flood water

ବନ୍ୟା ପାଣିରେ ଭାସି ଯାଉଥିଲା କାର, ଗଛରେ ଉପରେ ଆଶ୍ରୟ ନେଇଛନ୍ତି ଜଣେ ଯୁବକ

ପାରାଦୀପ (କେନ୍ୟୁଜ): ରାହାମା ନିକଟ ହରିପୁର ରାସ୍ତାରେ ଭାସିଗଲା କାର। ମିଳିଥିବା ସୂଚନା ଅନୁସାରେ ଜଣେ ଯୁବକ କାର ଚଳାଇ ଯାଉଥିବାବେଳେ ହଠାତ ମହାନଦୀ ପାଣି ମାଡିଆସିଥିଲା।…

9 months ago

ପୁଣି ଛତିଶଗଡ଼ର ମନମାନି ! ଖୋଲିଦେଲା କଲମା ବ୍ୟାରେଜର ସମସ୍ତ ଗେଟ୍, ବଢୁଛି ହୀରାକୁଦ ଜଳସ୍ତର

ସମ୍ବଲପୁର (କେନ୍ୟୁଜ): ଗେଟ୍‌ ଖୋଲିଲା ଛତିଶଗଡ଼ । ବଢ଼ାଇଲା ଓଡ଼ିଶାର ଟେନସନ୍‌ । ହୀରାକୁଦରେ ବଢୁଛି ଜଳସ୍ତର । କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‌ ଖୋଲିଛି…

11 months ago

ଭଟ୍ଟାରିକାଙ୍କ ପୀଠରୁ ଖସୁଛି ବନ୍ଯା ଜଳ: ମନ୍ଦିରକୁ ଫେରିବେ ମା’

ନରସିଂହପୁର (କେନ୍ୟୁଜ): କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ବନ୍ଯା ଜଳ କମି ମନ୍ଦିର ତଳକୁ ଖସି ଆସିଛି । ବନ୍ଯା…

11 months ago

ଆଜି ମୁଣ୍ଡଳୀ ଦେଇ ଯିବ ହେବ ୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ, ଜିଲ୍ଲାପାଳମାନଙ୍କୁ ସତର୍କ କଲେ SRC

କଟକ  (କେନ୍ୟୁଜ): ବଢୁଛି ମହାନଦୀର ଜଳସ୍ତର । ହୀରାକୁଦର ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ମହାନଦୀ । ଆଜି ମୁଣ୍ଡଳୀ ଦେଇ ଯିବ ୮ ଲକ୍ଷ…

11 months ago

ୟୁପି: ଫୁଲୁଛି ହିଣ୍ଡନ ନଦୀ, ବନ୍ୟା ପାଣିରେ ବୁଡ଼ିଲା ୪୦୦ OLA କାର୍‌…କରୋନା କାଳରେ ହୋଇଥିଲା ଉଦ୍ଧାର

ଉତ୍ତର ପ୍ରଦେଶରେ ହିଣ୍ଡନ ନଦୀରେ ବନ୍ୟା ଯୋଗୁ ପ୍ରାୟ ୪୦୦ଟି କାର୍‌ ପାଣିରେ ବୁଡ଼ି ଯାଇଛି। ଗ୍ରେଟର ନୋଏଡାର ସୁତିୟାନା ଗ୍ରାମ ନିକଟସ୍ଥ ଡମ୍ପିଂ ୟାର୍ଡରେ କାର୍‌ଗୁଡ଼ିକ…

11 months ago

ଆଜି ରାତି ୪ ଜିଲ୍ଲା ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ: ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହେଉଛି । ଅଧିକ ଘାଇ ସୃଷ୍ଟି ପରେ ଭୟଙ୍କର ସ୍ଥିିତି । ରାଜ୍ୟର ବିଭିନ୍ନ ସ୍ଥାନରେ ୫ଟି ଘାଇ ସୃଷ୍ଟି…

2 years ago

ମହାନଦୀରୁ ଅତ୍ୟଧିକ ବନ୍ୟାଜଳ ପ୍ରବେଶ ପରେ ବୁଡ଼ିଲା ଅଂଶୁପା ହ୍ରଦ

ଆଠଗଡ(କେନ୍ୟୁଜ୍): ବୁଡିଲା ଏସିଆ ମହାଦେଶର ସର୍ବବୃହତ ଦିତୀୟ ମଧୁର ଜଳର ହ୍ରଦ ଅଂଶୁପା। ପର୍ଯ୍ୟଟନ ସ୍ଥଳୀ ଭାବରେ ଜନପ୍ରିୟ ଏହି ହ୍ରଦ ବାଙ୍କିର ଜାତ ମୁଣ୍ଡିଆ ଓ…

2 years ago

ଆଜି ସନ୍ଧ୍ୟାରେ ମୁଣ୍ଡୁଳିରେ ପହଞ୍ଚିବ ସର୍ବାଧିକ ବନ୍ୟା ଜଳ, ଏହି ସବୁ ଜିଲ୍ଲାକୁ ଦେଲେ ସତର୍କବାଣୀ, ସୂଚନା ଦେଲେ ଏସଆରସି

ଭୁବନେଶ୍ୱର (କେନ୍ୟୁଜ): କଟକ ମୁଣ୍ଡଳୀ ଠାରେ ଆଜି ସନ୍ଧ୍ୟାରେ ପାସ୍‌ କରିବ ସର୍ବାଧିକ ବନ୍ୟାଜଳ। ସଂଧ୍ୟାରେ ମୁଣ୍ଡଳୀ ଠାରେ ସର୍ବାଧିକ ସାଢେ ୧୧ଲକ୍ଷ ଘନଫୁଟ ବନ୍ୟା ଜଳ…

2 years ago

ଭୁବନେଶ୍ୱର ଉପକଣ୍ଠ ଧଉଳି ପଞ୍ଚାୟତରେ ଘରେ ପଶିଲା ପାଣି, ଛାତ ଉପରେ କରିଛନ୍ତି ଅସ୍ଥାୟୀ ପାଲଟଣା ଘର

ଭୁବନେଶ୍ୱର(କେନ୍ୟୁଜ୍): ଫୁଲୁଛି ମହାନଦୀ। ମହାନଦୀ ପାଣି ଦୟା ନଦୀରେ ଆସିବାରୁ ଭୁବନେଶ୍ୱର ଉପକଣ୍ଠ ଧଉଳି ପଞ୍ଚାୟତ ଶରଦେଇପୁରରେ ନଦୀ କୂଳରେ ଥିବା ୧୦ଜଣଙ୍କ ଘରେ ପଶିଲା ପାଣି।…

2 years ago

ବାହ୍ୟ ଜଗତରୁ ବିଛିନ୍ନ ବଡମ୍ବା ପ୍ରସିଦ୍ଧ ମାଆ ଭଟ୍ଟାରିକାଙ୍କ ପୀଠ, ମନ୍ଦିର ସହ ଭଜନ ମଣ୍ଡପରେ ୧୦ ଫୁଟର ପାଣି ପ୍ରବାହିତ

ନରସିଂହପୁର(କେନ୍ୟୁଜ୍): ବାହ୍ୟ ଜଗତରୁ ବିଛିନ୍ନ ବଡମ୍ବା ପ୍ରସିଦ୍ଧ ମାଆ ଭଟ୍ଟାରିକାଙ୍କ ପୀଠ। ମନ୍ଦିର ସହ ଭଜନ ମଣ୍ଡପରେ ପ୍ରବାହିତ ହେଉଛି ୧୦ ଫୁଟର ପାଣି। ମା ଭଟ୍ଟାରିକାଙ୍କ…

2 years ago

ମହାନଦୀରେ ଜଳସ୍ତର ବୃଦ୍ଧି: ସୁବର୍ଣ୍ଣପୁରରୁ ତିଗିରିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ଦୁଇ ଫୁଟ୍‌ର ବନ୍ୟାଜଳ ପ୍ରବାହିତ

ଆଠଗଡ(କେନ୍ୟୁଜ୍): ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସୁବର୍ଣ୍ଣପୁରରୁ ତିଗିରିଆ ରାସ୍ତାରେ ହୁଳୁହୁଳା ପୋଲ ଉପରେ ଦୁଇ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଯାତାୟତ ଏକ…

2 years ago

ବନ୍ୟା ଜଳରେ ବୁଡିଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ପାହାଚ, ଏବେ ସୁଦ୍ଧା ବେଢ଼ା ଉପରକୁ ଉଠିନାହିଁ ପାଣି

ନରସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ଏ ପର୍ଯ୍ୟନ୍ତ ଚଳିତ ବର୍ଷର ବନ୍ୟା ଜଳ ମନ୍ଦିର ମଧ୍ୟକୁ ପ୍ରବେଶ କରିନାହିଁ…

2 years ago