ପାଣି ସୁଅରେ ଭାସିଗଲା ବାଇକ୍, ଅଳ୍ପକେ ବଞ୍ଚିଗଲେ ଯୁବକ
ଉଦଳା: ପାଣି ସୁଅରେ ଅସ୍ଥାୟୀ ପୋଲ ଉପରେ ଯାଉଥିବା ବେଳେ ବାଇକ ସହିତ ଭାସିଗଲେ ଯୁବକ । ହେଲେ ଭରା ନଦୀ ଭିତରୁ ପହଁରି ବାହାରି ଆସିବାରୁ ବଞ୍ଚିଗଲେ ଯୁବକ । କିନ୍ତୁ ଭାସିଗଲା ବାଇକ । ଏଭଳି ଘଟଣା ଘଟିଛି ଉଦଳା - ବାଲେଶ୍ୱର ରାସ୍ତାର ଜାମୁଘାଟ ପୋଲରେ । ଲଗାଣ ବର୍ଷା କାରଣରୁ ଫୁଲିଛି ଦେଓ ନଦୀ ।…