Browsing Tag

fire break out

ଜୟପୁର ବୋରିଗୁମ୍ମାରେ ଦୁଇଟି ଗାଡି ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଜଳିଗଲା ଟ୍ରକ ଓ ବାଇକ୍

ଜୟପୁର : ଦୁର୍ଘଟଣାରେ ଜଳିଗଲା ଟ୍ରକ ଓ ବାଇକ । ଜୟପୁର ବୋରିଗୁମ୍ମାରେ ଦୁଇ ଗାଡି ମୁହାଁମୁହିଁ ଧକ୍କା । କୋରାପୁଟ ଦୁର୍ଘଟଣାରେ ଟ୍ରକଟି ସମ୍ପୁର୍ଣ୍ଣ ଜଳି ଯାଇଛି । ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଦମକଳ ବିଭାଗ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ…

ପିପିଲି ମଙ୍ଗଳପୁର ଠାରେ ଥିବା କେଏସଏସ କମ୍ପାନୀରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ପିପିଲି: କେଏସଏସ କମ୍ପାନୀରେ ଅଗ୍ନିକାଣ୍ଡ। ପିପିଲି ମଙ୍ଗଳପୁର ଠାରେ ଥିବା ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏଥିରେ ଶହ ଶହ ସଂଖ୍ୟାରେ ଗାଡି ଏବଂ ଯନ୍ତ୍ରାଂଶ ଥିଲା। ତେବେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ…

ମୁମ୍ବାଇର ଯୋଗେଶ୍ୱରୀ ଅଞ୍ଚଳର ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଆୟତ୍ତ କରିବା ପାଇଁ ୭ଟି ଅଗ୍ନିଶମ ଗାଡି ନିୟୋଜିତ

ମୁମ୍ବାଇ: ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ। ଯୋଗେଶ୍ୱରୀ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏକ ଗୋଦାମରେ ବିଳମ୍ବିତ ରାତିରୁ ଲାଗିଛି ନିଆଁ। ନିଆଁକୁ ଆୟତ୍ତ କରିବା ପାଇଁ ୭ଟି ଅଗ୍ନିଶମ ବିଭାଗର ଗାଡି ନିୟୋଜିତ ଅଛନ୍ତି। ତେବେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ନିଆଁ ଲାଗିବାର କାରଣ…

ଯାଜପୁର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ, ୪ଟି ପରିବାରର ସମସ୍ତ ଘର ପୋଡି ପାଉଁଶ

ଯାଜପୁର ଟାଉନ: ଯାଜପୁର ସହର କଲେଜ ରୋଡର ଲଲିତେଶ୍ଵର ନିକଟସ୍ଥ ଆଦିବାସୀ ବସ୍ତିରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସକ୍ରିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ୪ଟି ପରିବାରର ସମସ୍ତ…

ଯାଜପୁର : ହତାଶିଆ ପ୍ରେମିକର ଉନ୍ମତ୍ତ କାଣ୍ଡ, ପ୍ରେମ ନିବେଦନ କରି ବିଫଳ ହେବାରୁ ଯୁବତୀଙ୍କ ଘରେ ଲଗାଇଲା ନିଆଁ

ଯାଜପୁର : ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରେମ ନିବେଦନ କରି ବିଫଳ ହେବାରୁ ଯୁବତୀଙ୍କ ଘରେ ନିଆଁ ଲଗାଇଲା ପ୍ରମିକ । ଘରେ ସମସ୍ତେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଛି ପ୍ରେମିକ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରାଇ ଥାନା ରଣସରପୁର ଗାଁରେ । ସୂଚନା…

ଚେନ୍ନାଇ: ତେଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ହୁ ହୁ ହୋଇ ଜଳୁଛି ଘର; ଦେଖନ୍ତୁ ଲାଇଭ୍‌ ଭିଜୁଆଲ

ତାମିଲନାଡୁର ରାଜଧାନୀ ଚେନ୍ନାଇ ନିକଟସ୍ଥ ମାଧବରାମ ଅଞ୍ଚଳରେ ଶନିବାର ଏକ ତେଲ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ୧୨ ଜଣ ଦମକଳ କର୍ମୀ ମଧ୍ୟ ଏହାକୁ ସମ୍ପୂର୍ଣ୍ଣଭାବେ ଆୟତ କରିପାରିନାହାନ୍ତି। ଏବେ ବି ଜଳୁଛି ଗୋଦାମ। ଦେଖନ୍ତୁ ଭିଡିଓ: #WATCH Tamil…

ଢେଙ୍କାନାଳ: ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ, ଗାଁର ୩ଟି ପରିବାରର ୧୩ ବଖରା ଘର ସହ ଲକ୍ଷାଧିକ ଟଙ୍କାର…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ । ଗାଁର ୩ଟି ପରିବାରର ୧୩ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି। ଗାଁର ଧନୁ ପଧାନଙ୍କର ଦୁଇ ବଖରା, ଶରତ ପଧାନଙ୍କର ଦୁଇ ବଖରା,କାର୍ତ୍ତିକ ପଧାନଙ୍କର  ତିନି ବଖରା,…

ନିଆଳି ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆସବାବପତ୍ର…

ନିଆଳି: ନିଆଳି ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। କାର୍ଯ୍ୟାଳୟର କମ୍ପ୍ୟୁଟର ସେକ୍ସନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।…

ବାସୁଦେବପୁର ପୌରପାଳିକାସ୍ଥିତ ମନ୍ଦାରୀ ପ୍ରବୋଧପୁରଠାରେ ଭୟାବହ ଅଗ୍ନିକାଣ୍ଡ, ୩ବଖରା ଘର ଜଳିଯିବା ସହ ଲକ୍ଷାଧିକ…

ବାସୁଦେବପୁର: ବାସୁଦେବପୁର ପୌରପାଳିକାସ୍ଥିତ ମନ୍ଦାରୀ ପ୍ରବୋଧପୁରଠାରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ୩ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଗାଁର କୈଳାଶ ଜେନାଙ୍କ ଘରେ ନିଆଁ ଲାଗି ଚାହୁଁ ଚାହୁଁ ସମଗ୍ର ଘରକୁ ବ୍ୟାପିଯାଇଥିଲା। ଫଳରେ କେବଳ…

ମାଲକାନଗିରି ଗୌଡ଼ଗୁଡ଼ା ଗାଁରେ ଅଭାବନୀୟ ଘଟଣା, କମ୍ବଳ ଘୋଡେଇ ହୋଇ ଶୋଇଥିବା ବେଳେ ଡିବିରୁ ନିଆଁ ଲାଗି ଭାଇ ଭଉଣୀ ଗୁରୁତର

ମାଲକାନଗିରି: ନିଆଁରେ ପୋଡ଼ି ଭାଇ ଭଉଣୀ ଗୁରୁତର । ମାଲକାନଗିରି ଜିଲ୍ଲା ଗୌଡ଼ଗୁଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା । ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଉଭୟଙ୍କ ଶରୀର ଶହେ ପ୍ରତିଶତ ପୋଡ଼ି ଯାଇଛି । ସକାଳେ ଭାଇ ଭଉଣୀ କମ୍ବଳ ଘୋଡେଇ ହୋଇ ଶୋଇଥିବା ବେଳେ ଡିବି ନିଆଁ ଲାଗିଯାଇଥିଲା । ଏହି…

କଟକ ବୋର୍ଡ ଅଫ୍ ରେଭିନ୍ୟୁ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

କଟକ: କଟକ ବୋର୍ଡ ଅଫ୍ ରେଭିନ୍ୟୁ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବା ପାଇଁ ୨ଟି ଅଗ୍ନିଶମ ଗାଡ଼ିର ଉଦ୍ୟମ ଜାରି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ।

ଠାକୁରଙ୍କ ପାଖରେ ଲାଗିଥିବା ଦୀପରୁ ଭୟାବହ ଅଗ୍ନିକାଣ୍ଡ, ୨ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ଭୁବନେଶ୍ବର: ଭୁବନେଶ୍ବର ଟଙ୍କପାଣି ରୋଡ ନିକଟସ୍ଥ ପ୍ଲଟ ନଂ-୩୪୭/୧୦୧୪ରେ ଭୟାବହ ଅଗ୍ନିକାଣ୍ଡ। ଆଜି ଭୋରରୁ ଏହି ଅଗ୍ନକାଣ୍ଡ ଘଟିଥିବା ଜଣାପଡିଛି । ଠାକୁରଙ୍କ ପାଖରେ ଲାଗିଥିବା ଦୀପରୁ ଏହି ଅଘଟଣ ଘଟିଥିବା ପରିବାର ଲୋଙ୍କଠାରୁ ସୂଚନା ମିଳିଛି। ତେବେ ଏନେଇ ଖବର ପାଇବା ପରେ ଅଗ୍ନିଶମ…