Below header

ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ହାଇୱା

କୋରାପୁଟ(କେନ୍ଯୁଜ୍): ରାସ୍ତା ଉପରେ ଜଳିଗଲା ହାଇୱା। ହୁତୁ ହୁତୁ ହୋଇ ଜଳିଗଲା ଗାଡି। କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳ କୋଡିଙ୍ଗା ମାଳିର ବକ୍ସାଇଟ୍‌ ବୋଝେଇ ହାଇୱାରେ ନିଆଁ ଲାଗିଯାଇଥିଲା। କାକିରଗୁମ୍ମା ରେଲୱେ ଷ୍ଟେସନରୁ କୋଡିଙ୍ଗା ମାଳି ଖଣିକୁ ଯିବା ସମୟରେ ଗାଡିରେ ନିଆଁ ଲାଗି ପୋଡି ପାଉଁଶ ହୋଇଯାଇଥିଲା।

ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ହେଲ୍‌ପର। ନିଆଁ ଲାଗିବାର କାରଣ ଜଣାପଡିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.