Below header
Browsing Tag

flood water

ଆସିଛି ବୈତରଣୀ ନଦୀରେ ଚଳିତବର୍ଷର ପ୍ରଥମ ବନ୍ୟା ଜଳ, ଭଣ୍ଡାରୀପୋଖରୀ ଓ ଯାଜପୁରକୁ ଯୋଗାଯୋଗ ବିଛିନ୍ନ

ଯାଜପୁର ଟାଉନ/ଭଦ୍ରକ: ବଢୁଛି ବୈତରଣୀ ଓ ତାର ଶାଖା ନଦୀର ଜଳସ୍ତର। ଏଥିଯୋଗୁ ବୈତରଣୀ ଓ ଏହାର ଶାଖା ନଦୀ ଗୁଡିକରେ ପ୍ରଥମ ବନ୍ୟା ଆସିଛି। ଆଖୁଆପଦା, ବଲ୍ଲବୀଘାଟ ଓ ଦଶରଥପୁର ଠାରେ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଦଶରଥପୁର ବ୍ଲକ ଦୁଦୁରାଅଂଟା କଣ୍ଟାପଡା ନିକଟରେ ବୈତରଣୀ ଶାଖା…

ଉଜାଡିଗଲା ଚାଷୀଙ୍କ ଭାତହାଣ୍ଡି: ବନ୍ୟା ଜଳ ସହିତ ବିଷାକ୍ତ ତେଲ ମିଶି ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ

ଯାଜପୁର ଟାଉନ୍ : ବନ୍ୟା ଉଜାଡିଦେଲା ଚାଷୀଙ୍କ ଭାତହାଣ୍ଡି । ବନ୍ୟା ସାଂଗକୁ ଦାଉ ସାଜିଲା ବିଷାକ୍ତ ତେଳ । ବନ୍ୟା ଜଳ ସହିତ ବିଷାକ୍ତ ତେଲ ମିଶି ହେକ୍ଟର ହେକ୍ଟର ଚାଷ ଜମିକୁ ସଂପୁର୍ଣ୍ଣ ବିଶାକ୍ତ କରିଦେଇଛି । ଧାନ ଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ଚାଷ ସଂପୁର୍ଣ୍ଣ ଉଜୁଡିଯାଇଛି ।…

ନଦୀରେ ପାଣି ବଢିଯିବାରୁ ଫସି ରହିଛନ୍ତି ୪ଟି ହାତୀ, ବରଗଡ଼ ଘନାମାଲରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ

ବରଗଡ଼:ରାଜ୍ୟରେ ଦେଖା ଦେଇଥିବା ମହାବନ୍ୟା ପରିସ୍ଥିତି। ଯାହା ଏବେ ଜଟିଳ ହେବାରେ ଲାଗିଛି । ବର୍ଷା ଛାଡିଯାଇଛି ସତ ହେଲେ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘନାମାଲରେ ଆସିଛି ଏକ ଭିଜୁଆଲ୍। ଯେଉଁଥିରେ ୪ଟି ହାତୀ ଫସି ରହିଥିବା ଦେଖିବାକୁ ମିଳୁଛି…

ବନ୍ୟା ଜଳରେ ଫସି ରହିଥିଲେ ୮୦ ଗାଈ, ଉଦ୍ଧାର କଲେ ଗ୍ରାମବାସୀ

ଆଳି(କେନ୍ଯୁଜ୍): କେନ୍ଦ୍ରାପଡା ଜିଲ୍ଲା ଆଳି ଖରସ୍ରୋତା ନଈ ଟାପୁରେ ଫସି ରହିଥିଲେ ୮୦ ଗୋରୁ।  ବନ୍ୟା ପାଣିରେ ଜଳବନ୍ଦୀରେ ରହି ହମ୍ବା ରଡି ଛାଡୁଥିବା ୮୦ ଗୋରୁଙ୍କୁ ଆଜି ରାଣୀପୋଖରୀ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଏହି ଗୋରୁମାନେ ବନ୍ୟା ପୂର୍ବରୁ ସରୁ ନଈ ପହଁରି ଖରସ୍ରୋତା ନଈ ଭିତର ଦୁଇ…

ପ୍ରଳୟଙ୍କାରୀ ବନ୍ଯାଜଳ ଭିତରେ ପଶି ସେଲ୍ଫି ନେବାରେ ବ୍ଯସ୍ତ କିଛି ଲୋକେ, ଯାହାର ଭିଡିଓ ହେଉଛି ଭାଇରାଲ

କେନ୍ଦୁଝର: ବନ୍ଯାର ପ୍ରଳୟଙ୍କାରୀ ରୂପ । ସୁନାମୀ ବେଗରେ ମାଡି ଆସୁଛି ବନ୍ଯା ଜଳ । ତଥାପି ସେଲ୍ଫି ନିଶାରେ ଜୀବନକୁ ପାଣି ଛଡାଇ ଫଟୋ ଉଠାଇବାରେ ବ୍ଯସ୍ତ କିଛି ଲୋକେ । ଟିକେ ଗୋଡ ଏପଟ ସେପଟ ହେଲେ ସିଧା ବିଲିନ ହୋଇଯିବେ ଗଭୀର ଜଳରାଶି ଭିତରେ । ତଥାପି ମଜାରେ ସେଲ୍ଫି ନେବାରେ ବ୍ଯସ୍ତ କିଛି…

ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା, ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି

କଟକ: ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା । କଟକ ଜିଲ୍ଲା ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି । ଫଳରେ ଚିତ୍ରୋତ୍ପଳା ନଦୀ ଅବବାହିକାରେ ଥିବା ତଳି ଅଞ୍ଚଳର ଲୋକ ଆତଙ୍କିତ ହୋଇଛନ୍ତି । କିଛି ଅଞ୍ଚଳରେ ପ୍ରବେଶ କରିଛି ବନ୍ୟା ଜଳ । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ରାସ୍ତାଘାଟ ବି…

ଭଟ୍ଟାରିକାଙ୍କ ଗର୍ଭଗୃହରେ ପ୍ରବେଶ କଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ପାହାଡ ଉପରକୁ ସ୍ଥାନାନ୍ତର ହେଲା ମାଆଙ୍କ…

ନରସିଂହପୁର: ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ମାଆ ଭଟ୍ଟାରିକାଙ୍କ ପୀଠରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି । ଭଟ୍ଟାରୀକା ମନ୍ଦିର ଗର୍ଭଗୃହରେ ପାଣି ପଶିଛି । ମନ୍ଦିର ପରିସରରେ ୬ଫୁଟ ଉପରେ ପାଣି ଚାଲିଛି । ଏଥିପାଇଁ ମାଆଙ୍କ ଚଳନ୍ତି ପ୍ରତିମାକୁ…

ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର, ରାସ୍ତା ଉପରେ ପାଣି ମାଡିଯିବାରୁ ଲୋକେ ହନ୍ତସନ୍ତ

ବାଲେଶ୍ବର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଏଠାରେ ଜଳସ୍ତର ବୃଦ୍ଧି ପାଇ ୬.୨୪ ମିଟରରେ ପ୍ରବାହିତ ହେଉଛି । ଫଳରେ ନଦୀକୂଳିଆ ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶିବାରେ ଲାଗିଛି…

ହୀରାକୁଦ ଛାଡ଼ିଲା, ମହାନଦୀ ବଢ଼ିଲା : ପ୍ରବଳ ବର୍ଷାରେ କାଠଯୋଡ଼ିରୁ ବିରୁପା ଫୁଲୁଛି ଏବେ ସବୁ ନଦୀ

କଟକ: ହୀରାକୁଦ ବନ୍ୟାଜଳ ନିଷ୍କାସନ ହେବା ପରେ ଫୁଲୁଛି ମହାନଦୀ ଓ କାଠଯୋଡି। ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ୪ଲକ୍ଷ ୧୦ହଜାର ୨୪୮କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି।  ନରାଜରେ ୨ଲକ୍ଷ ୫ହଜାର ୨୨କ୍ୟୁସେକ୍‌ ବନ୍ୟାଜଳ କାଠଯୋଡି ନଦୀକୁ ପ୍ରବାହିତ ହେଉଛି। ଆଜି ମୁଣ୍ଡୁଳୀରେ ପହଞ୍ଚିବ ହୀରାକୁଦ…

ଅଗଷ୍ଟ ୧୪ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ, ସୂଚନା ଦେଲେ ଡ୍ୟାମ୍‌ କର୍ତ୍ତୃପକ୍ଷ

ଆସନ୍ତା ଅଗଷ୍ଟ ୧୪ ତାରିଖରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ । ଦିନ ୧୧ଟାରେ ପୂଜାର୍ଚ୍ଚନା କରାଯିବା ପରେ ହୀରାକୁଦର ପ୍ରଥମ ଗେଟ୍‌ ଖୋଲାଯିବ । ଏନେଇ ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏବେ…

ଗଭୀର ରିପୋର୍ଟିଂ, ଲାଇଭ୍ ଦେବା ପାଇଁ ବଢି ପାଣିରେ ବେକ ଯାଏ ବୁଡିଲେ ପାକିସ୍ତାନୀ ରିପୋର୍ଟର

ସାମ୍ବାଦିକତାକୁ ନୂଆ ସ୍ତରକୁ ନେଇଗଲେ ପାକ୍ ରିପୋର୍ଟର । ବଢିପାଣିରେ ବେକ ଯାଏ ବୁଡି କଲେ ରିପୋର୍ଟିଂ । ରିପୋର୍ଟର ଜଣକ ହେଉଛନ୍ତି ଜି ଟିଭିର ଅଜଦର ହୁସୈନ । ନିଜର ଅଜବ କାରନାମା ପାଇଁ ସବୁବେଳେ ଚର୍ଚ୍ଚାରେ ପାକିସ୍ତାନୀ । ଏବେ ଏହି ପାକିସ୍ତାନୀ ରିପୋର୍ଟରଙ୍କ ଭିଡିଓ ଭାଇରାଲ୍ ହେବାରେ…

ଭାରି ପଡିଲା ଭିଡିଓ, ଟିକ୍ ଟକ୍ କରୁଥିବା ବେଳେ ବଢି ପାଣିଲେ ବୁଡି ପ୍ରାଣ ହରାଇଲେ ଯୁବକ

ଭାରି ପଡିଲା ଭିଡିଓ । ଟିକ୍ ଟକ୍ ପାଇଁ କରୁଥିଲେ ଷ୍ଟଣ୍ଟ । ହେଲେ ବଢି ପାଣିଲେ ବୁଡି ହରାଇଲେ ପ୍ରାଣ । ଘଟଣାଟି ହେଉଛି ବିହାରର ଦରଭଙ୍ଗା ଜିଲ୍ଲାର । ଷ୍ଟଣ୍ଟ ସିନ୍ ତିନି ଦିନ ପୂର୍ବର କିନ୍ତୁ ଯୁବକଙ୍କ ମୃତ ଦେହ ଗୁରୁବାର ଦିନ ମିଳିଛି । ମିଳିଥିବା ସୂଚନା ଅନୁସାରେ, ତିନି ଜଣ ସାଙ୍ଗ…