Below header

ଚେନ୍ନାଇ: ତେଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ହୁ ହୁ ହୋଇ ଜଳୁଛି ଘର; ଦେଖନ୍ତୁ ଲାଇଭ୍‌ ଭିଜୁଆଲ

ତାମିଲନାଡୁର ରାଜଧାନୀ ଚେନ୍ନାଇ ନିକଟସ୍ଥ ମାଧବରାମ ଅଞ୍ଚଳରେ ଶନିବାର ଏକ ତେଲ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ୧୨ ଜଣ ଦମକଳ କର୍ମୀ ମଧ୍ୟ ଏହାକୁ ସମ୍ପୂର୍ଣ୍ଣଭାବେ ଆୟତ କରିପାରିନାହାନ୍ତି। ଏବେ ବି ଜଳୁଛି ଗୋଦାମ।

ଦେଖନ୍ତୁ ଭିଡିଓ:


ଘଟଣାକୁ ଏତେ ସମୟ ବିତିଥିଲେ ମଧ୍ୟ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ଏହି ଘଟଣାରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.