Below header

ବାସୁଦେବପୁର ପୌରପାଳିକାସ୍ଥିତ ମନ୍ଦାରୀ ପ୍ରବୋଧପୁରଠାରେ ଭୟାବହ ଅଗ୍ନିକାଣ୍ଡ, ୩ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ବାସୁଦେବପୁର: ବାସୁଦେବପୁର ପୌରପାଳିକାସ୍ଥିତ ମନ୍ଦାରୀ ପ୍ରବୋଧପୁରଠାରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ୩ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଗାଁର କୈଳାଶ ଜେନାଙ୍କ ଘରେ ନିଆଁ ଲାଗି ଚାହୁଁ ଚାହୁଁ ସମଗ୍ର ଘରକୁ ବ୍ୟାପିଯାଇଥିଲା। ଫଳରେ କେବଳ ପିନ୍ଧା ଲୁଗାକୁ ଛାଡିଦେଲେ ସବୁକିଛି ପାଉଁଶ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.