ପତି-ପତ୍ନୀ କଳହର କରୁଣ ପରିଣତି, ସ୍ଵାମୀର ଛୁରା ମାଡ଼ରେ ପତ୍ନୀ ମୃତ
ଯାଜପୁର ଟାଉନ : ପତି-ପତ୍ନୀ କଳହର କରୁଣ ପରିଣତି । ସ୍ଵାମୀର ଛୁରା ମାଡ଼ରେ ପତ୍ନୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ମଙ୍ଗଳପୁର ଥାନା ଦତ୍ତପୂର ପଞ୍ଚାୟତର ନାରାୟଣପୁର ଗ୍ରାମରେ । ମୃତକ ହେଲେ ସବିତା ସାହୁ । ଅଭିଯୁକ୍ତ ସ୍ଵାମୀ ଅଭିମନ୍ୟୁ ସାହୁକୁ ଗିରଫ କଲା ମଙ୍ଗଳପୁର ଥାନା…