Browsing Tag

flood water

ଶୁଙ୍କି ଜାତୀୟ ରାଜପଥରେ ବର୍ଷା ଜଳ ପ୍ରବାହିତ, ପାହାଡରୁ ମାଟି ଓ ପଥର ଖସି ରାସ୍ତା ଅବରୋଧ

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକରେ ବାତ୍ୟା ଗୁଲାବର ପ୍ରଭାବ । ଶୁଙ୍କି ଘାଟିରେ ବିଭିନ୍ନ ସ୍ଥାନରେ ପାହାଡରୁ ମାଟି ଓ ପଥର ଖସି ରାସ୍ତା ଅବରୋଧ ହୋଇଛି । ଶୁଙ୍କି ଜାତୀୟ ରାଜପଥରେ ବର୍ଷା ଜଳ ପ୍ରବାହିତ ହେଉଛି । ରାସ୍ତା ସଫା କାମରେ NDRF,ODRAF ଟିମ ନିୟୋଜିତ…

ମହାନଦୀ ସିଷ୍ଟମରେ ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା, ଏବେ କୌଣସି ବିପଦ ନାହିଁ

ଭୁବନେଶ୍ବର(କେନ୍ଯୁଜ୍) : ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଲା। ଛୋଟ ଧରଣର ବନ୍ୟା ହୋଇଛି। କୌଣସି ବିପଦ ନାହିଁ। ମୁଣ୍ଡଳୀଠାରେ ୬ଲକ୍ଷ ୬୭ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। ଗତ ୩ରୁ ୪ ଘଣ୍ଟା ହେଲା ଏଭଳି ସ୍ଥିତି ରହିଛି। ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି।…

ହୁଳୁହୁଳା ପୋଲ ଉପରେ ୪ ଫୁଟର ପାଣି: ବାଙ୍କୀ ବ୍ଲକର ୫ଟି ଓ ତିଗିରିଆର ୪ଟି ପଞ୍ଚାୟତବାସୀଙ୍କ ଯାତାୟାତ ଠପ୍‌

ବାଙ୍କୀ (କେନ୍ଯୁଜ୍): ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଶାଖା ନଦୀ ରଣନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଫଳରେ ହୁଳୁହୁଳା ପୋଲ ଉପରେ ପ୍ରବାହିତ ହେଉଛି ୪ ଫୁଟର ପାଣି । ବାଙ୍କୀ ବ୍ଲକର ୫ଟି ପଞ୍ଚାୟତ ଓ ତିଗିରିଆ ବ୍ଲକର ୪ଟି ପଞ୍ଚାୟତବାସୀଙ୍କ ଯାତାୟାତ ଠପ୍‌ ହୋଇଯାଇଛି। ଏନେଇ…

ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର

ଭୁବନେଶ୍ବର(କେନ୍ଯୁଜ୍): ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା। ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି । ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ସତର୍କ ସଙ୍କେତ ୯.୪୬ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ବୃଦ୍ଧି ପାଇ ୯.୬୮ ମିଟର ପ୍ରବାହିତ ହେଉଛି । ସେପଟେ ଜଳକା…

ରାସ୍ତା ଉପରେ ପାଣି ସୁଅ, ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଜାମ୍‌

ବଣାଇ(କେନ୍ଯୁଜ୍): ରାସ୍ତା ଉପରେ ପାଣି, ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଜାମ୍‌ । ସୁନ୍ଦରଗଡ ଜିଲ୍ଲା ବଣାଇ ଚାନ୍ଦିପୋଷ ମନ୍ଦିର ନିକଟ ରାସ୍ତା ଉପରେ ପାଣି ଜମି ରାସ୍ତା ଜାମ୍‌ ହୋଇଥିଲା । ଲଗାଣ ବର୍ଷାରେ ପାହାଡ଼ ପାଣି ତଳକୁ ଖସି ରାସ୍ତା ଜାମ୍‌ ହୋଇଥିଲା । ଫଳରେ ରାସ୍ତାରେ ଯାତାୟାତ…

ଶୌଚ କରିବାକୁ ଆସିଥିବାବେଳେ ଲିଙ୍ଗରା ନାଳରେ ମାଡି ଆସିଲା ପାଣି, ୨ଘଣ୍ଟା ଧରି ପାଣି ମଝିରେ ଫସି ରହିଲେ ବୃଦ୍ଧା

ଅନୁଗୁଳ (କେନ୍ଯୁଜ୍): ମାଡି ଆସିଲା ପାଣି, ଫଶିଲେ ବୃଦ୍ଧା। ଅନୁଗୁଳ ଲିଙ୍ଗରା ନାଳରେ ପାଣି ଆସିଯିବାରୁ ଫସିଲେ ବୃଦ୍ଧା। ଶୌଚ କରିବାକୁ ଆସିଥିବାବେଳେ ପାଣି ବଢି ଆସିବାରୁ ବୃଦ୍ଧା ଜଣକ ପାଣି ମଝିରେ ଅଟକି ରହିଯାଇଥିଲେ। ପ୍ରାୟ ୨ଘଣ୍ଟା ହେଲା ପାଣି ମଝିରେ ଫଶି ରହିଯାଇଥିଲେ। ଖବର ପାଇ ଦମକଳ…

ଢେଙ୍କାନାଳ: ଭୁବନ ବ୍ଲକର ୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ, ଜୟପୁର ଗାଁ ମୁଖ୍ୟ ରାସ୍ତାରେ ୬ ଫୁଟର ବନ୍ୟାପାଣି

ଢେଙ୍କାନାଳ(କେନ୍ଯୁଜ୍):ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ। ରାମିଆଳ ଓ ତାର ଉପନଦୀରେ ବନ୍ୟା। ନଦୀରେ ଜଳସ୍ତର ବଢି ପାଣି ମାଡିଯିବାରୁ ଭୁବନ ବ୍ଲକର ୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଜୟପୁର, ମାଲପୁରା ଓ ଦଧିସିଂଗା ଗାଁ ଲୋକ ଦଳବନ୍ଦୀ ହୋଇ ରହିଛନ୍ତି। ଜୟପୁର ଗାଁ ମୁଖ୍ୟ…

ଆଠଗଡ଼:ଗୋପୀନାଥପୁରଠାରେ ସାପୁଆ ନଦୀରେ ଘାଇ, ତରଡିଙ୍ଗ, ବାଇଲୋ ବାହ୍ୟ ଜଗତରୁ ବିଛିନ୍ନ

ଆଠଗଡ଼(କେନ୍ଯୁଜ୍): ଲଗାଣ ବର୍ଷାରେ ଆଠଗଡ଼ ଅବସ୍ଥା ସାଂଘାତିକ। ଆଠଗଡ଼ ବ୍ଲକ ଗୋପୀନାଥପୁରଠାରେ ସାପୁଆ ନଦୀରେ ଘାଇ। ତରଡିଙ୍ଗ, ବାଇଲୋ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ବାଇଲୋ ନୂଆଗାଁ ଶବରସାହି ରାସ୍ତା ଉପରେ ୪ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ତରଡିଙ୍ଗ ଯୋଜରନ୍ଦାକୁ ସଂଯୋଗ କରୁଥିବା…

ପୁଣି ଦୋହରିଲା ସମସ୍ୟା : ଆଖଣ୍ଡଳମଣୀ ଗର୍ଭ ଗୃହରେ ବର୍ଷା ପାଣି

ଭଦ୍ରକ : ଆଖଣ୍ଡଳମଣୀ ଗର୍ଭ ଗୃହରେ ବର୍ଷା ପାଣି । ଲୁଘୁଚାପ ଜନିତ ୨ ଦିନର ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣୀ ମନ୍ଦିର ଗର୍ଭ ଗୃହରେ ପାଣି ଜମି ରହିଛି । ମନ୍ଦିର ପ୍ରଶାସନ ତରଫରୁ ପମ୍ପ ଯୋଗେ ପାଣି ନିଷ୍କାସନ କରାଯାଉଛି । ଏହି ସମସ୍ୟା ଦୀର୍ଘ ବର୍ଷର । ଲଗାଣ ବର୍ଷାରେ…

ଆଠଗଡ଼ରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ରାସ୍ତାରେ ୪ ଫୁଟରୁ ଅଧିକ ପାଣି ପ୍ରବାହିତ

ଆଠଗଡ଼(କେନ୍ଯୁଜ୍): ଆଠଗଡ଼ରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ରାସ୍ତାରେ ୪ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି । କଟକ ଜିଲ୍ଲା ଆଠଗଡ଼ ବ୍ଲକ ମହାକାଳବସ୍ତ ପଞ୍ଚାୟତର ଦହିସରା ଏବଂ ଚମ୍ପାପୁର ଢାଉରଙ୍ଗ ଗଡାରେ ପ୍ରବାହିତ ହେଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ…

ଜୁଲାଇ ୧୧ ସକାଳ ୧୧ଟାରେ ହୀରାକୁଦରୁ ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ୧୧ରେ ହୀରାକୁଦରୁ ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ। ସକାଳ ୧୧ଟାରେ ଜଳଭଣ୍ଡାରରୁ ନିଷ୍କାସନ ହେବ ବନ୍ୟାଜଳ। ବାମପଟ ସ୍ପିଲୱେର ୭ନଂ ସ୍ଲୁଇସ ଗେଟରୁ ବନ୍ୟାଜଳ ନିଷ୍କାସନ ନେଇ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମହାନଦୀର ଉପରମୁଣ୍ଡରେ…

ଭଣ୍ଡାରିପୋଖରୀ-ଯାଜପୁର ରାସ୍ତାର ମାଳଦା ଠାରେ ୫ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଛିନ୍ନ

ଭଦ୍ରକ: ବାତ୍ୟା ୟସ ପ୍ରଭାବରେ ବୈତରଣୀରେ ଆସିଛି ପ୍ରଥମ ବନ୍ୟାଜଳ । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ, ବର୍ତ୍ତମାନ ଜଳସ୍ତର ୧୮.୯୮ ମିଟର ଉପରେ ପ୍ରବାହିତ ହେଉଛି । ଗତକାଲି ରାତିରୁ ବିପଦ ସଙ୍କେତ ତଳେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟାଜଳ ଧାମନଗର ବ୍ଲକର ଗୌରାଙ୍ଗପୁର…