Browsing Tag

ganjam news

ମୋତେ ସାହାଯ୍ୟ କରନ୍ତୁ ମୁଁ ପାଠ ପଢିବି: ଆଖିରେ ଆଖିଏ ଲୁହ, କୋହ ଭରା କଣ୍ଠରେ ନିବେଦନ କରୁଛି ଆରତୀ

ଗଂଜାମ: ମୋତେ ସାହାଯ୍ୟ କରନ୍ତୁ ମୁଁ ପାଠ ପଢିବି।  ଦୁର୍ଘଟଣାରେ ମୁଁ ଅକାମୀ ହୋଇଯାଇଛି, ଶେଯରୁ ଉଠି ପାରୁନାହିଁ କିମ୍ବା ଚାଲି ପାରୁନାହିଁ । ଆଖିଏ ଲୁହ, କୋହ ଭରା କଣ୍ଠରେ କହୁଛି ଆରତୀ । ଏମିତି ଏକ ଦୁଃଖର କାହାଣୀ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଶୁଣ୍ଢିପଲ୍ଲୀ…

କୋଭିଡ୍‌ କଟକଣାର ଖୋଲା ଉଲଂଘନ: ଗଂଜାମ କବିସୂର୍ଯ୍ୟନଗରର ପ୍ରସିଦ୍ଧ ଶକ୍ତିପୀଠ ମା’ ମହାମାୟୀଙ୍କ ମନ୍ଦିରରେ ରୁଣ୍ଡ ହେଲେ…

ଗଂଜାମ : କୋଭିଡ୍‌ କଟକଣାର ଖୋଲା ଉଲଂଘନ । ପୂଜା-ଉପାସନା ପାଳନ ବେଳେ ରୁଣ୍ଡ ହେଲେ ଶହଶହ ସଂଖ୍ୟାରେ ମହିଳା । ଗଂଜାମ କବିସୂର୍ଯ୍ୟନଗରର ପ୍ରସିଦ୍ଧ ଶକ୍ତିପୀଠ ମା’ ମହାମାୟୀଙ୍କ ମନ୍ଦିରରେ ଶନିବାର ବ୍ରତ ପାଳିବା ପାଇଁ ସମାଗମ ହୋଇଥିଲେ ଶତାଧିକ ମହିଳା ଭକ୍ତ । ଅଧିକାଂଶଙ୍କ ମୁହଁରେ ମାସ୍କ…

ଦୁଇ ହଜାର ଲୋକଙ୍କ ପାଇଁ ଭୋଜିର ଆୟୋଜନ କରିବା ପଡିଲା ମହଙ୍ଗା, ଗଣିଲେ ୫୦ହଜାର ଟଙ୍କାର ଜରିମାନା

ଗଂଜାମ: ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ଦୁଇ ହଜାର ଲୋକଙ୍କ ପାଇଁ ଭୋଜିର ଆୟୋଜନ କରିବା ପଡିଲା ମହଙ୍ଗା ।  ଗଂଜାମ ଜିଲ୍ଲା କୁକୁଡାଖଣ୍ଡିରେ ପି,ସୁବାଷ ନାମକ ଜଣେ ବ୍ୟକ୍ତି ଦୁଇ ହଜାର ଲୋକଙ୍କ ପାଇଁ ଭୋଜି ରୋଷେଇ କରିଥିବା ବେଳେ ଖବର ପାଇ ତହସିଲଦାର ଡଃ ଇସ୍ପିତା ପ୍ରିୟଦର୍ଶିନୀ ମିଶ୍ର…

ପୂର୍ବ ଶତୃତାକୁ ନେଇ ଦୁଇ ଅପରାଧୀଙ୍କ ଭିତରେ ଛୁରା ମାଡ, ଜଣେ ମୃତ

ଗଞ୍ଜାମ: ପୂର୍ବ ଶତୃତାକୁ ନେଇ ନୃଶଂସ ହତ୍ୟା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁରେ ଦୁଇ ଅପରାଧୀଙ୍କ ମଧ୍ୟରେ ହାତାହାତି ହୋଇ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ଅପରାଧୀ ପରସ୍ପରକୁ ଛୁରା ମାଡ କରିବା ଫଳରେ ଦୁଇ ଜଣଙ୍କ ଗୁରୁତର ଅବସ୍ଥାରେ ବ୍ରହ୍ମପୁର MKCGରେ ଭର୍ତ୍ତି…

ଏହି ପରିବାରକୁ ସର୍ବଶାନ୍ତ କରିଦେଲା କରୋନା: ଡକାଡକି ହୋଇ ଚାଲିଗଲେ ଚାରି ଭାଇ

କୋଦଳା: କରୋନା ସାରା ଦେଶକୁ ହନ୍ତସନ୍ତ କରିସାରିଲାଣି । ପ୍ରତିଦିନ କରୋନା ନେବାରେ ଲାଗିଛି ମୁଣ୍ଡ ଉପରେ ମୁଣ୍ଡ । ତେବେ ଏମିତି ଏକ ପରିବାର ଯାହାକୁ ସର୍ବଶାନ୍ତ କରିଦେଇଛି ଏହି କରୋନା ଭାଇରସ୍ । ବେସାହାରା ହୋଇପଡିଛି ଏହି ପରିବାର । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅନ୍ତର୍ଗତ ଅଙ୍ଗାର…

ଗଞ୍ଜାମ: ଜୁଆ ଆଡ୍ଡା ଉପରେ ରାତି ଅଧରେ ଅତର୍କିତ ଚଢ଼ାଉ କଲା ପୋଲିସ୍, ୨୨ଜୁଆଡ଼ିଙ୍କ ସହ ଅନେକ ସମାଗ୍ରୀ ଜବତ

ଗଞ୍ଜାମ(କେନ୍ୟୁଜ୍): ଆଉ କିଛି ଦିନ ପରେ ଆସୁଛି ପାର୍ବଣ ଋତୁ । ସାଧାରଣତଃ ଏହି ଦିନରେ ଗଞ୍ଜାମ ଜିଲ୍ଲାର ପ୍ରାୟ ସ୍ଥାନରେ ଜୁଆ ଖେଳ ବୃଦ୍ଧି ପାଇଥାଏ । ଗୋଟିଏ ପଟେ କରୋନା ପାଇଁ ସବୁଠାରେ ଭୟର ବାତାବରଣ ରହିଥିବା ବେଳେ ଅନ୍ୟ ପଟେ ଏହାକୁ ଖାତିରି ନକରି ଜୁଆଡି ମାନେ ସାମାଜିକ ଦୂରତା ଭୁଲି ଯାଇ…

ଗଞ୍ଜାମ: ଗାଧୋଇବା ବେଳେ ଋଷିକୂଲ୍ୟା ନଦୀରେ ବୁଡ଼ି ଯୁବକ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ପଞ୍ଚାୟତର ଅଲାଡ଼ିଗାଁରେ ଆଜି ସକାଳେ ଏକ ଅଘଟଣ ଘଟିଛି । ଗାଁର ଟିଣା ମହାନ୍ତି ନାମକ ଜଣେ ଯୁବକଙ୍କର ଋଷିକୂଲ୍ୟା ନଦୀରେ ବୁଡ଼ି ମୃତ୍ୟୁ ହୋଇଛି । ଆଜି ସକାଳେ ସେ ଗାଧୋଇବା ବେଳ କୌଣସି ଅସାବଧନତା କାରଣରୁ ଗୋଡ଼ ଖସି…

ଗଞ୍ଜାମ: ଅତ୍ୟାଚାର ସହିପାରିଲାନି ବାପା, ଜନ୍ମ କଲା ପୁଅକୁ ଠେଙ୍ଗାରେ ପିଟି ପିଟି କଲା ହତ୍ୟା

ଗଞ୍ଜାମ : ଜନ୍ମ କଲା ପୁଅକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ବାପା । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଆମ୍ବୁର୍ତୁଳୁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଜୟ ବିଶୋୟୀ ନିଜ ପୁଅକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି । ପୁଅ ଜିତେନ୍ଦ୍ର ପ୍ରତିଦିନ ମଦ ପିଇ ବାପା ମାଆକୁ ବାଡ଼େଇଥାଏ…

ଗଞ୍ଜାମ: ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧା ହେଲେ ଦୁଇ ଭାଇ

ଗଞ୍ଜାମ: ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଦୁଇ ଯୁବକ ଗିରଫ । ଗଞ୍ଜାମ ତାରାସିଂ ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ବଦାଙ୍ଗି ଗାଁର ରଞ୍ଜିତ ସାହୁ ଓ ସାଗର ସାହୁ । ଦୁଇ ଅଭିଯୁକ୍ତ ସଂପର୍କୀୟ ଦୁଇ ଭାଇ ବୋଲି ଜଣାପଡ଼ିଛି । ସାଗର ସାହୁ…

ଅମାନିଆଙ୍କ ଗଣେଶ ପୂଜା: ଖୁଲମ ଖୁଲା ସରକାରଙ୍କୁ ଚାଲେଞ୍ଜ, ବନ୍ଦ କରିବାକୁ କହିବାରୁ ତହସିଲଦାରଙ୍କୁ ରଖିଲେ ଅଟକ

ବ୍ରହ୍ମପୁର ( କେ ନ୍ୟୁଜ୍):  କରୋନାର ମୁକାବିଲା କରିବା ପାଇଁ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଛି ସଂଗ୍ରାମ । ଏବେ ଆସି ଅଗଷ୍ଟ ମାସ ହେଲାଣି ତଥାପି ସଂପୂର୍ଣ୍ଣ କରୋନା ମୁକ୍ତ ହୋଇପାରିନାହିଁ ସମଗ୍ର ବିଶ୍ବ । ଏପରିପେକ୍ଷୀ ସରକାର ବିଭିନ୍ନ କଟକଣା ଲାଗୁ କରିଛନ୍ତି , ଯେପରି କରୋନା ସହ ମୁକାବିଲା…

ଆବାସ ଯୋଜାନାରେ ଆସିଲା ଘର ହେଲେ ପାଇ ପାରିଲେନି ହିତାଧିକାରୀ: ଫାଇଦା ନେଲେ ପଂଚାୟତର ପୂର୍ବତନ ଜିଆରଏସ୍

ସୋରଡା : ଆବାସ ଯୋଜାନାରେ ଆସିଲା ଘର। ମାତ୍ର ହିତାଧିକାରୀ ପାଇ ପାରିଲେନି ଏହାର ସୁଫଳ। ଏହାର ଫାଇଦା ନେଲେ ପଂଚାୟତର ପୂର୍ବତନ ଜିଆରଏସ। ଘର କାମ ପାଇଁ ସାମଗ୍ରୀ ଆଣିଲେ ଜିଆରଏସ। ଘରି ତିଆରିବି ଆରମ୍ଭ ହେଲା। ହିତାଧିକାରୀଙ୍କ ଖାତାକୁ ଘରି ତିଆରି ପାଇଁ ଟଙ୍କା ଆସିଲା। ଆଉ ଏହି ଟଙ୍କାକୁ…

ଦୋକାନ ସିଲ୍‌ ବେଳେ କୋଙ୍କରଡ଼ାରେ ଉତ୍ତେଜନା, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକଙ୍କ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କୋଙ୍କରଡ଼ାରେ ଉତ୍ତେଜନା । ଦୋକାନ ସିଲ୍‌ ବେଳେ ତହସିଲଦାର, ସରପଞ୍ଚଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଲୋକ । ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ହୋହଲ୍ଲା କରିବା ସହ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ପାଟପୁର ଥାନା…