Below header
Browsing Tag

ganjam news

ଗଞ୍ଜାମ ଜିଲ୍ଲାରେ ଏମିତି ଚାଲିଛି କରୋନା ସଚେତନତା, ଛାତି ଥରାଇଦେବ ଏହି ଦୃଶ୍ୟ

ଗଞ୍ଜାମ :  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଦୁଇଟି ପିକ୍ଅପ ଭ୍ୟାନ୍ ରେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ କାହା ମୁହଁ ରେ ବି' ମାସ୍କ ନାହିଁ କିମ୍ବା ସାମାଜିକ ଦୂରତା କୁ ଗୁରୁତ୍ୱ ଦିଆଯାଇ ନାହିଁ । ଗଞ୍ଜାମ ଜିଲ୍ଲାରେ କରୋନା…

ଆଜିଠୁ ଗଞ୍ଜାମ ସହାଞ୍ଚଳରେ ଡୋର ଟୁ ଡୋର ସ୍କ୍ରିନିଂ, OXY METER ଧରି ବୁଲିବେ ମେଡିକାଲ ଟିମ୍‌

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨ ହଜାର ୮୩୬ ପଜିଟିଭ୍‌ କେସ୍‌ । ସେମାନଙ୍କ ଭିତରୁ ୧୬ ଶହ ୭ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌ ରହିଛି ୧ ହଜାର ୨୦୧ । ସବୁଠାରୁ ବଡ କଥା ଜିଲ୍ଲାରେ ୨୭ ଜଣଙ୍କର ଜୀବନ ନେଇ ସାରିଲାଣି କରୋନା । ମହାମାରୀ ମୁକାବିଲା ପାଇଁ…

ଗଞ୍ଜାମ ଜିଲ୍ଲାରେ ଚାରି କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସୂଚନା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଚାରି କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ। ଏହି ୪ଜଣ ସରକାରୀ କର୍ମଚାରୀ କୋଭିଡ୍-୧୯ ରେ କାର୍ଯ୍ୟ କରି ମୃତ୍ୟୁ ଘଟିଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । କରୋନା ମୁକାବିଲା କରିବା ପାଇଁ ସରକାରୀ କର୍ମଚାରୀଙ୍କୁ କରୋନା ଯୋଦ୍ଧା ରୂପେ…

କୋଭିଡ଼ ପରିଚାଳନା ଦାୟିତ୍ୱ ପାଇଁ ଗଞ୍ଜାମ ଜିଲ୍ଲାକୁ ଗଲେ ଦୁଇ ଜଣ IAS ଅଫିସର

ଗଞ୍ଜାମ: ଗଞ୍ଜାମରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାକୁ ନଜରରେ ରଖି ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଗଞ୍ଜାମ ଜିଲ୍ଲାକୁ ପଠାଗଲା ୨ IAS ଅଫିସର । ପାରୁଲ ପଟଓ୍ଵାରୀଙ୍କୁ ସ୍ପେଶାଲ ADM ଗଞ୍ଜାମ ନିଯୁକ୍ତ କରାଯାଇଛି । ସେ ଛତ୍ରପୁର ଉପଖଣ୍ଡର କୋଭିଡ଼ ପରିଚାଳନା ଦାୟିତ୍ୱରେ ରହିବେ । ସେହିପରି…

ଗଞ୍ଜାମ ପଥରା ଗାଁରେ ଗୋଷ୍ଠୀ ସଂଘର୍ଷର ଉଗ୍ରରୂପ: ଜଣେ ମୃତ, ୬ଆହତ

ଗଞ୍ଜାମ : ଉଗ୍ରରୂପ ନେଲା ଗୋଷ୍ଠୀ ସଂଘର୍ଷ । ଗଲା ଜଣଙ୍କର ଜୀବନ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା ଗାଁରେ ଘଟିଛି ଏହି ଗୋଷ୍ଠୀ ସଂଘର୍ଷ । ଦେଶୀ ମଦ ବିକ୍ରିକୁ ନେଇ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଏଥିରେ ଦୁଇ ଗୋଷ୍ଠୀର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।…

ଜୁଲାଇ ୩୧ ଯାଏ ଗଞ୍ଜାମ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ଲାଗିଲା ପ୍ରତିବନ୍ଧକ, ଟ୍ବିଟ୍ କରି ଜଣାଇଲେ ଜିଲ୍ଲାପାଳ

ବ୍ରହ୍ମପୁର: କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ଓଡିଶା ମଧ୍ଯ ବେଶ୍ ପ୍ରଭାବିତ ହୋଇଛି । ଖାସ୍ କରି ଗଞ୍ଜାମ ଜିଲ୍ଲାରେ ଏହି ମହାମାରୀ ନିଜର ଉଗ୍ର ରୂପ ଦେଖାଇଛି । ଏଠାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ଯା ବଢିବାରେ ଲାଗିଛି । ଯାହାକୁ ନଜରରେ ରଖି ଜୁଲାଇ ୩୧…

ରାଜ୍ଯରେ ପୁଣି ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୃତକ ଉଭୟ ମହିଳା

ଗଞ୍ଜାମ: ରାଜ୍ୟରେ ପୁଣି ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ । ଏହି ମୃତକ ଦୁଇଜଣ ଗଞ୍ଜାମ ଜିଲ୍ଲାର । ମୃତକ ଉଭୟ ମହିଳା ବୋଲି ଜଣାପଡିଛି । ଜଣେ ୪୮ ବର୍ଷୀୟ ଓ ଅନ୍ୟ ଜଣେ ୩୯ ବର୍ଷୀୟ । ଏମାନେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ । ଏହାକୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି…

ଗଞ୍ଜାମରେ କରୋନା ସ୍ଥିତିକୁ ନେଇ ବଢୁଛି ଚିନ୍ତା: ଘରଠାରୁ ଏକ କିଲୋମିଟରରୁ ଅଧିକ ଦୂର ନଯିବାକୁ ଲୋକଙ୍କୁ ଅପିଲ୍‌ କଲେ…

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କରୋନାକୁ ନେଇ ବଢୁଛି ଚିନ୍ତା। ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ଜିଲ୍ଲାରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଲାଣି । ଏହି ପରିପେକ୍ଷୀରେ ଘରଠାରୁ ଏକ କିଲୋମିଟର ରୁ ଅଧିକ ଦୂର ନଯିବାକୁ ଲୋକଙ୍କୁ ଅପିଲ୍‌…

ପୋଲସରା କଳମ୍ବ ବଡସାହିରେ ବାପାକୁ ପିଟି ପିଟି ହତ୍ଯା କଲେ ଦୁଇ ପୁଅ, ଗୁରୁତର ଅବସ୍ଥାରେ ମା ମେଡିକାଲରେ ଭର୍ତ୍ତି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ବଡସାହିରେ ଘଟିଛି ଅଭାବନୀୟ ଘଟଣା । ନିଜ ବାପାଙ୍କୁ ମରଣାସ୍ତ୍ରରେ ପିଟି ପିଟି ହତ୍ଯା କରିଛନ୍ତି ଦୁଇ ପୁଅ । ଏହା ସହ ମାଙ୍କୁ ମଧ୍ଯ ଆକ୍ରମଣ କରି ଗୁରୁତର କରିଛନ୍ତି ଦୁଇ ପୁଅ । ତେବେ ହତ୍ଯାକାଣ୍ଡର କାରଣ ଜଣାପଡିନଥିବାବେଳେ ପାରିବାରିକ କହଳ…

ଗଞ୍ଜାମ ଜଗନ୍ନାଥପୁର ଷ୍ଟେସନରେ ୧୧୩୩ଜଣ ପ୍ରବାସୀଙ୍କୁ ନେଇ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍, ଆକ୍ରାନ୍ତଙ୍କ ସଂଖ୍ୟା…

ଗଞ୍ଜାମ: ଗଞ୍ଜାମ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଛି ମୁମ୍ବାଇରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌। ୧୧୩୩ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଟ୍ରେନ୍‌ଟି ପହଞ୍ଚିଛି। ଆଉ ଏକ ଟ୍ରେନ୍‌ ଆଜି ସୁରତରୁ ଆସି ପହଞ୍ଚିବ। ସେପଟେ ଗଞ୍ଜାମରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଗଞ୍ଜାମ…

ଆ…ହା..ଚିକେନ ସାଙ୍ଗକୁ, ବହଳିଆ ଡାଲି : ଜିଲ୍ଲା ପ୍ରଶାସନକୁ ପ୍ରଶଂସାରେ ପୋତି ପକାଇଲେ କ୍ୱାରେଣ୍ଟିନ…

ଗଞ୍ଜାମ: ଚିକେନ ସାଙ୍ଗକୁ,ବହଳିଆ ଡାଲି । ୨୧ ଦିନ କଣ ୩୦ ଦିନ କହିଲେ ବି ଆମେ ରହିବୁ। ଏକଥା କହିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ରେ ଏକ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ । ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ୱିଟ କରାଯାଇଥିବା…

କ୍ୱାରେଣ୍ଟାଇନ୍‌ ଅବଧି ଶେଷ ପରେ କୋଭିଡ୍‌ କମ୍ୟୁନିଟି ହେଲ୍‌ଥ ୱାର୍କର ଭାବେ କରିବେ କାମ: ଗଞ୍ଜାମ ଜିଲ୍ଲା ପ୍ରଶାସନ…

ଗଞ୍ଜାମ: ପ୍ରବାସୀଙ୍କୁ କୋଭିଡ୍‌-୧୯ ପାଠ। କ୍ୱାରେଣ୍ଟାଇନ୍‌ ଅବଧି ଶେଷ ପରେ କୋଭିଡ୍‌ କମ୍ୟୁନିଟି ହେଲ୍‌ଥ ୱାର୍କର ଭାବେ କରିବେ କାମ। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶସାନ ପକ୍ଷରୁ ନୂଆ ନିୟମାବଳି ଜାରି ହୋଇଛି। କ୍ୱାରେଣ୍ଟାଇନ୍‌ରେ ରହୁଥିବା ପ୍ରବାସୀ ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ…