godalagi besa

ଆଜି ଓଢଣ ଷଷ୍ଠୀ ଅବସରରେ ଘୋଡଲାଗି ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ(କେନ୍ୟୁଜ୍): ଆଜି ଓଢଣ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଘୋଡଲାଗି ବେଶ ଅନୁଷ୍ଠିତ ହେଉଛି। ଶୀତର ପ୍ରକୋପରୁ ରକ୍ଷା କରିବା ଲାଗି ମହାପ୍ରଭୂ ଶୀତବସ୍ତ୍ର ପରିଧାନ କରିବାର…

6 years ago