ପୂର୍ବ ଶତୃତାକୁ ନେଇ ଦୁଇ ଅପରାଧୀଙ୍କ ଭିତରେ ଛୁରା ମାଡ, ଜଣେ ମୃତ

ଗଞ୍ଜାମ: ପୂର୍ବ ଶତୃତାକୁ ନେଇ ନୃଶଂସ ହତ୍ୟା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁରେ ଦୁଇ ଅପରାଧୀଙ୍କ ମଧ୍ୟରେ ହାତାହାତି ହୋଇ ଜଣଙ୍କ ମୃତ୍ୟୁ ହୋଇଛି।

ଦୁଇ ଅପରାଧୀ ପରସ୍ପରକୁ ଛୁରା ମାଡ କରିବା ଫଳରେ ଦୁଇ ଜଣଙ୍କ ଗୁରୁତର ଅବସ୍ଥାରେ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.