Browsing Tag

godalagi besa

ଆଜି ଓଢଣ ଷଷ୍ଠୀ ଅବସରରେ ଘୋଡଲାଗି ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ(କେନ୍ୟୁଜ୍): ଆଜି ଓଢଣ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଘୋଡଲାଗି ବେଶ ଅନୁଷ୍ଠିତ ହେଉଛି। ଶୀତର ପ୍ରକୋପରୁ ରକ୍ଷା କରିବା ଲାଗି ମହାପ୍ରଭୂ ଶୀତବସ୍ତ୍ର ପରିଧାନ କରିବାର ପରମ୍ପରା ରହିଛି। ମାର୍ଗଶୀର ଶୁକ୍ଲ ପକ୍ଷଠାରୁ ମାଘ ସପ୍ତମୀ ପର‌୍ୟ୍ୟନ୍ତ ଏହି ନୀତି ସମ୍ପାଦନ କରାଯିବ।…