ପିପିଲି ମଙ୍ଗଳପୁର ଠାରେ ଥିବା କେଏସଏସ କମ୍ପାନୀରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ପିପିଲି: କେଏସଏସ କମ୍ପାନୀରେ ଅଗ୍ନିକାଣ୍ଡ। ପିପିଲି ମଙ୍ଗଳପୁର ଠାରେ ଥିବା ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏଥିରେ ଶହ ଶହ ସଂଖ୍ୟାରେ ଗାଡି ଏବଂ ଯନ୍ତ୍ରାଂଶ ଥିଲା। ତେବେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା।

Leave A Reply

Your email address will not be published.