Browsing Tag

flood

ଭିଏତନାମରେ ବନ୍ୟା ଓ ଭୂସ୍ଖଳନ, ୪୧ ମୃତ

ହନୋଇ : ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ହେବାରୁ ଭିଏତନାମରେ ଲୋକଙ୍କ ଜୀବନ ସଙ୍କଟାପନ୍ନ ସ୍ଥିତିରେ ରହିଛି । ଏପର୍ଯ୍ୟନ୍ତ ଏହି ବିପର୍ଯ୍ୟୟ ଯୋଗୁଁ ୪୧ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ପ୍ରାୟ ୫୨ହଜାର ଘର ବୁଡ଼ି ଯାଇଛି । ଏହି ବିପର୍ଯ୍ୟୟ କାରଣରୁ ପ୍ରାୟ ୬୨ ହଜାର ଲୋକଙ୍କୁ…

ଭିଏତନାମରେ ବନ୍ୟା ତାଣ୍ଡବ, ୧୩ ମୃତ ଏବଂ ୧୧ ନିଖୋଜ

ଭିଏତନାମ : ଅନେକ ଅଞ୍ଚଳରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ଭିଏତନାମରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଯାହା ଏବେ ଭିଏତନାମର କେତେକ ଅଞ୍ଚଳରେ ବନ୍ୟା ସୃଷ୍ଟି କରିଛି । ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ଭିଏତନାମରେ…

୧୨ ବର୍ଷ ପୂର୍ବେ ହୋଇଥିବା ଫାଇଲିନ୍ ବାତ୍ୟା ଏବଂ ପ୍ରଳୟଙ୍କାରୀ ବନ୍ୟାର କରୁଣ ପରିସ୍ଥିତି

ଗଞ୍ଜାମ: ୨୦୧୩ ଅକ୍ଟୋବର ୧୨ । ଫାଇଲିନ୍ ମହାବାତ୍ୟା ସବୁକିଛି ଉଡ଼ାଇ ନେଲା । ପରଦିନ ଅର୍ଥାତ୍ ଅକ୍ଟୋବର ୧୩ ରେ ବଡନଦୀ ହୀଡ ଭାଙ୍ଗି ଯିବାରୁ ବନ୍ୟାପାଣିରେ ବୁଡିରହିଲା ପଞ୍ଚାୟତର ୬ ଖଣ୍ଡ ଗାଁ । ଦୀର୍ଘଦିନ ଧରି ଦୟନୀୟ ଅବସ୍ଥାରେ ରହିଲେ ସମୁଦାୟ ପଞ୍ଚାୟତବାସୀ । ରାସ୍ତାଘାଟ ସବୁ ଧୋଇ ହୋଇଗଲା…

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଲା ଲଘୁଚାପ ବର୍ଷା, ଭାସିଗଲେ ୧୦୦ରୁ ଉର୍ଦ୍ଧ୍ବ ଛେଳି

ସୋରଡା  : ପାର୍ବଣକୁ ଫିକା କଲା ଦୁଇଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷା । ଏହା ସହିତ ସୋରଡା ଅଞ୍ଚଳକୁ ଲାଗିଥିବା ଋଷିକୁଲ୍ୟା, ଜରାଉ, ପଦ୍ମା ଓ ଅଡାଙ୍ଗି ନଦୀରେ ପ୍ରବଳ ବର୍ଷା ପାଣି ଆସି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏହା ସହିତ ବନ୍ୟା ପାଣି କିଛି ଛେଳିଙ୍କୁ ବି ଭସାଇ ନେଇଛି ।…

ଗଜପତିରେ ବର୍ଷା ବିତ୍ପାତ, ମହେନ୍ଦ୍ରଗିରିରେ ଫସି ରହିଥିବା ୨୪ ପର୍ଯ୍ୟଟକ ଉଦ୍ଧାର

ଗଜପତି : ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ । ଜିଲ୍ଲାର ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି, ଅଢ଼େଇ ଆଦି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି । ଭୂସ୍ଖଳନ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ଅଛନ୍ତି । ସେପଟେ…

ମହାନଦୀରେ ବନ୍ୟା ଆଶଙ୍କା, ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ୧୬ଟି ଗେଟ୍ ଖୋଲା

କଟକ : ମହାନଦୀରେ ବନ୍ୟା ଆଶଙ୍କା । ଉପରମୁଣ୍ଡରୁ ଅଧିକ ପାଣି ଆସୁଥିବାରୁ ମହାନଦୀର ତଳମୁଣ୍ଡରେ ଦେଖା ଦେଇଛି ବନ୍ୟାସ୍ଥିତି । ଆସନ୍ତା ଶନିବାର ୨୭ ତାରିଖ ସକାଳୁ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ । ଏହାର ପ୍ରଭାବରେ ଶାଖା ନଦୀଗୁଡିକ ଫୁଲିବ ବୋଲି ଆଶଂକା କରିଛି ଜଳ ସଂପଦ…

ରେକର୍ଡ ବର୍ଷାରେ ବେହାଲ କୋଲକାତା, ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ

କୋଲକାତା: ଭୀଷଣ ବର୍ଷାରେ କୋଲକାତା ଠପ୍ । ମାତ୍ର କିଛି ଘଣ୍ଟାର ବର୍ଷା କୋଲକାତା ସହରର ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ବର୍ଷା ଯୋଗୁଁ ବିଦ୍ୟୁତ ସର୍ଟସର୍କିଟ ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ରାସ୍ତା ଉପରେ ଚାଲୁଛି ୩ ଫୁଟର ପାଣି ।  ଏବେ ବି ବର୍ଷା ପାଣି ବିଭିନ୍ନ ଅଞ୍ଚଳରେ ଜମି…

ପଞ୍ଜାବ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢାଇଲା ଶାହାରୁଖଙ୍କ ମୀର ଫାଉଣ୍ଡେସନ, ୧୫୦ ପରିବାରଙ୍କୁ ଯୋଗାଇଲା…

ପଞ୍ଜାବରେ ହୋଇଥିବା ଭୀଷଣ ବନ୍ୟାରେ ସାହାଯ୍ୟର ହାତ ବଢାଇଛନ୍ତି କିଙ୍ଗଖାନ । ଏହି ବନ୍ୟା ପ୍ରପିଡିତ ଲୋକ ମାନଙ୍କୁ ଶାହାରୁଖଙ୍କ ମୀର ଫାଉଣ୍ଡେସନ ହାତ ବଢାଇଛନ୍ତି । ପ୍ରଭାବିତ ହୋଇଥିବା ୧୫୦୦ ପରିବାର ପର୍ଯ୍ୟନ୍ତ ଲୋକଙ୍କୁ ସାହାର୍ଯ ଦିଆଯାଇଛି । ଏହି ଲୋକମାନଙ୍କୁ ଫାଉଣ୍ଡେସନ ପକ୍ଷରୁ ରିଲିଫ୍…

ସୁବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ତ

ଜଳେଶ୍ବର: ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ କ୍ରମାଗତ ବନ୍ୟା, ଉତ୍ତର ବାଲେଶ୍ବରର ଧାନଚାଷୀଙ୍କ ଆର୍ଥିକ ମେରୁଦଣ୍ତକୁ ଦୋହଲାଇ ଦେଇଛି । ଜଳେଶ୍ବର, ବାଲିଆପାଳ ଏବଂ ଭୋଗରାଇ ବ୍ଲକର ହଜାର ହଜାର ହେକ୍ଟର ଜମିରେ ରୂଆ ଯାଇଥିବା ଧାନ ଗଛ ପାଣିରେ ବୁଡି ପଚି ସଢ଼ି ନଷ୍ଟ ହୋଇ ଗଲାଣି । ବାଲିଆପାଳ…

ପ୍ରବଳ ଲଗାଣ ବର୍ଷାରେ ବେହାଲ ଯାଜପୁର, ରାସ୍ତାଘାଟ ସବୁଠି ସୃଷ୍ଟି ହୋଇଛି କୃତ୍ରିମ ବନ୍ୟାର ପରିସ୍ଥିତି

ଯାଜପୁର: ପ୍ରବଳ ଲଗାଣ ବର୍ଷାରେ ବେହାଲ ଯାଜପୁର । ରାସ୍ତାଘାଟ ସବୁଠି ଚାଲିଛି ପାଣିର ସୁଅ । ଗତ ଦୁଇଦିନ ଧରି ଜିଲ୍ଲାର ପ୍ରାୟ ଅଧିକାଂଶ ସ୍ଥାନରେ ଲାଗିରହିଛି ପ୍ରବଳ ବର୍ଷା । ଜିଲ୍ଲା ହେଡକ୍ବାଟର ସମେତ ପ୍ରାୟ ଅଧିକାଂଶ ସ୍ଥାନରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଅବସ୍ଥା ଅସମ୍ଭାଳ ହୋଇପଡିଛି…

ସତର୍କ ସଙ୍କେତ ଅତିକ୍ରମ କଲା ଜଳକା ନଦୀ ଜଳସ୍ତର, ପାଣି ବଢୁଥିବାରୁ ବନ୍ୟା ଆଶଙ୍କା

ବାଲେଶ୍ୱର : ଫୁଲୁଛି ଜଳକା ।  ଲଘୁଚାପ ଜନିତ ଲଗାଣ ବର୍ଷାରେ ବଢୁଛି ଜଳକା ନଦୀର ଜଳସ୍ତର ।  ମଥାନୀ ଠାରେ ସତର୍କ ସଙ୍କେତ ୬ ମିଟର ଥିବା ବେଳେ ବିପଦ ସଙ୍କେତ ୬.୫୦ ମିଟର ରହିଛି ।  ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ବସ୍ତା ସମେତ ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର…

ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା, କିନ୍ତୁ ନାହିଁ ବନ୍ୟା ସ୍ଥିତି : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।  ସେ କହିଛନ୍ତି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି କିନ୍ତୁ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । କିନ୍ତୁ କୌଣସି ନଦୀରେ ବନ୍ୟା ନାହିଁ । ବର୍ଷା ଲାଗି ରହିଲେ…