ଭୁବନେଶ୍ୱର ଉପକଣ୍ଠ ଧଉଳି ପଞ୍ଚାୟତରେ ଘରେ ପଶିଲା ପାଣି, ଛାତ ଉପରେ କରିଛନ୍ତି ଅସ୍ଥାୟୀ ପାଲଟଣା ଘର

ଭୁବନେଶ୍ୱର(କେନ୍ୟୁଜ୍): ଫୁଲୁଛି ମହାନଦୀ। ମହାନଦୀ ପାଣି ଦୟା ନଦୀରେ ଆସିବାରୁ ଭୁବନେଶ୍ୱର ଉପକଣ୍ଠ ଧଉଳି ପଞ୍ଚାୟତ ଶରଦେଇପୁରରେ ନଦୀ କୂଳରେ ଥିବା ୧୦ଜଣଙ୍କ ଘରେ ପଶିଲା ପାଣି। ଆଜିକୁ ଦୁଇ ଦିନ ହେବ କଲବଲ ହେଉଛନ୍ତି ୧୦ ପରିବାର।

ଠିକ୍‌ରେ ରୋଷେଇ କରିପାରୁନଥିବା ବେଳେ ଶାନ୍ତିରେ ଶୋଇ ପାରୁନାହାନ୍ତି। ଲଗାଣ ବର୍ଷା ଲାଗି ରହିଥିବାରୁ ଛାତ ଉପରେ ଅସ୍ଥାୟୀ ପାଲ ଟଣା ଘର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.