର ସାଇକେଲକୁ ଧକ୍କା ଦେଇ ଘୋଷାରି ନେଲା ଟ୍ରକ  । ପରେ ଟ୍ରକ ଏବଂ ମୋଟର ସାଇକେଲ ରାସ୍ତାରେ ଜଳିଲା ।  ଭଦ୍ରକ -ଆନନ୍ଦପୁର ରାଜ୍ୟ ରାଜପଥର ଗଣିଜାଙ୍ଗ ନିକଟରେ ଘଟିଛି ଘଟଣା । ରାସ୍ତାରେ ହୁତୁ ହୁତୁ ହୋଇ ଜଳୁଛି ଟ୍ରକ ଏବଂ ବାଇକ । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ…

ଦୁର୍ଘଟଣା ପରେ ହୁ ହୁ ହୋଇ ଜଳିଗଲା ଟ୍ରକ୍‌ ଓ ବାଇକ୍‌

ଅନୁଗୋଳ(କେନ୍ୟୁଜ):ଦୁର୍ଘଟଣା ପରେ ଟ୍ରକ୍‌ରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା ଟ୍ରକ୍‌ ଓ ବାଇକ୍‌ । ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଜୁରାଗାଡ଼ିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକଟି ବଅଁରପାଳ…

ଚଳନ୍ତା ୧୦ ଚକିଆ ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲ୍ପର

କରଞ୍ଜିଆ(କେନ୍ୟୁଜ୍): ଚଳନ୍ତା ଟ୍ରକରେ ନିଆଁ । ଚଳନ୍ତା ୧୦ ଚକିଆ ଟ୍ରକରେ ଲାଗିଲା ନିଆଁ । କାଠ କରଞ୍ଜିଆ ନିକଟରେ ଘଟିଛି ଘଟଣା । ପଶ୍ଚିମବଙ୍ଗ ରୁ କେନ୍ଦୁଝର ଅଭିମୁଖେ ଆସୁଥିବା ସମୟରେ ହଠାତ ଗାଡ଼ିରେ ନିଆଁ ଲାଗିଥିଲା । ନିଆଁ ଲାଗିବା ଦେଖି ଗାଡ଼ିରୁ ଉଭୟ ଡ଼୍ରାଇଭର ଏବଂ ହେଲ୍ପର ଡେଇଁ ପଡ଼ିବାରୁ…

ହୁତୁ ହୁତୁ ହୋଇ ଜଳିଗଲା ତେଲ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଭଦ୍ରକ (କେନ୍ୟୁଜ): ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର। ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟ, ତେଲ ବୋଝେଇ ଟ୍ରକଟି ଭୁବନେଶ୍ୱରରୁ ଭଦ୍ରକ ଯାଉଥିବାବେଳେ ଆଉ ଏକ ଟ୍ରକକୁ ପଛରୁ ଧକ୍କା…

ଟ୍ରକ୍ ଭିତରେ ଗ୍ୟାସରେ ରୋଷେଇ କରୁଥିବାବେଳେ ଜଳିଗଲା ଗାଡ଼ି

ଆଠଗଡ଼(କେନ୍ୟୁଜ୍): ମହଙ୍ଗା ପଡିଲା ସାମାନ୍ଯ ଅସାବଧନତା। ରୋଷେଇ ବେଳେ ଜଳିଗଲା ଟ୍ରକ୍।  ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଆଠଗଡ଼ ଖୁଣ୍ଟୁଣୀ ଅଞ୍ଚଳରେ। ସୂଚନା ମୁତାବକ, ଖୁଣ୍ଟୁଣୀ ଥାନା ଗ୍ୟାରେଜ ପାଖରେ ଟ୍ରକ୍ ଭିତରେ ଗ୍ୟାସରେ ରୋଷେଇ କରୁଥିବାବେଳେ ହଠାତ୍ ଜଳିଗଲା ଟ୍ରକ୍ । ହୁତୁ ହୁତୁ…

ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ହାଇୱା

କୋରାପୁଟ(କେନ୍ଯୁଜ୍): ରାସ୍ତା ଉପରେ ଜଳିଗଲା ହାଇୱା। ହୁତୁ ହୁତୁ ହୋଇ ଜଳିଗଲା ଗାଡି। କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳ କୋଡିଙ୍ଗା ମାଳିର ବକ୍ସାଇଟ୍‌ ବୋଝେଇ ହାଇୱାରେ ନିଆଁ ଲାଗିଯାଇଥିଲା। କାକିରଗୁମ୍ମା ରେଲୱେ ଷ୍ଟେସନରୁ କୋଡିଙ୍ଗା ମାଳି ଖଣିକୁ ଯିବା ସମୟରେ ଗାଡିରେ ନିଆଁ ଲାଗି ପୋଡି ପାଉଁଶ…

କେନ୍ଦୁଝର ରାଜବାଟି ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାଜବାଟି ନିକଟରେ  ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ତେବେ କାରଣ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାଜବାଟି ନିକଟରେ ହଠାତ ଏକ ଟ୍ରକ ହୁତୁ…

ଚବିଶ ଘଣ୍ଟାରେ ଜଳି ଗଲା ଦୁଇ ଦୁଇଟି ଟ୍ରକ୍‌, ତଦନ୍ତ କରୁଛି ପୋଲିସ୍‌

କେନ୍ଦୁଝର (କେନ୍ୟୁଜ୍‌) : ଗତକାଲି ରାତିରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶୁଆକାଟି ନିକଟରେ ହଠାତ ଏକ ୧୦ ଚକିଆ ଟ୍ରକ ହୁତୁ ହୁତୁ ହୋଇ ଜଳିଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ କେନ୍ଦୁଝର ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଗତ ଦୁଇ ଦିନ ଭିତରେ ଏହି…

ବୁର୍ଲା ଗୋଶାଳା ଛକ ନିକଟରେ ମଝି ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ପଲିଥିନ୍‌ ବୋଝେଇ ଟ୍ରକ୍

ସମ୍ବଲପୁର(କେନ୍ଯୁଜ୍): ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ପଲିଥିନ୍‌ ବୋଝେଇ ଟ୍ରକ। ବୁର୍ଲା ଗୋଶାଳା ଛକ ନିକଟରେ ଆଜି ସକାଳ ୭ଟା ସମୟରେ ଏକ ଟ୍ରକରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। ଫଳରେ ଟ୍ରକର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ଜାଳି ଯାଇଛି। ତେବେ ଡ୍ରାଇଭର ଓ ହେଲ୍ପର ଅଳ୍ପକେ…

୩୩କେଭି ବିଦ୍ୟୁତ୍‌ ତାର ସଂଶ୍ପର୍ଶରେ ଆସି ଜଳିଗଲା ହାଇୱା, ଜୀବନ ବିକଳେ ଚଳନ୍ତା ଗାଡିରୁ ଡେଇଁ ପଡିଲେ ଡ୍ରାଇଭର

ସୁନ୍ଦରଗଡ଼: ଜଳିଗଲା ଚଳନ୍ତା ହାଇୱା। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ସୁନ୍ଦରଗଡ଼ କୁତ୍ରା ଥାନା ଅନ୍ତର୍ଗତ ସିମେଣ୍ଟ କାରଖାନା ପରିସରରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳ ପ୍ରାୟ ୯ଟା ୩୦ରେ ଏକ ହାଇୱା ଯାଉଥିବାେଳେ ୩୩କେଭି ବିଦ୍ୟୁତ୍‌ ତାର ସଂଶ୍ପର୍ଶରେ ଆସି ନିଆଁ ଲାଗିଯାଇଥିଲା। ଗାଡିରେ…

ବଲାଙ୍ଗିର: ବିଚ୍‌ ରାସ୍ତାରେ ହୁ ହୁ ହୋଇ ଜଳିଗଲା ମାଲ୍‌ ବୋଝେଇ ଟ୍ରକ୍‌, କାରଣ ଅସ୍ପଷ୍ଟ

ବଲାଙ୍ଗିର(କେନ୍ୟୁଜ୍‌): ସମ୍ବଲପୁର ରାସ୍ତାର ଖମାରମୁଣ୍ଡା ଛକ ନିକଟରେ ହୁଁ ହୁଁ ହୋଇ ଜଳିଗଲା ଡାଲି ବୋଝେଇ ଟ୍ରକ୍‌। ସୂଚନା ମୁତାବକ ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁକୁ ଆୟତ୍ତ କରିପାରିନଥିଲେ। ଅଳ୍ପ କିଛି ସମୟ ଭିତରେ ଟ୍ରକ୍‌ ଟି…

ଜଳିଗଲା ଟ୍ରକ୍‌ ଜଳିଗଲେ ଡ୍ରାଇଭର୍‌ : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ହରୀକୁଣ୍ଡ ବରଡି ନିକଟରେ ଅଘଟଣ, ଇଞ୍ଜିନ୍‌ରୁ…

ଟାଙ୍ଗୀ: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ହରୀକୁଣ୍ଡ ବରଡି ନିକଟରେ ମାଲବାହୀ ଟ୍ରକରେ ଅଗ୍ନିକାଣ୍ଡ । ନିଆଁ ଲାଗି ଟ୍ରକ ଡ୍ରାଭରଙ୍କ ମୃତ୍ୟୁ ହୋଇଛି । ସାମ୍ନାରେ ଯାଉଥିବା ଏକ କୋବି ବୋଝେଇ ଟ୍ରକ୍‌କୁ ପିଟି ହୋଇଥିଲା । ସାମ୍ନାପଟ ଇଞ୍ଜିନ୍‌ରୁ ନିଆଁ ଲାଗିବାକୁ ଟ୍ରକ୍‌ରେ ଅଗ୍ନିକାଣ୍ଡ…