ହୁଳୁହୁଳା ପୋଲ ଉପରେ ୪ ଫୁଟର ପାଣି: ବାଙ୍କୀ ବ୍ଲକର ୫ଟି ଓ ତିଗିରିଆର ୪ଟି ପଞ୍ଚାୟତବାସୀଙ୍କ ଯାତାୟାତ ଠପ୍‌

ବାଙ୍କୀ (କେନ୍ଯୁଜ୍): ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଶାଖା ନଦୀ ରଣନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଫଳରେ ହୁଳୁହୁଳା ପୋଲ ଉପରେ ପ୍ରବାହିତ ହେଉଛି ୪ ଫୁଟର ପାଣି ।

ବାଙ୍କୀ ବ୍ଲକର ୫ଟି ପଞ୍ଚାୟତ ଓ ତିଗିରିଆ ବ୍ଲକର ୪ଟି ପଞ୍ଚାୟତବାସୀଙ୍କ ଯାତାୟାତ ଠପ୍‌ ହୋଇଯାଇଛି। ଏନେଇ ହୁଳୁହୁଳା ପୋଲ ନିକଟରେ ପହଂଚିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.