ganjam news

ମା’ ସିଂହାସନୀଙ୍କ ମନ୍ଦିରରେ ପାଳିତ ହେଲା ପ୍ରସିଦ୍ଧ ରଜପର୍ବ, ଛୁଟିଲା ଭକ୍ତଙ୍କ ସୁଅ

ପୋଲସରା(କେନ୍ୟୁଜ): ଅସହ୍ୟ ଗରମରେ ଭକ୍ତମାନେ ଛୁଟି ଆସିଛନ୍ତି ମନ୍ଦିର । ମା’ଙ୍କ ଅପୂର୍ବ ଆଳତି ଦର୍ଶନ କରିବାର ସୌଭାଗ୍ୟ ନେଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । ତେବେ…

1 week ago

ଦିନକୁ ଦିନ ଭୟଙ୍କର ହେଉଛି ସମୁଦ୍ରର ରୂପ, ଛାନିଆ ସମୁଦ୍ରକୂଳିଆ ବାସିନ୍ଦା

ଗଞ୍ଜାମ(କେନ୍ୟୁଜ): ସମୁଦ୍ରର କରାଳ ରୂପ ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି । ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣରେ ନୂତନ ଭାବେ…

2 weeks ago

ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁ ଚିରା ଶଙ୍ଖ ନିକଟ ଏକ ଚାଷ ଜମିରୁ ଠାବ ହୋଇଥିଲା ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ । ମୃତ…

4 months ago

ପୁଅର ଦୁଃଖ ଆଉ ସହି ପାରୁନି ବୁଢ଼ୀ ମା, ସହାୟତାକୁ ଅନେଇ ବସିଛି

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମ ଜ଼ିଲ୍ଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗାଁ ର କୁମାରୀ ଦାସ । ସବୁ କିଛି ଠିକ ଠାକ ଚାଲିଥିଲା ତାଙ୍କ ଜୀବନରେ । ପାଠ…

3 years ago

ବାଇକରେ ଆସି କାନ୍ଧରେ ସାଇକେଲ ଧରି ଛୁ, ସିସିଟିଭିରେ କଏଦ ହେଲା ଚୋରଙ୍କ କାରନାମା

ବ୍ରହ୍ମପୁର(କେନ୍ଯୁଜ୍): ବାଇକରେ ଆସି ସାଇକେଲ ଚୋରି। ଫିଲ୍ମି ଷ୍ଟାଇଲରେ ସାଇକେଲକୁ କାନ୍ଧରେ ଧରି ଚମ୍ପଟ ମାରିଲେ ଲୁଟେରା। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି…

3 years ago

ସମ୍ପତ୍ତି ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ: ସାନ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇର ମୃତ୍ୟୁ

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେଗୁନିଆ ଫାଣ୍ଡି ଜଗତା ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ସମ୍ପତ୍ତି ପାଇଁ ସାନ ଭାଇର ଖଣ୍ଡା…

3 years ago

ପ୍ରେମିକାଙ୍କୁ ପୋଡି ମାରିଦେବା ଘଟଣାର ତଦନ୍ତ ପାଇଁ ୨ଟି ଟିମ୍‌ ଗଠନ, ସିସିଟିଭି ଫୁଟେଜ ଓ ମୋବାଇଲ ଲୋକେସନ୍‌ ଉପରେ ଗୁରୁତ୍ୱ

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମରେ ପ୍ରେମିକାକୁ ଜିଅନ୍ତା ଜାଳିଦେବା ଘଟଣାରେ ବଢି ବଢି ଚାଲିଛି ସନ୍ଦେହ। ତଦନ୍ତ ପାଇଁ ଗଠନ କରାଯାଇଛି ଦୁଇଟି ଟିମ୍‌ । ଗୋଟିଏ ଟିମ ମୁଜାଗଡ…

3 years ago

କାହିଁକି ଗଂଜାମ ଜିଲ୍ଲାରେ ଦେଖାଯାଆନ୍ତି ବିରଳ କୃଷ୍ଣସାର ମୃଗ ? ଜାଣନ୍ତୁ ଏହା ପଛର ରହସ୍ଯ

ଭଞ୍ଜନଗର(କେନ୍ଯୁଜ୍): ଦଳ ଦଳ ହୋଇ ମୁକ୍ତ ଏବଂ ଅବାଧରେ ବିଚରଣ କରୁଛନ୍ତି କୃଷ୍ଣସାର ମୃଗ । ପାଖ ପଡ଼ିଆରୁ ଆରମ୍ଭ କରି , ଗାଁ ଓ ରାସ୍ତାକଡ଼ରେ…

3 years ago

କଙ୍ଗାରୁ କୋର୍ଟରେ ଜଣେ ଯୁବକ ଓ ଯୁବତୀଙ୍କୁ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇବା ପଡିଲା ମହଙ୍ଗା, ୫ ଗିରଫ

ଗଞ୍ଜାମ: କଙ୍ଗାରୁ କୋର୍ଟରେ ଜଣେ ଯୁବତୀ ଓ ଯୁବକଙ୍କୁ ଚପଲ ମାଳା ପିନ୍ଧାଇ ଗାଁ ବୁଲାଇବା ଘଟଣାରେ ୫ ଗିରଫ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା…

3 years ago

ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ହେଲା ଧୁଆଁ ମୁକ୍ତ: ହଟିଲା କାଠ ଚୁଲି, ବଣ୍ଟନ ହେଲା ଗ୍ୟାସ ଚୁଲା

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ହେଲା ଧୁଆଁ ମୁକ୍ତ । ଅଙ୍ଗନବାଡି କେନ୍ଦ୍ରରୁ ହଟିଲା କାଠ ଚୁଲି । ଏବେ ଗ୍ୟାସ ଯୋଗେ…

3 years ago

ଆଜିବି ବ୍ଯବହାର ହେଉଛି ଅଢା,ଗଉଣୀ,ସୋଲା: ଜାଣନ୍ତୁ ଏହି ତୁମ୍ବ କାରିଗରଙ୍କ ଜୀବିକା ଏବଂ ଏହାର ଚାହିଦା ବିଷୟରେ

ଗଞ୍ଜାମ: ବଦଳୁଛୁ ଯୁଗ ତା ସାଙ୍ଗକୁ ବଦଳିବାରେ ଲାଗିଛି ଆମ ଚାଲି ଚଳଣି । ସମୟ ସହିତ ତାଳ ଦେଇ ଆଧୁନିକତାକୁ ଗ୍ରହଣ କରିଛନ୍ତି ଆମେ। ତଥାପି…

4 years ago

ମନେପଡ଼ିଯାଏ ଆଜି ସେହି ପିଲାଦିନ କାହାଣୀ, ଅତୀତର ସ୍ମୃତିକୁ ଜୀବିତ କରୁଛି ଗଂଜାମ ଜିଲ୍ଲାର ଏହି ଦୃଶ୍ଯ

ଭଞ୍ଜନଗର: ଜୀବନ ଓ ଜୀବିକା ଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନଚର୍ଯ୍ଯାକୁ ପ୍ରଭାବିତ କରିଛି ମହାମାରୀ କରୋନା । ଜୀବନ , ଜୀବିକାଠାରୁ ଆରମ୍ଭ କରି ପରମ୍ପରା…

4 years ago