Browsing Tag

flood

ଭଟ୍ଟାରିକା ପୀଠରେ ୧୪୪ ଧାରା ଲାଗୁ, ଜନଗହଳି ଏଡାଇବାକୁ ପ୍ରଶାସନର ନିଷ୍ପତ୍ତି

ନରସିଂହପୁର (କେନ୍ୟୁଜ): ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି । ଏନେଇ ଭଟ୍ଟାରିକା ପୀଠରେ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି ।…

ବର୍ଷା ପରେ ବଢ଼ିଲା ବନ୍ୟା ଭୟ : ଫୁଲୁଛି ନଦୀ, ପାଣି ଘେରରେ ବିତୁଛି ଜନଜୀବନ

(କେନ୍ୟୁଜ):  ଲଘୁଚାପ ଜନିତ ବର୍ଷା ଯୋଗୁଁ ପ୍ରବଳ ବର୍ଷା ଲାଗି ରହିଛି । ସବୁ ନଦୀନାଳ ପୂର୍ଣ୍ଣ ହେବା ଉଛୁଳିବା ଆରମ୍ଭ କରିଛି ।  ସେହିପରି ଲଗାଣ ବର୍ଷାରେ ଭାଙ୍ଗିଗଲା କଲଭର୍ଟ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହରିଚନ୍ଦନପୁର-ଦୈତାରି ରାସ୍ତା ବଡଶିଆଳିମାଳ ନିକଟ…

ମାଛଗାଁ କେନାଲ ବନ୍ଧରେ ଦୁଇଟି ଘାଇ, ସୃଷ୍ଟି ହେଲା କୃତ୍ରିମ ବନ୍ୟା

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ମାଛଗାଁ କେନାଲ ବନ୍ଧରେ ଦୁଇଟି ଘାଇ ହୋଇଛି। ଗୋଟିଏ ତରିକୁନ୍ଦ୍ ଓ ଗୋଟିଏ ଦଳେଇ ଘାଇ ପାଖରେ ୨୦ ଫୁଟର ଘାଇ ହୋଇଥିବା ବେଳେ ଦଳେଇଘାଇ ପାଖରେ ୧୫ ଫୁଟର ଘାଇ ହୋଇଛି। ପାଣି ମାଡ଼ିଯିବାରୁ ଓ ଗ୍ରାମରେ ପାଣି ପଶି ଯିବାରୁ ଲୋକମାନଙ୍କ ନାହିଁ ନଥିବା…

ନୟାନ୍ତ କଲାଣି ବନ୍ୟା: ଉବୁଟୁବୁ ଆସାମ; ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷା ସାଙ୍ଗକୁ ଭୂସ୍ଖଳନ

ନୂଆଦିଲ୍ଲୀ : ଦେଶରେ ବର୍ଷା ଓ ବନ୍ୟା ବିତ୍ପାତ । କେଉଁଠି ପ୍ରବଳ ବର୍ଷା ବନ୍ୟା ଆଣିଛି ତ ଆଉ କେଉଁଠି ଭୂସ୍ଖଳନ । ଉତ୍ତର ପୂର୍ବ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ପରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ଆସାମରେ ଭୟଙ୍କର ବନ୍ୟା ସ୍ଥିତି । ପାଣି କମୁଥିଲେ ବି ଏବେ ବି ସାଢେ ୪ଲକ୍ଷରୁ…

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ମାଡିଆସିଲା ବନ୍ୟା ପାଣି, ଜାତୀୟ ରାଜପଥରେ ୧୫ କିମି ଟ୍ରାଫିକ ଜାମ୍‌

ଲଗାତାର ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ସହ ବନ୍ୟା ପରିସ୍ଥିତି ଉପୁଜିଛି । ଏହି କାରଣରୁ ଟ୍ରାଫିକ୍ ଜାମ୍ ଆରମ୍ଭ ହେବା ସହ ବୁଲିବାକୁ ଯାଇଥିବା ଶହ ଶହ ଯାତ୍ରୀ ରାସ୍ତାରେ ଫସି ରହିଥିବା ଖବର ମିଳିଛି । ୧୫ କିମି ବାଟ ଯାଏଁ ଟ୍ରାଫିକ ଜାମ୍‌ ରହିଛି । ଫଳରେ ୨୦୦ରୁ ଅଧିକ ଲୋକ ଜାରତୀୟ…

ଲଘୁଚାପ ପ୍ରଭାବରେ ବାଲିଗୁଡ଼ାରେ ଲାଗି ରହିଛି ମୁଷଳଧାରରେ ବର୍ଷା, ବସ୍ ଷ୍ଟାଣ୍ଡ ନିକଟ ରାସ୍ତା ଉପରେ ୪ ଫୁଟର ପାଣି

ବାଲିଗୁଡ଼ା(କେନ୍ୟୁଜ୍): ଲଘୁଚାପ ପ୍ରଭାବରେ ବାଲିଗୁଡ଼ାରେ ପ୍ରବଳ ବର୍ଷା । ମଧ୍ୟ ରାତ୍ରିରୁ ସହରରେ ମୁଷଳଧାର ବର୍ଷା ଲାଗି ରହିଛି । ବାଲିଗୁଡା ବସ ଷ୍ଟାଣ୍ଡ ନିକଟରେ ରାସ୍ତା ଉପରେ ୪ ଫୁଟ ପାଣି ପ୍ରବାହିତ । ବାଲିଗୁଡାରୁ ବୁଡ଼ାଗୁଡ଼ା ରାସ୍ତାରେ ଗାଡି ଚଳାଚଳ ବନ୍ଦ । କଦଳୀ ବନ୍ଧରେ ପାଣି ଫୁଲିବା…

ବନ୍ୟା ପରେ ପାକିସ୍ତାନରେ ହାହାକାର ସ୍ଥିତି, ହାତ ଟେକି ଦେଲେ ସରକାର

ପଡ଼ୋଶୀ ଦେଶ ପାକିସ୍ତାନରେ ନଦୀଗୁଡ଼ିକ ଶାନ୍ତ ହୋଇଯାଇଥିଲେ ମଧ୍ୟ ସମସ୍ୟା କମିବାର ନାଁ ଧରୁନି। ପୂରା ସିନ୍ଧ ଅଞ୍ଚଳ ଏବେ ବି ଜଳାର୍ଣ୍ଣବ ରହିଛି ଓ ବନ୍ୟାଞ୍ଚଳରେ ଫସିଥିବା ଲୋକଙ୍କୁ ବାହାର କରିବା ପାଇଁ ରେସ୍‌କ୍ୟୁ ଅପରେସନ୍‌ ଜାରି ରହିଛି। ପ୍ରକୃତିର ଏହି କରାଳ ରୂପ ଦେଖି ପାକିସ୍ତାନବାସୀ ବି…

ବିପଦ ସଙ୍କେତ ଉପରେ ଜଳକା ନଦୀ, ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ନଦୀକୂଳିଆ ଲୋକେ

ଜଳେଶ୍ବର(କେନ୍ୟୁଜ୍): ଲଗାଣ ବର୍ଷାରେ ଫୁଲିଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା । ଏବେ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ମଧ୍ୟାହ୍ନ ୧୨ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫.୯୬ ମିଟର ରହିଛି । ମୟୂରଭଞ୍ଜ…

ସାରା ରାତି ବର୍ଷା, ସକାଳ ବେଳକୁ ଆଇଟି ହବ୍‌ ଜଳମୟ

କେନ୍ୟୁଜ୍(ବ୍ୟୁରୋ):  ସାରା ରାତି ବର୍ଷା। ସକାଳ ବେଳକୁ ସାରା ସହର ଜଳମୟ। ହ୍ରଦରେ ପରିଣତ ହୋଇସାରିଥିଲା ଆଇଟି ହବ୍‌। ପରିସ୍ଥିତି ଏପରି ହୋଇଥିଲା ରାସ୍ତାରେ ବୋଟ ଚାଲିଥିଲା। ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ। ମୂଷଳ ଧାର ବର୍ଷା ପରେ ଅନେକ ଅଞ୍ଚଳ ବର୍ଷା ଜଳରେ ବୁଡ଼ି ରହିଥିଲା। ରାସ୍ତାରେ…

ପାକିସ୍ତାନରେ ‘ମହାବିନାଶ’…! ୩୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ୩ କୋଟି ଲୋକ ଜଳବନ୍ଦୀ

ପ୍ରକୃତିର କରାଳ ରୂପ, ଯୁଆଡ଼େ ଚାହିଁବ ସିଆଡ଼େ ଖାଲି ପାଣି ଆଉ ପାଣି…ନା ମୁଣ୍ଡ ଗୁଞ୍ଜିବାକୁ ଜାଗା ଅଛି, ନା ଖାଇବାକୁ ଦୁଇ ମୁଠା ଦାନା। ଚତୁର୍ଦ୍ଦିଗରେ ହାହାକାର। ଆଖିରୁ ନିଦ ଛଡ଼ାଇ ନେଇଛି ଏହି ଘାତକ ବନ୍ୟା। ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। ବର୍ତ୍ତମାନ ସମୟରେ ଏ ହେଉଛି ପାକିସ୍ତାନର…

କେନ୍ଦ୍ରାପଡ଼ା : ବନ୍ୟାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ, ପୁଅକୁ ହରାଇ କାନ୍ଦୁଛି ମା’

ପଟ୍ଟାମୁଣ୍ଡାଇ : ବନ୍ୟାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବାଲିପଡ଼ା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବା ପରେ ପାଣି ଘେରରେ ରହିଥିଲେ ନଦୀକୂଳିଆବାସୀ । ତେବେ ଚଳିତବର୍ଷ ବନ୍ୟା ଦୁଇ ପରିବାର ପାଇଁ ଦୁଃଖ ଆଣି ଦେଇଥିଲା ।…

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା: ତାଣ୍ଡବ ରଚିଛି ଭୟଙ୍କର ବନ୍ୟା, ଗଲାଣି ୧୦୦୦ ଲୋକଙ୍କ ଜୀବନ

ପାକିସ୍ତାନରେ ପ୍ରବଳ ବର୍ଷା ହେବା ଫଳରେ ଭୟଙ୍କର ବନ୍ୟା ହୋଇଛି। ବନ୍ୟା ଯୋଗୁଁ ଚାରିଆଡେ ହାହାକାର ପରିସ୍ଥିତି ଦେଖାଦେଇଛି। ବର୍ଷା ଓ ବନ୍ୟାରେ ଏପର୍ଯ୍ୟନ୍ତ ୧୦୦୦ ଲୋକ ପ୍ରାଣ ହରାଇଛନ୍ତି। ସରକାର ଏପରି ସ୍ଥିତି ଦେଖି ନ୍ୟାସନାଲ ଏମରଜେନ୍ସୀ ଘୋଷଣା କରିଛନ୍ତି। ପାକିସ୍ତାନୀ ପତ୍ରିକା ଡନ…