ଠାକୁରଙ୍କ ପାଖରେ ଲାଗିଥିବା ଦୀପରୁ ଭୟାବହ ଅଗ୍ନିକାଣ୍ଡ, ୨ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ଭୁବନେଶ୍ବର: ଭୁବନେଶ୍ବର ଟଙ୍କପାଣି ରୋଡ ନିକଟସ୍ଥ ପ୍ଲଟ ନଂ-୩୪୭/୧୦୧୪ରେ ଭୟାବହ ଅଗ୍ନିକାଣ୍ଡ। ଆଜି ଭୋରରୁ ଏହି ଅଗ୍ନକାଣ୍ଡ ଘଟିଥିବା ଜଣାପଡିଛି । ଠାକୁରଙ୍କ ପାଖରେ ଲାଗିଥିବା ଦୀପରୁ ଏହି ଅଘଟଣ ଘଟିଥିବା ପରିବାର ଲୋଙ୍କଠାରୁ ସୂଚନା ମିଳିଛି।

fire ତେବେ ଏନେଇ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ୨ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇ ପରିଥିଲା । ଅନ୍ୟପଟେ ନିଆଁ ଆଁରେ ଜଳି ପାଉଁଶ ହୋଇ ଯାଇଛି ବହୁ ମୂଲ୍ୟର ଧନସମ୍ପତ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.