Below header

ଆଜି ଓଢଣ ଷଷ୍ଠୀ ଅବସରରେ ଘୋଡଲାଗି ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ(କେନ୍ୟୁଜ୍): ଆଜି ଓଢଣ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଘୋଡଲାଗି ବେଶ ଅନୁଷ୍ଠିତ ହେଉଛି। ଶୀତର ପ୍ରକୋପରୁ ରକ୍ଷା କରିବା ଲାଗି ମହାପ୍ରଭୂ ଶୀତବସ୍ତ୍ର ପରିଧାନ କରିବାର ପରମ୍ପରା ରହିଛି। ମାର୍ଗଶୀର ଶୁକ୍ଲ ପକ୍ଷଠାରୁ ମାଘ ସପ୍ତମୀ ପର‌୍ୟ୍ୟନ୍ତ ଏହି ନୀତି ସମ୍ପାଦନ କରାଯିବ। ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜୀ ସେବକ ଏହି ଘୋଡ ପ୍ରସ୍ତୁତ କରିଛନ୍ତି। ସପ୍ତାହର ୭ଦିନ ୭ପ୍ରକାର ରଙ୍ଗର ଘୋଡଲାଗି କରାଯିବାର ପରମ୍ପରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.