ଦମକଳ କର୍ମଚାରୀଙ୍କ ସାହସିକତା, ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ହେଲେ ଦୁର୍ଘଟଣାର ଶିକାର
ଦମକଳ ବାହିନୀ । ନାଁ ଯେମିତି କାମ ବି ସେମିତି । ଲୋକଙ୍କୁ ବିପଦରେ ଦେଖିଲେ ନିଜ ଜୀବନ କଥା କେବେ ଭାବନ୍ତିନି ଏମାନେ । ଦୁର୍ଘଟଣା ହେଉ କି କିଏ ପୋଖରୀ ବୁଡ଼ି ଯାଉଥିବାର ଖବର ହେଉ ସଙ୍ଗେ ସଙ୍ଗେ ନିଜ ଜୀବନକୁ ବାଜିରେ ଲଗାଇ ଏମାନେ ଘଟଣାସ୍ଥଳରେ ପହଞ୍ଚି ଯାଆନ୍ତି । ଆଉ ଆଜି ବି ଏହି ଦମକଳ…