Browsing Tag

murder in ganjam

ଗଞ୍ଜାମ ହୁମା କେଉଟ ସାହିରେ ଯୁବକଙ୍କୁ ପିଟି ପିଟି ହତ୍ଯା, ମୃତଦେହ ନିକଟରୁ କାଠ ଫାଳିଆ ଓ ଇଟା ଜବତ

ବ୍ରହ୍ମପୁର: ଯୁବକଙ୍କୁ ପିଟି ପିଟି ମାରିଦେଲେ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ହୁମା କେଉଟ ସାହିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହୁମା ବଡ ସାହିର ଦଣ୍ଡପାଣି ବିଶ୍ୱାଳ। ଗତକାଲି ରାତିରେ ଦଣ୍ଡପାଣି ଘରୁ ବାହାରକୁ ଯାଇ ଆଉ…

ପୂର୍ବ ଶତୃତାକୁ ନେଇ ଦୁଇ ଅପରାଧୀଙ୍କ ଭିତରେ ଛୁରା ମାଡ, ଜଣେ ମୃତ

ଗଞ୍ଜାମ: ପୂର୍ବ ଶତୃତାକୁ ନେଇ ନୃଶଂସ ହତ୍ୟା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗାଁରେ ଦୁଇ ଅପରାଧୀଙ୍କ ମଧ୍ୟରେ ହାତାହାତି ହୋଇ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ଅପରାଧୀ ପରସ୍ପରକୁ ଛୁରା ମାଡ କରିବା ଫଳରେ ଦୁଇ ଜଣଙ୍କ ଗୁରୁତର ଅବସ୍ଥାରେ ବ୍ରହ୍ମପୁର MKCGରେ ଭର୍ତ୍ତି…

ପୋଲସରା କଳମ୍ବ ବଡସାହିରେ ବାପାକୁ ପିଟି ପିଟି ହତ୍ଯା କଲେ ଦୁଇ ପୁଅ, ଗୁରୁତର ଅବସ୍ଥାରେ ମା ମେଡିକାଲରେ ଭର୍ତ୍ତି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ବଡସାହିରେ ଘଟିଛି ଅଭାବନୀୟ ଘଟଣା । ନିଜ ବାପାଙ୍କୁ ମରଣାସ୍ତ୍ରରେ ପିଟି ପିଟି ହତ୍ଯା କରିଛନ୍ତି ଦୁଇ ପୁଅ । ଏହା ସହ ମାଙ୍କୁ ମଧ୍ଯ ଆକ୍ରମଣ କରି ଗୁରୁତର କରିଛନ୍ତି ଦୁଇ ପୁଅ । ତେବେ ହତ୍ଯାକାଣ୍ଡର କାରଣ ଜଣାପଡିନଥିବାବେଳେ ପାରିବାରିକ କହଳ…

ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା , ଆସିକା କଲେଜ ଛକ ମାଗୁରା ପାହାଡ଼ ରାସ୍ତାରେ ଘଟିଛି ହତ୍ୟାକାଣ୍ଡ

ଗଞ୍ଜାମ(କେନ୍ୟୁଜ୍) : ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା। ଗଞ୍ଜାମ ଜିଲ୍ଲା ଆସିକା କଲେଜ ଛକ ପାଖ ମାଗୁରା ପାହାଡ଼ ରାସ୍ତାରେ ଘଟିଛି ଏହି ହତ୍ୟାକାଣ୍ଡ। ଗତ ବିଳମ୍ବିତ ରାତିରେ ଯୁବକ ଜଣକ ଆସିକାରୁ ତାଙ୍କ ଗାଁକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ମୃତଦେହ…

ଗଞ୍ଜାମ : ଗାଁ ଦାଣ୍ଡରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଗଞ୍ଜାମ(କେନ୍ୟୁଜ୍) : ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଗୋଲିଆ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ଜଣକ ମୀନକେତନ ସାମଲ। ମୀନକେତନ ଗାଁ ଦାଣ୍ଡରେ ଛିଡା ହୋଇଥିବାବେଳେ ଦୁର୍ବୃତ୍ତମାନେ ଆସି ତାଙ୍କୁ ଖଣ୍ଡାରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।…