for good health

ଆଚାର ଖାଇବାକୁ ଭଲ ପାଆନ୍ତି କି ? ହୋଇଯାଆନ୍ତୁ ସାବଧାନ ନଚେତ ଭୋଗିବେ ଏହି ସମସ୍ୟା

ଭାରତକୁ ଆଚାରର ଦେଶ କହିବା ଭୁଲ ହେବ ନାହିଁ । ଏଠାରେ ସବୁ ପ୍ରକାରର ଆଚାର ମିଳିଥାଏ ଯାହାକୁ ଲୋକେ ଖାଇବାକୁ ବହୁତ ପସନ୍ଦ କରନ୍ତି ।…

10 months ago

ଚାକିରି ପାଇବା ପାଇଁ ଚାହୁଁଥିଲେ ସୂର୍ଯ୍ୟଦେବଙ୍କୁ ପ୍ରତିଦିନ ଅର୍ଘ୍ୟ ପ୍ରଦାନ କରନ୍ତୁ, ମିଳିବ ତୁରନ୍ତ ଶୁଭ ଫଳ

ଶାସ୍ତ୍ର ଅନୁଯାୟୀ ଆମ ହିନ୍ଦୁ ଧର୍ମରେ ଥିବା ଦେବଦେବୀଙ୍କ ସଂଖ୍ୟା ୩୩ କୋଟି। କିନ୍ତୁ ଏସମସ୍ତ ଦେବଦେବୀଙ୍କ ମଧ୍ୟରୁ ଆମେ କେବଳ ସୂର୍ଯ୍ୟ ଓ ଚନ୍ଦ୍ର ଦେବଙ୍କୁ…

2 years ago

ମଧୁମେହ ରୋଗୀ ଖାଆନ୍ତୁ ଏହି ଅଟାର ରୁଟି, ଜାଣନ୍ତୁ ଏହାର ଉପକାରିତା

ଆଜିର ଦିନରେ ଅଧିକ ବଢ଼ିବାରେ ଲାଗିଛି ମଧୁମେହ ରୋଗୀଙ୍କ ସଂଖ୍ୟା। ବର୍ତ୍ତମାନ ଏହି ରୋଗ ଅଧିକ ମାରାତ୍ମକ ହେବାରେ ଲାଗିଛି। କିନ୍ତୁ ଏହାକୁ ଆପଣ ନିଜର ଖାଦ୍ୟ…

2 years ago

କେସର ସହ ତୁଳସୀ ମିଶାଇ ଖାଇବା ଦ୍ୱାରା ଶରୀର ଓ ତ୍ୱଚା ସୁସ୍ଥ ରୁହେ

ଖାଦ୍ୟପେୟରେ ଅଣିଏୟମିତତା ତଥା ମାତ୍ରାଧିକ ପ୍ରଦୂଷଣ କାରଣରୁ ମହିଳାଙ୍କ ଠାରେ ତ୍ୱଚା ସମସ୍ୟା ଦେଖାଦେଉଛି । କିଛି ଜଣଙ୍କ ମନରେ ଧାରଣା ରହିଛି ଯେ ତ୍ୱଚା ସମସ୍ୟା…

2 years ago

ଗର୍ଭବତୀ ସମୟରେ ଅଧିକ ଚିନ୍ତାଗ୍ରସ୍ତ ରହିଲେ କନ୍ୟା ସନ୍ତାନ ଜନ୍ମ ଦିଅନ୍ତି ମହିଳା, ରିସର୍ଚ୍ଚରେ ଖୁଲାସା

ଚିନ୍ତା ମନୁଷ୍ୟ ମନରେ ସବୁଦିନ ସବୁ ସମୟରେ ଆସିଥାଏ। ସାଧାରଣତଃ ମନୁଷ୍ୟ ଚିନ୍ତାଗ୍ରସ୍ତ ସେତେବେଳେ ହୁଏ ଯେତେବେଳେ ତା’ ଆଗରେ ସମସ୍ୟାର ସେତୁବନ୍ଧ ରହିଥାଏ। ତା’କୁ ପାର…

3 years ago

ଓଜନ ନିୟନ୍ତ୍ରଣ କରିବା ସହ ଲିଭରକୁ ସୁସ୍ଥ ରଖିଥାଏ ନାଗଫେଣୀ, ଜାଣନ୍ତୁ ଆଉ କ’ଣ ରହିଛି ଏହାର ଫାଇଦା

ଅଧିକାଂଶ ଲୋକେ ନାଗଫେଣୀ ଗୁଳ୍ମକୁ ଘରେ ଆକର୍ଷଣୀୟ ପାଇଁ ରଖିଥାନ୍ତି। ଏହାର ଦେଖାଶୁଣା କରିବା ମଧ୍ୟ ବହୁତ ସହଜ। କାରଣ ଏଥିରେ କମ୍‌ ପାଣି ବ୍ୟବହାର ହୋଇଥାଏ।…

5 years ago